ଗ୍ୟାସ ସିଲିଣ୍ଡର ଫାଟି ଜଳିଗଲା ୨ ବଖରା ଘର : ଗାଈ ମୃତ
ଭାପୁର : ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ କରବର ଅଡୁଆସାହିରେ ରୋଷଇ କରୁଥିବା ସମୟରେ ଗ୍ୟାସ ସିଲିଣ୍ଡର ଫାଟି ୨ ବଖରା ଚାଳଘର ପୋଡି ଯାଇଥିବା ବେଳେ ଗୋଟିଏ ଗାଈର ମୃତ୍ୟୁ ଘଟିଛି । ସୂଚନା ଅନୁସାରେ କରବର ଅଡୁଆସାହିର ସ୍ୱର୍ଗତ କାମନା ମଲ୍ଲିକଙ୍କ ପୁଅ ଭିକାରି ମଲ୍ଲିକଙ୍କ ସ୍ତ୍ରୀ ସନ୍ଧ୍ୟା ସମୟରେ!-->…
Read More...
Read More...