Browsing Tag

muribahal news

ଜୈବିକ ପନିପରିବା ବଜାର ଉଦ୍‌ଘାଟିତ

ମୁରିବାହାଲ, (କେପିଏନ୍‌ଏସ୍‌) : ମୁରିବାହାଲ ଠାରେ ଜୈବିକ ପ୍ରଣାଳୀରେ ଉତ୍ପାଦିତ ପନିପରିବା ବିକ୍ରି ପାଇଁ ଏକ ବଜାର ମଙ୍ଗଳବାର ଉଦ୍‌ଘାଟିତ ହୋଇଛି । ଉଦ୍‌ଘାଟନୀ ଉତ୍ସବରେ ସିଡିପିଓ ସୁପ୍ରଭା ମହାପାତ୍ର, ଜୀବିକା ମିଶନ ବିପିଏମ୍‌ ଡ. ଗୋପାଳକୃଷ୍ଣ ଦୀପ, ମିଶନ ଶକ୍ତି ବିପିସି ଉଜ୍ୱଳ ପଟେଲ,
Read More...

ଯମୁନାରେ ଗୋପାଳନ ତାଲିମ ଶିବିର

ମୁରିବାହାଲ, (କେପିଏନ୍‌ଏସ୍‌) : ମୁରିବାହାଲ ବ୍ଲକ ହଳଦୀ ପଞ୍ଚାୟତ ଯମୁନା ଗାଁରେ ବଲାଙ୍ଗିର-କଳାହାଣ୍ଡି-ନୂଆପଡା ଆଞ୍ଚଳିକ ସମବାୟ ଦୁଗ୍ଧ ଉତ୍ପାଦକ ସଂଘ ତଥା ପ୍ରାଣୀପାଳନ ଓ ପ୍ରାଣୀ ଚିକିତ୍ସା ବିଭାଗ ସହାୟତାରେ ଗୋ ଚିକିତ୍ସା, ବନ୍ଧ୍ୟା ନିରାକରଣ, ଗୋପାଳନ ତାଲିମ ଶିବିର ଅନୁଷ୍ଠିତ
Read More...

ହଳଦୀ ମଣ୍ଡି ବୁଲି ଦେଖିଲେ ବିଜେଡି କୃଷକ ମୋର୍ଚ୍ଚା ସଭାପତି

ମୁରିବାହାଲ, (କେପିଏନ୍‌ଏସ୍‌) : ମୁରିବାହାଲ ବ୍ଲକ ହଳଦୀ ମଣ୍ଡିକୁ ଶୁକ୍ରବାର ଜିଲ୍ଲା ବିଜେଡି କୃଷକ ମୋର୍ଚ୍ଚା ସଭାପତି ଅଜୟ ଦାସଙ୍କ ନେତୃତ୍ୱରେ ଏକ ବିଜେଡି ପ୍ରତିନିଧି ଦଳ ପରିଦର୍ଶନ କରିଥିଲେ । ଧାନ ବିକ୍ରି ସମସ୍ୟା ନେଇ ଚାଷୀମାନଙ୍କ ସହ ଆଲୋଚନା କରିଥିଲେ । ଏଥିରେ ହଳଦୀ ପେକ୍ସ ସଭାପତି
Read More...

ଦେବଙ୍ଗ ହାଇସ୍କୁଲରେ ପୁରାତନ ଛାତ୍ରଙ୍କ ବୈଠକ

ମୁରିବାହାଲ, (କେପିଏନ୍‌ଏସ୍‌) : ମୁରିବାହାଲ ବ୍ଲକ ପତ୍ରାପାଲି(କ) ପଞ୍ଚାୟତ ଦେବଙ୍ଗ ଗାଁରେ ଥିବା ଇନ୍ଦିରା ଗାନ୍ଧୀ ହାଇସ୍କୁଲ ପୁରାତନ ଛାତ୍ରଛାତ୍ରୀଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପ୍ରଧାନ ଶିକ୍ଷକ ରାମରତନ ମେହେର ମୁଖ୍ୟ ଅତିଥି, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବଳିଷ୍ଠ
Read More...

କଣ୍ଟାବାଞ୍ଜି ବିଧାୟକଙ୍କ ମୁରିବାହାଲ ବ୍ଲକ ଗସ୍ତ

ମୁରିବାହାଲ, (କେପିଏନ୍‌ଏସ୍‌) : କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂହ ସାଲୁଜା ଗୁରୁବାର ମୁରିବାହାଲ ବ୍ଲକ ଲେବଡା ଓ ଟୁପାଉଡାର ପଞ୍ଚାୟତ ଗସ୍ତ କରିଛନ୍ତି । ସେ ଉଭୟ ପଞ୍ଚାୟତର ବିଭିନ୍ନ ଗାଁ ବୁଲି ଲୋକଙ୍କ ସମସ୍ୟା ଶୁଣିଛନ୍ତି । ତାଙ୍କ ସହିତ ଯୁବନେତା ଅମିତ ସିଂହ ସାଲୁଜା, ବ୍ଲକ କଂଗ୍ରେସ
Read More...

ପଟାମରାରୁ ଚୋରି ବାଇକ ଲଖନାରୁ ଉଦ୍ଧାର

ମୁରିବାହାଲ, (କେପିଏନ୍‌ଏସ୍‌) : ମୁରିବାହାଲ ଥାନା ହଲଦୀ ପଞ୍ଚାୟତ ପଟାମରା ଗ୍ରାମର କୀର୍ତ୍ତି ଗହୀର(୨୬)ଙ୍କ ବାଇକ (ଓଡି ୦୩-୭୩୪୫) ଗତ ୧ ତାରିଖ ରାତିରେ ଚୋରି ହୋଇଥିଲା । ଏ ନେଇ ସେ ଥାନାରେ ଅଭିଯୋଗ କରିଥିଲେ । ତେବେ ଲଖନାର ଏକ ପରିତ୍ୟକ୍ତ ଘରରୁ ଏହି ବାଇକ ମିଳିଥିବା ଆଇଆଇସି କମଳ ଲୋଚନ
Read More...

ଅଜଣା ଗାଡି ଧକ୍କାରେ ବୃଦ୍ଧ ମୃତ

ମୁରିବାହାଲ, (କେପିଏନ୍‌ଏସ୍‌) : ଜାତୀୟ ରାଜପଥ ୫୯ର ମୁରିବାହାଲ ଥାନା ପତ୍ରାପାଲି(ଖ) ଛକରେ ସୋମବାର ଏକ ଅଜଣା ଗାଡି ଧକ୍କାରେ ଟିଟିଲାଗଡ ସହରର ବହିଦାରପଡାର ଶଙ୍କର ବାରିକ(୭୦) ନାମକ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି । ସୋମବାର ଭୋର୍‌ରେ ଘଟଣାସ୍ଥଳରେ ତାଙ୍କ ଶବ ପଡିଥିବା ସୂଚନା ପାଇ ପୁଲିସ
Read More...

ଜିଲ୍ଲାପାଳଙ୍କ ଅଚାନକ ୫-ଟି ହାଇସ୍କୁଲ ଓ ପିଏଚ୍‌ସି ପରିଦର୍ଶନ

ମୁରିବାହାଲ, (କେପିଏନ୍‌ଏସ୍‌) : ଜିଲ୍ଲାପାଳ ଚଞ୍ଚଳ ରାଣା ଶୁକ୍ରବାର ମୁରିବାହାଲ ବ୍ଲକର ୫-ଟିରେ ରୂପାନ୍ତରିତ ୩ଟି ହାଇସ୍କୁଲ ଓ ଗୁଡିଘାଟ ପିଏଚ୍‌ସିକୁ ଅଚାନକ ପରିଦର୍ଶନ କରିଛନ୍ତି । ଇଚ୍ଛାପଡା ସ୍ଥିତ ମହାତ୍ମା ଗାନ୍ଧୀ ହାଇସ୍କୁଲ, ଗୁଡିଘାଟ ମୁକୁନ୍ଦିଲାଲ୍‌ ଅଗ୍ରୱାଲ ହାଇସ୍କୁଲ ଓ
Read More...

ରେଙ୍ଗାଲିରେ ବିଜେଡିର କର୍ମୀ ସମ୍ମିଳନୀ

ମୁରିବାହାଲ, (କେପିଏନ୍‌ଏସ୍‌) : ମୁରିବାହାଲ ବ୍ଲକ ଇଚ୍ଛାପଡା ପଞ୍ଚାୟତ ରେଙ୍ଗାଲି ଗାଁରେ ବିଜେଡିର ଏକ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । କୃଷ୍ଣ ପଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବରିଷ୍ଠ ବିଜେଡି ନେତା ଅଜୟ ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଜିଲ୍ଲା
Read More...

ଯମୁନାରେ ସାମୂହିକ କାର୍ତ୍ତିକ ପଞ୍ଚୁକ ବ୍ରତ ଉଦ୍‌ଯାପିତ

ମୁରିବାହାଲ, (କେପିଏନ୍‌ଏସ୍‌) : ମୁରିବାହାଲ ବ୍ଲକ କଦଳୀ ପଞ୍ଚାୟତ ଯମୁନା ଗ୍ରାମର ପ୍ରହରୀ ମଣ୍ଡପରେ ଗ୍ରାମବାସୀଙ୍କ ପକ୍ଷରୁ ଅନୁଷ୍ଠିତ ପାଞ୍ଚ ଦିନ ବ୍ୟାପି ସାମୂହିକ କାର୍ତ୍ତିକ ପଞ୍ଚୁକ ବ୍ରତ ମଙ୍ଗଳବାର ଉଦ୍‌ଯାପିତ ହୋଇଯାଇଛି । ଏଥିରେ ପ୍ରଧାନ ଶିକ୍ଷକ ନେତ୍ରାନନ୍ଦ ମହାକୁର ଓ ତାଙ୍କ
Read More...