Browsing Tag

muribahal news

ମୁରିବାହାଲ ପଞ୍ଚାୟତସ୍ତରୀୟ ଆମ ଓଡ଼ିଶା ନବୀନ ଓଡ଼ିଶା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ଗ୍ରାମାଞ୍ଚଳ ଭିତ୍ତିଭୂମି ବିକାଶ ଓ ରାଜ୍ୟ ସରକାରଙ୍କ ପ୍ରୟାସ ସ୍ୱରୂପ ମୁରିବାହାଲ ବ୍ଲକ ସଦର ପଞ୍ଚାୟତସ୍ତରୀୟ ଆମ ଓଡ଼ିଶା ନବୀନ ଓଡ଼ିଶାର ସଚେତନତା କାର୍ଯ୍ୟକ୍ରମ ମଙ୍ଗଳବାର ସ୍ଥାନୀୟ ଧନୁଯାତ୍ରା ପଡ଼ିଆରେ ଅନୁଷ୍ଠିତ ହୋଇଯାଇଛି । ମୁରିବାହାଲ ସଦର
Read More...

ଗୁରୁଣ୍ଡା ଗାଁ ନିକଟରେ ଟ୍ରକ ଡ୍ରାଇଭରଙ୍କୁ ମରଣାନ୍ତକ ଆକ୍ରମଣ କରି ଦେଢ଼ ଲକ୍ଷ ଟଙ୍କା ସହ ଦାମୀ ମୋବାଇଲ ଲୁଟ, ପୁଲିସର…

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ରାୟପୁର- ଗୋପାଳପୁର ୫୯ ନମ୍ବର ଜାତୀୟ ରାଜପଥ ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ଗୁରୁଣ୍ଡା ଗ୍ରାମ ନିକଟରେ ୪ଜଣ ବାଇକ୍ ଆରୋହୀ ମୁଖାପିନ୍ଧା ଦୁର୍ବୃତ୍ତ ଆତଙ୍କରାଜ ଖେଳାଇ ଜଣେ ଟ୍ରକ୍ ଡ୍ରାଇଭରଙ୍କୁ ମରଣାନ୍ତକ ଆକ୍ରମଣ କରି ଦେଢ଼ ଲକ୍ଷ ଟଙ୍କା ସହ ଏକ
Read More...

ମୁରିବାହାଲ ବ୍ଲକସ୍ତରୀୟ ତୈଲିକ ବୈଶ୍ୟ ସାହୁ ସମାଜର ସାଙ୍ଗଠନିକ ବୈଠକ ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଗୋଇମୁଣ୍ଡ ପଞ୍ଚାୟତର ଚିତ୍ରାମୁଣ୍ଡା ଗ୍ରାମଠାରେ ମୁରିବାହାଲ ବ୍ଲକସ୍ତରୀୟ ତୈଲିକ ବୈଶ୍ୟ ସାହୁ ସମାଜର ସାଧାରଣ ସଭା ତଥା ସାଙ୍ଗଠନିକ ବୈଠକ ରବିବାର ଅନୁଷ୍ଠିତ ହୋଇଯାଇଛି । ବ୍ଲକ ସଭାପତି ବୈଧୃତ ଚରଣ ସାହୁଙ୍କ
Read More...

ଗୋଇମୁଣ୍ଡରେ ପଞ୍ଚାୟତସ୍ତରୀୟ ଆମ ଓଡ଼ିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଗୋଇମୁଣ୍ଡ ପଞ୍ଚାୟତସ୍ତରୀୟ ସଚେତନତା ଶିବିର ତଥା ଗ୍ରାମାଞ୍ଚଳର ଭିତ୍ତିଭୂମିର ବିକାଶ "ଆମ ଓଡ଼ିଶା ନବୀନ ଓଡିଶା" କାର୍ଯ୍ୟକ୍ରମ ଗୋଇମୁଣ୍ଡ ଖେଳ ପଡିଆଠାରେ ଶନିବାର ଅନୁଷ୍ଠିତ ହୋଇଯାଇଛି । ଗୋଇମୁଣ୍ଡ ସରପଞ୍ଚ କାଳିଆ
Read More...

ଗୁଡିଘାଟ ଗ୍ରାମର ଜଣେ ୧୯ ବର୍ଷୀୟା ଆଦିବାସୀ ଯୁବତୀଙ୍କୁ ପ୍ରେମ ପ୍ରତାରଣା, ବଳପୂର୍ବକ ଅପହରଣ ଓ ଦୁଷ୍କର୍ମ ଘଟଣା,…

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ଗୁଡିଘାଟ ଗ୍ରାମର ଜଣେ ୧୯ ବର୍ଷୀୟା ଆଦିବାସୀ ଯୁବତୀଙ୍କୁ ପ୍ରେମ ପ୍ରତାରଣା, ବଳପୂର୍ବକ ଅପହରଣ ଓ ଦୁଷ୍କର୍ମ ଘଟଣାରେ ଗ୍ରାମର ପୁରନ୍ଦର ବିଶି ନାମକ ଜଣେ ପ୍ରତାରକ ପ୍ରେମିକଙ୍କୁ ଗିରଫ କରି ପୁଲିସ କୋର୍ଟ ଚାଲାଣ
Read More...

ମୁରିବାହାଲ ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟର ନୂଆ-ଓ ଓଡ଼ିଆ ସାହିତ୍ୟ ପ୍ରତିଯୋଗିତା ଉଦ୍‌ଯାପିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ପଞ୍ଚାୟତ ସମିତି ଡ଼ିଗ୍ରୀ ମହାବିଦ୍ୟାଳୟ ପକ୍ଷରୁ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀର ଆୟୋଜନ ଓ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଉଦ୍‌ଘାଟନୀ ଉତ୍ସବ ପରିପ୍ରେକ୍ଷୀରେ ଚାଲିଥିବା ନୂଆ-ଓ ଓଡ଼ିଆ ସାହିତ୍ୟ ପ୍ରତିଯୋଗିତା
Read More...

ଗୁଡ଼ିଘାଟ ଗ୍ରାମରେ କିରାନା ଦୋକାନ ଜାଳିଦେଲେ ଦୁର୍ବୃତ୍ତ : ପୁଲିସର ତନାଘନା

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ଗୁଡିଘାଟ ପଞ୍ଚାୟତ ସଦର ମହକୁମାରେ ଦୁର୍ବୃତ୍ତମାନେ ଏକ କିରାନା ଦୋକାନକୁ ଜାଳି ଦେଇଥିବା ମୁରିବାହାଲ ଥାନାରେ ଏତଲା ହୋଇଛି । ଗୁଡିଘାଟ ଗ୍ରାମର ଚନ୍ଦ୍ରଧ୍ଵଜ ରଣାଙ୍କ ପୁଅ କେଶବ ରଣା(୧୯) ଗୁଡିଘାଟ-ବିଜାମାଲ ଗାଁ
Read More...

ବାଙ୍କେଲରେ ପଞ୍ଚାୟତସ୍ତରୀୟ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ବାଙ୍କେଲ ଗ୍ରାମପଂଚାୟତ ସଦରମହକୁମାଠାରେ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଅନ୍ତର୍ଗତ 'ଗ୍ରାମାଞ୍ଚଳର ଭିତ୍ତିଭୂମି ବିକାଶ/ପଂଚାୟତସ୍ତରୀୟ ସଚେତନତା ସଭା' ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ
Read More...

ମୁରିବାହାଲ ପଞ୍ଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟାପକ ଓ କର୍ମଚାରୀଙ୍କ କଳାବ୍ୟାଚ୍ ପିନ୍ଧି ପ୍ରତୀକ ଧାରଣା

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଦର ମହକୁମାରେ ଥିବା ପଞ୍ଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସମସ୍ତ ଅଧ୍ୟାପକ ଓ କର୍ମଚାରୀମାନେ ୬୬୨ବର୍ଗ କଲେଜ ଅଧ୍ୟାପକ ଓ କର୍ମଚାରୀମାନଙ୍କ ଫେବୃୟାରୀ ୫ ଓ ୬ ତାରିଖ ଦୁଇ ଦିନ ଧରି ଭୁବନେଶ୍ୱରରେ
Read More...

ଗାଡ଼ି ସାଇଡ ଦେବାକୁ ନେଇ ବୋଲେରୋ ଗାଡ଼ି ମାଲିକ ସହ ଡ୍ରାଇଭରଙ୍କୁ ଆକ୍ରମଣ : ଜଣେ ବାଇକ ଆରୋହୀ କୋର୍ଟ ଚାଲାଣ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ଗୋଇମୁଣ୍ଡ ପଞ୍ଚାୟତ ଝିକିଡୁଙ୍ଗୁରୀ ଗ୍ରାମର ବୋଲେରୋ ଗାଡ଼ି ମାଲିକ ନିତ୍ୟାନନ୍ଦ ସାହୁ(୨୮) ତାଙ୍କ ଡ୍ରାଇଭର ଓ ଅନ୍ୟମାନଙ୍କ ସହ ଚିତ୍ରାମୁଣ୍ଡା ଛକରେ ଗାଡ଼ି ସାଇଡ ଦେବାକୁ ନେଇ ଗଣ୍ଡଗୋଳ କରିବା ଅଭିଯୋଗରେ ପୁଲିସ
Read More...