Browsing Tag

muribahal news

ମୁରିବାହାଲ ପଂଚାୟତି ହାଇସ୍କୁଲ ଖେଳ ପଡ଼ିଆ ଠାରେ ମା’ ବସ୍ତ୍ରେନ ଫୁଟ୍‌ବଲ୍‌ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ :…

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ପଂଚାୟତି ହାଇସ୍କୁଲ ଖେଳ ପଡ଼ିଆ ଠାରେ ଆଦିବାସୀ ଯୁବକ ସଙ୍ଘ ଆନୁକୂଲ୍ୟରେ ଦ୍ୱିତୀୟ ବାର୍ଷିକ ମା' ବସ୍ତ୍ରେନ ଫୁଟ୍‌ବଲ୍‌ ଟୁର୍ଣ୍ଣାମେଣ୍ଟ ରବିବାର ଦିନ ଉଦ୍‌ଘାଟିତ ହୋଇଯାଇଛି । ଉଦ୍‌ଘାଟନୀ ମ୍ୟାଚ୍‌ରେ
Read More...

ମାକ୍ରିପଡ଼ା ଗ୍ରାମରେ ଯୁବଗୋଷ୍ଠୀ ଦ୍ୱାରା ପୁଷ୍କରିଣୀ ସଫେଇ କାର୍ଯ୍ୟ : ଗୋଟିଏ ପାଦ ସ୍ୱଚ୍ଛତା ଆଡ଼କୁ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବହାଲ ବ୍ଲକ ଲେବଡା ପଞ୍ଚାୟତ ମାକ୍ରିପଡ଼ା ଗ୍ରାମରେ ତିନୋଟି ଗ୍ରାମ ନିର୍ଭର କରୁଥିବା ମୁଖ୍ୟ ପୋଖରୀ 'ଶାଗୁଣା ମୁଣ୍ଡା'କୁ ପଙ୍କ ଉଦ୍ଧାର ପାଇଁ ପାଣି କଟାଯାଇଛି । ଏଥିପାଇଁ ଗାଁ ଲୋକମାନଙ୍କର ଅନେକ ଅସୁବିଧା ହେଉଥବାରୁ ନିକଟରେ
Read More...

ଦୀର୍ଘଦିନ ଧରି ପାନୀୟ ଜଳ ଯୋଗାଣ ବନ୍ଦ ପ୍ରତିବାଦରେ ଗ୍ରାମବାସୀ ଗୋଇମୁଣ୍ଡ ପଞ୍ଚାୟତ ମୁଖ୍ୟାଳୟକୁ ଘେରିଲେ :…

ପ୍ରଶାସନର ପ୍ରତିଶୃତି, ୨ ଘଣ୍ଟା ପରେ ପୁଲିସ ଦ୍ଵାରା ଉଦ୍ଧାର ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ୍‌ ଗୋଇମୁଣ୍ଡ ପଞ୍ଚାୟତ ପ୍ରଶାସନର ମନୋମୁଖୀ ଓ ଖାମଖିଆଲି ମନୋଭାବ ଯୋଗୁଁ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ସରକାରଙ୍କ
Read More...

ପ୍ରଧାନଶିକ୍ଷକ ପୂର୍ଣ୍ଣଚନ୍ଦ୍ର ଭୋଇଙ୍କ ଅକାଳ ବିୟୋଗ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଭୋଇପଡ଼ା କ୍ଲଷ୍ଟର କନ୍ଦାଖାଲ ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ, ପୂର୍ବତନ ଉତ୍କଳ କନ୍ଧ ସମାଜ ବୁଡୁକା ପ୍ରଗଣା ବଙ୍ଗୋମୁଣ୍ଡା ସମ୍ପାଦକ, ଶିକ୍ଷାବିତ ତଥା କଳାକାର ପୂର୍ଣ୍ଣଚନ୍ଦ୍ର ଭୋଇଙ୍କ ବୁଧବାର
Read More...

ହୋଲିରେ ଅଘଟଣ : ଡଙ୍ଗରପଡ଼ା ଗ୍ରାମରେ ବିଷାକ୍ତ ସାପ କାମୁଡ଼ାରେ ଝିଅ ମୃତ, ମା’ ଗୁରୁତର, ବାପା ଦାଦନ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲାରେ ସମସ୍ତେ ହୋଲିରେ ମସ୍‌ଗୁଲ ଥିବା ବେଳେ ମୁରିବାହାଲ ବ୍ଲକ ହଳଦୀ ପଞ୍ଚାୟତ ଡଙ୍ଗରପଡ଼ା ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଏକ ବିଷାକ୍ତ କଲେର୍‌ ସାପ କାମୁଡି ଦେବାରୁ ଜଣେ ୪ବର୍ଷର ଛୋଟ ଝିଅର ମୃତ୍ୟୁ ଘଟିଥିବା ବେଳେ
Read More...

ରେଙ୍ଗାଲି ଗ୍ରାମରୁ ସନ୍ଦେହଜନକ ଅବସ୍ଥାରେ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର : କାରଣ ଅସ୍ପଷ୍ଟ, ପୁଲିସର ତଦନ୍ତ ଜାରି

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ଇଚ୍ଛାପଡ଼ା ପଞ୍ଚାୟତ ରେଙ୍ଗାଲି ଗ୍ରାମରୁ ଜଣେ ବ୍ୟକ୍ତିଙ୍କ ସନ୍ଦେହଜନକ ଅବସ୍ଥାରେ ମୃତଦେହକୁ ପୁଲିସ ଉଦ୍ଧାର କରିଛି । ରେଙ୍ଗାଲି ଗ୍ରାମରେ ରବିବାର ଷୋହଳ ପ୍ରହରୀ ନାମଯଜ୍ଞ ଚାଲିଥିଲା । ଗ୍ରାମରେ ଥିବା ଏକ
Read More...

ଯମୁନା ଗ୍ରାମ ସମେତ ମୁରିବାହାଲ ବ୍ଲକର ସମସ୍ତ ମାହେଶ୍ୱରୀ ମନ୍ଦିରରେ ଫାଲ୍‌ଗୁନ ତଥା ଦୋଳ ପୂର୍ଣ୍ଣିମା ଓ ହୋଲିକା ଦହନ…

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଳକ ହଳଦୀ ପଞ୍ଚାୟତ ଯମୁନା ଗ୍ରାମ ସମେତ ବ୍ଲକ ଅଞ୍ଚଳରେ ଥିବା ଡୁମାଳ ସମାଜର ଅଧିଷ୍ଠାତ୍ରୀ ଦେବୀ ମାଁ' ମାହେଶ୍ୱରୀଙ୍କ ସମସ୍ତ ପୀଠରେ ଚଳିତ ବର୍ଷର ଫାଲ୍‌ଗୁନ ତଥା ଦୋଳ ପୂର୍ଣ୍ଣିମା ଓ ହୋଲିକା ଦହନ ଉତ୍ସବ ରବିବାର ଦିନ
Read More...

ମୁରିବାହାଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଛାତ୍ରୀଙ୍କ ଆତ୍ମସୁରକ୍ଷା ତାଲିମ ଶିବିର ଉଦ୍‌ଘାଟିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଦର ମହକୁମାରେ ଥିବା ପଞ୍ଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ (ଯୁକ୍ତ ଦୁଇ)ରେ ଆଜି ଗୁରୁବାରଠାରୁ ଛାତ୍ରୀମାନଙ୍କ ଆତ୍ମସୁରକ୍ଷା ତାଲିମ ଶିବିର ଉଦ୍‌ଘାଟିତ ହୋଇଯାଇଛି । ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ
Read More...

ମୁରିବାହାଲ ବ୍ଲକ ଅଞ୍ଚଳରେ ଉଚ୍ଚତର କମ୍ପ୍ୟୁଟର କୋର୍ସ ପାଇଁ ପ୍ରଚାର ପ୍ରସାର ରଥର ଶୁଭାରମ୍ଭ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଦର ମହକୁମା ସିଏଚ୍‌ସି ହସ୍‌ପିଟାଲ ଛକରେ ଥିବା ଓଡ଼ିଶା ନଲେଜ୍ କର୍ପୋରେସନ୍ ଲିମିଟେଡ(ଓକେସିଏଲ୍‌)ର କମ୍ପ୍ୟୁଟର ପଏଣ୍ଟରେ ବ୍ଲକ ଅଞ୍ଚଳରେ ଉଚ୍ଚତର କମ୍ପ୍ୟୁଟର କୋର୍ସ ପାଇଁ ପ୍ରଚାର ପ୍ରସାର ରଥ ଉଦ୍‌ଘାଟିତ
Read More...

ବାବେଜୁରୀରେ କଂଗ୍ରେସ ପକ୍ଷରୁ ବିରାଟ କର୍ମୀ ସମ୍ବିଳନୀ : ୫୫୦ ଜଣରୁ ଅଧିକ ନୂତନ କର୍ମୀ ଦଳରେ ସାମିଲ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ମୁରିବାହାଲ ବ୍ଲକ ଗୁଡିଘାଟ ପଂଚାୟତସ୍ତରୀୟ ଏକ ବିରାଟ କର୍ମୀ ସମ୍ମିଳନୀ ବାବେଜୁରୀ ଗ୍ରାମ ପଡିଆଠାରେ ଅନୁଷ୍ଠିତ ହୋଇଯାଇଛି । କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ଅଧ୍ୟକ୍ଷତାରେ
Read More...