କପ୍ତିପଦାରେ କାଳବୈଶାଖୀର ତାଣ୍ଡବ
ମୟୂରଭଞ୍ଜ : ରାତିର କାଳବୈଶାଖୀ ସବୁ ଉଜାଡ଼ି ଦେଇଛି। ଖଣ୍ଡ ଖଣ୍ଡ ହୋଇ ପଡ଼ିଛି ଘରର ଆଜବେଷ୍ଟସ୍। ଘର ଉପରେ ଭାଙ୍ଗି ପଡ଼ିଛି ଗଛ। ମୟୂରଭଞ୍ଜ କପ୍ତିପଦା ବ୍ଲକ ସୁଡସୁଡିଆ ଗାଁରେ ତାଣ୍ଡବ ରଚିଛି କାଳବୈଶାଖୀ । ବର୍ଷା-ପବନ ଯୋଗୁଁ ବିଦ୍ୟାଳୟ ଘର ଉପରେ ବଡ଼ବଡ଼ ଗଛ ଉପୁଡ଼ି ପଡ଼ିଛି । ଗଛ ପଡ଼ିଲୋକଙ୍କ ଘର!-->…
Read More...
Read More...