Browsing Tag

malkangiri news

ଓଲଟିଲା ଧାନ ବୋଝେଇ ଟ୍ରକ୍‌ : ୨ମୃତ, ୨ ଆହତ

ମାଲକାନଗିରି : ମାଲକାନଗିରି ଜିଲ୍ଲା କାମବେଡା ନିକଟରେ ଏକ ଧାନ ବୋଝେଇ ଟ୍ରକ ଓଲଟି ପଡିଥିବା ଜଣାପଡିଛି । ଏହି ଦୁର୍ଘଟଣାରେ ୨ଜଣଙ୍କର ମୃତ୍ୟୁ ହେବା ସହ ଆଉ ୨ଜଣ ଆହତ ହୋଇଛନ୍ତି । ସୂଚନା ଆଧାରରେ ଗତକାଲି ସନ୍ଧ୍ୟାରେ ତାଣ୍ଡିକିଗୁଡା ଗ୍ରାମରୁ ଧାନ ବୋଝେଇ ଟ୍ରକ ଏମଭି ୨୯ ଗ୍ରାମ ଅଭିମୁଖେ
Read More...

୫ ଦଫା ଦାବୀ ନେଇ ବହୁମୂଖୀ ସ୍ୱାସ୍ଥ୍ୟକର୍ମୀଙ୍କ ପକ୍ଷରୁ ଦାବୀପତ୍ର ପ୍ରଦାନ

ମାଲକାନଗିରି : ମାଲକାନଗିରିର ରାଜ୍ୟ ବହୁମୂଖୀ ସ୍ୱାସ୍ଥ୍ୟ କର୍ମୀ ମହାସଂଘ ପକ୍ଷରୁ ଦୀର୍ଘଦିନ ଧରି ବିଭିନ୍ନ ଦାବୀ ସରକାରଙ୍କ ନିକଟରେ ଉପସ୍ଥାପନ କରାଯାଉଛି । କିନ୍ତୁ ସେଗୁଡିକ ପୂରଣ ହେଉ ନଥିବାରୁ ରାଜ୍ୟ ସଂଘର ଆବାହନ କ୍ରମେ ମାଲକାନଗିରି ଜିଲ୍ଲା ସଂଘ ପକ୍ଷରୁ ସ୍ୱାସ୍ଥ୍ୟ କର୍ମୀ ମାନେ ୫
Read More...

ବୁଲେଟ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା : ୧ ମୃତ, ୧ ଗୁରୁତର

ମାଲକାନଗିରି : ବୁଲେଟ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ, ରବିବାର ରାତିରେ ମାଲକାନଗିରି ହସ୍ପିଟାଲ ଛକ ନିକଟରେ ଗୋଟିଏ ବୁଲେଟ ସହିତ ଅନ୍ୟଏକ ବାଇକ ମୁହାଁମୁହିଁ ଧକ୍କା ହୋଇଥିଲେ । ଏଥିରେ ୨ ଜଣ ଯୁବକ ଗୁରୁତର ଭାବେ ଆହତ ହୋଇଥିଲେ । ସ୍ଥାନୀୟ ଲୋକେ
Read More...

ଆନ୍ତଃମହାବିଦ୍ୟାଳୟ ସ୍ତରୀୟ କ୍ରିକେଟ ଓ ଭଲିବଲ ଟୁର୍ଣ୍ଣାମେଣ୍ଟ

ମାଲକାନଗିରି : ମାଲକାନଗିରି ମହାବିଦ୍ୟାଳୟ ପରିସରରେ ପ୍ରଥମ ଥର ପାଇଁ ଆନ୍ତଃମହାବିଦ୍ୟାଳୟ ସ୍ତରୀୟ କ୍ରିକେଟ ଓ ଭଲିବଲ ଟୁର୍ଣ୍ଣାମେଣ୍ଟ ସୋମବାର ଠାରୁ ଅନୁଷ୍ଠିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟ ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ
Read More...

ଆଦିବାସୀ ପାଳିଲେ ସଂଗ୍ରାମୀ ସହିଦ ତାମାଦୋରା ବାର୍ଷିକ ଉତ୍ସବ

ମାଲକାନଗିରି : ଆଦିବାସୀମାନେ ଆଡ଼ମ୍ବର ସହ ପାଳିଛନ୍ତି ବିଶିଷ୍ଠ ସ୍ୱାଧୀନତା ସଂଗ୍ରାମୀ ସହିଦ ତାମା ଦୋରାଙ୍କ ବାର୍ଷିକ ଉତ୍ସବ । ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଆମ୍ବାଗୁଡା ଆଦିବାସୀ ଗ୍ରାମରେ ଥିବା ସହିଦ ତାମ୍ମା ଦୋରା ଆଦିବାସୀ କ୍ଲବ ପକ୍ଷରୁ ସଂଗ୍ରାମୀ ସହିଦ ତାମା ଦୋରାଙ୍କ
Read More...

ଓଡ଼ିଶା ଦକ୍ଷତା ବିକାଶ ବିଭାଗ ପକ୍ଷରୁ ନିଯୁକ୍ତି ମେଳା

ମାଲକାନଗିରି : ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ ତଥା ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ଆଦିବାସୀ ଅଧ୍ୟୁଷିତ କୁଡୁମୁଳୁଗୁମା ବ୍ଲକ ସ୍ଥିତ ଡାରବିନ ମେମୋରିଆଲ ମହାବିଦ୍ୟାଳୟ ପରିସରରେ ନିଯୁକ୍ତି ମେଳା ଅନୁଷ୍ଠିତ ହୋଇଯାଇଛି । ଏହି ନିଯୁକ୍ତି ମେଳାକୁ ବିଘ୍ନ କିରର୍ଷାନି, ଅଧ୍ୟକ୍ଷ
Read More...

ଜିଲ୍ଲାସ୍ତରୀୟ ନିଯୁକ୍ତି ମେଳା

ମାଲକାନଗିରି : ମାଲକାନଗିରି ମହାବିଦ୍ୟାଳୟ ଠାରେ ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ ତଥା ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ଜିଲ୍ଲା ସ୍ଥରୀୟ ନିଯୁକ୍ତି ମେଳା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଜିଲ୍ଲାର ୫୪୦ ଜଣ ଶିକ୍ଷିତ ଯୁବକଙ୍କ ନାମ ପଞ୍ଜିକରଣ କରିଥିବା ବେଳେ ୨୫୬ଜଣଙ୍କୁ ଚାକିରି
Read More...

ଓଏସଆରଟି ଏସି ବସ ଦୁର୍ଘଟଣାଗ୍ରସ୍ତ : ୨୦ ଆହତ, ଡ୍ରାଇଭର ଓ କଣ୍ଡକ୍ଟର ଗୁରୁତର

ମାଲକାନଗିରି : ମାଲକାନଗିରିରୁ ଭୁବନେଶ୍ଵର ଅଭିମୁଖେ ଯାଉଥିବା ଓଏସଆରଟି ଏସି ବସ ଶୁକ୍ରବାର ରାତି ୧୨ ଟାରେ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମଠାରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡ଼ିଛି । ବସରେ ମୋଟ ୨୩ଜଣ ଯାତ୍ରୀ ଥିବା ବେଳେ ଏମାନଙ୍କ ମଧ୍ୟରୁ ୨୦ଜଣ ଆହତ ହୋଇଥିବା ସୂଚନା । ଡ୍ରାଇଭର ଓ
Read More...

ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆଶାକର୍ମୀଙ୍କ ଧାରଣା

ମାଲକାନଗିରି : ନିଜର ହକ୍‌ ଦାବୀ କରି ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶୀତ କାକରରେ ୫ ଦିନ ହେଲା ଆଶାକର୍ମୀମାନେ ଧାରଣାରେ ବସିଥିବା ସୂଚନା ମିଳିଛି । ତେବେ ସେମାନଙ୍କ ଦୁଃଖ କେହି ବୁଝୁ ନ ଥିବା ଆଶାକର୍ମୀ କହିଛନ୍ତି । ମାଲକାନଗିରି ଜିଲ୍ଲା ମୁଖ୍ୟ
Read More...

୮ ଦଫା ଦାବୀ ନେଇ ସ୍କୁଲ, କଲେଜ ଶିକ୍ଷକ କର୍ମଚାରୀ ସମନ୍ୱୟ ସମିତି ପକ୍ଷରୁ ସ୍ମାରକପତ୍ର ପ୍ରଦାନ

ମାଲକାନଗିରି : ଓଡିଶା ସ୍କୁଲ, କଲେଜ ଶିକ୍ଷକ କର୍ମଚାରୀ ସମନ୍ୱୟ ସମିତି ମାଲକାନଗିରି ଜିଲ୍ଲା ଶାଖା ପକ୍ଷରୁ ୮ ଦଫା ଦାବୀ ପୂରଣ ନେଇ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ମାଲକାନଗିରି ଜିଲ୍ଲା ଓଷ୍ଟା ସଂଘ ଶାଖାର ସଭାପତି ପ୍ରକାଶ
Read More...