Browsing Tag

m.rampur news

ଆଭ୍ୟନ୍ତରୀଣ ଦେଢଶୂଳୀ ପଂଚାୟତରେ ନାରୀ ଶିକ୍ଷା : ପ୍ରଥମ ସ୍ନାତକୋତ୍ତର ଛାତ୍ରୀ ସୁଶାନ୍ତି ମାଝୀ

ମ.ରାମପୁର, (ହେମନ୍ତ ସାହୁ) : ଦିନେ ନାରୀ ଶିକ୍ଷାର ଚିତ୍ରକୁ ଥୋଇବାକୁ ଯାଇ ଫକୀରମୋହନ ସେନାପତି ରେବତୀ ଗଳ୍ପ ରଚନା କଲେ । ଯେଉଁଠି ତାର ଜେଜେମାଁ, ରେବତୀକୁ ପଠପଢିବାକୁ ବାରଣ କରୁଥାଏ । କିନ୍ତୁ ପରେ ପରେ ଏହି ଚିତ୍ରରେ ପରିବର୍ତ୍ତନ ଦେଖାଗଲା । ସେହି ଜେଜେମାଁ ମାନେ ହିଁ ନିଜ ନାତୁଣୀଙ୍କୁ
Read More...

ଅନ୍ତଃରାଜ୍ୟ ବାଘ ଛାଲ ରାକେଟ : ଚାରି ଗିରଫ, ବାଘ ଛାଲ ଓ ବାଘ ଦାନ୍ତ ଜବତ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲାରେ ଆଜି ଏକ ବଡ଼ ଧରଣର ବାଘ ଛାଲ ରାକେଟ ଧରା ପଡିଛି । ଏହି ରାକେଟରେ ତିନୋଟି ବାଘ ଛାଲ ଆଉ ଏକ ବାଘ ଦାନ୍ତ ଧରିଥିବା ବେଳେ ଏହି ଘଟଣାରେ ଚାରି ଜଣଙ୍କୁ ଗିରଫ କରିଛି ବନ ବିଭାଗ । ତେବେ ସୂଚନା ମୁତାବକ ବାହାର ରାଜ୍ୟର ଜଣେ ଗ୍ରାହକ ପାଖରୁ
Read More...

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନିତୀ ଅଭିଯୋଗରେ ବିଜେପିର ବିକ୍ଷୋଭ

ମ.ରାମପୁର, (ହେମନ୍ତ ସାହୁ) : ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତା ଏବଂ ଦୁର୍ନିତୀ ଅଭିଯୋଗରେ ବିଜେପି ତରଫରୁ ମ.ରାମପୁରଠାରେ ବିକ୍ଷୋଭ କରାଯାଇ ବିଭିନ୍ନ ସ୍ଥାନରେ ଉପଯୁକ୍ତ ବ୍ୟକ୍ତି ଘର ଖଣ୍ଡେ ପାଇ ନଥିବା ବେଳେ ଅନେକ ବଡ଼ବଡ଼ିଆ ଏହି ଯୋଜନାର ଫାଇଦା ଉଠାଇବା ସହିତ ଲାଭବାନ ହେଇଥିବା
Read More...

କଳାହାଣ୍ଡି ଜିଲ୍ଲାର ପ୍ରଥମ ଗ୍ରାମୀଣ ପାର୍କ ବମକ ପଂଚାୟତର କାରୁଣ୍ଡ ଶ୍ରୀକ୍ଷେତ୍ର

ମ.ରାମପୁର, (ହେମନ୍ତ ସାହୁ) : ସାରା ଓଡ଼ିଶାରେ କାରୁଣ୍ଡ ଶ୍ରୀକ୍ଷେତ୍ର ଭାବରେ ପରିଚିତ ଥିବା ବମକ ପଂଚାୟତର ଏହି ସ୍ଥାନରେ ଯୋଡ଼ି ହେଇଛି ଆଉ ଏକ ସଫଳତାର ଫର୍ଦ୍ଦ । ବମକ ପଂଚାୟତର କାରୁଣ୍ଡ ଶ୍ରୀକ୍ଷେତ୍ର ମାଉସୀ ମାଁ ମନ୍ଦିର ନିକଟରେ କଳାହାଣ୍ଡିର ପ୍ରଥମ ଗ୍ରାମୀଣ ପାର୍କ ତିଆରି କାମ ଏବେ
Read More...

ସୀତାରାମପାଲି ଗ୍ରାମକୁ ୭ ଦିନ ପାଇଁ ସଟ୍ ଡାଉନ୍ ଘୋଷଣା କଲେ ସ୍ଥାନୀୟ ସରପଞ୍ଚ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲାରେ କରୋନାର ଦ୍ୱିତୀୟ ଲହରର ସ୍ଥିତି ଟିକେ ସୁଧାର ଆସିଥିବା ଓ ସଂକ୍ରମଣ ହାର ସ୍ଵାଭାବିକ ହ୍ରାସ ପାଇଥିବା ବେଳେ ଗତକାଲି ପୁଣି ଏକ ଗାଁରେ ୨୨ ସଂକ୍ରମିତ ଚିହ୍ନଟ ହେବା ଯୋଗୁଁ କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ବ୍ଲକ୍ ଅନ୍ତର୍ଗତ ବମକ
Read More...

୭୨ତମ ବନ ମହୋତ୍ସବ ସପ୍ତାହ ଅବସରରେ ବୃକ୍ଷରୋପଣ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ଉତ୍ତରବନଖଣ୍ଡ ଅଧିକାରୀ ମ.ରାମପୁର ବନାଞ୍ଚଳ ତରଫରୁ ୭୨ତମ ବନ ମହୋତ୍ସବ ସପ୍ତାହ ଅବସରରେ ମ.ରାମପୁର ବନାଞ୍ଚଳ ଅଧିକାରୀ ଅସିତ କୁମାର ଦାଶଙ୍କ ନେତୃତ୍ୱରେ ମ.ରାମପୁର ଦମକଳ କେନ୍ଦ୍ରଠାରେ ଅଧିକାରୀ ଲବ ନାଏକ, ଲିଡ଼ିଙ୍ଗ ଫାୟାରମେନ୍‌ ମହେଶ୍ୱର
Read More...

ନୂତନ ବିଇଓଙ୍କୁ ପ୍ରାଥମିକ ଶିକ୍ଷକ ସଂଘର ସ୍ୱାଗତ ସମ୍ବର୍ଦ୍ଧନା

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ଗୋଷ୍ଠୀ ଶିକ୍ଷାଧିକାରୀ ଭାବରେ ହୃଷିକେଶ ଗହୀର ଆଜି ଅତିରିକ୍ତ ଦାୟିତ୍ୱ ନେବା ପରେ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଆଜି ଶ୍ରୀ ଗହୀର ଯୋଗଦେଇ ଶିକ୍ଷକଙ୍କ ସହିତ ବିଭିିନ୍ନ ବିଷୟରେ
Read More...

ତହସିଲଦାରଙ୍କୁ ବିଭିନ୍ନ ମହଲରୁ ବିଦାୟ ସମ୍ବର୍ଦ୍ଧନା

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ତହସିଲଦାର ସୟଦ ଇସାକ ମଦିନାଙ୍କୁ ଗତ କିଛିଦିନ ହେଲା ବିଭିନ୍ନ ମହଲରେ ବିଦାୟ ସମ୍ବର୍ଦ୍ଧନା ଦିଆଯାଉଛି । ଆଜି ତାଙ୍କ ଚାକିରୀର ଶେଷ ଦିବସ ହେଇଥିବା ବେଳେ ଗତ ଦୁଇ ଦିନ ତଳେ ମ.ରାମପୁର ବାର ଆସୋସିଏସନ ତରଫରୁ ଏବଂ ପରେ ପରେ
Read More...

ଆଭ୍ୟନ୍ତରୀଣ ଅଂଚଳର ବିକାଶ ପାଇଁ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ ଭେଟିଲେ ଅଂଚଳବାସୀ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକର ଆଭ୍ୟନ୍ତରୀଣ ଇଲାକା ମୋହନଗିରୀ, ମାଣିକେରା, ଲୁବେନଗଡ଼, ଦେଢଶୂଳୀ ଅଂଚଳ ଏବେ ଏବେ ପଡ଼ିଛି ବିକାଶର କିରଣ । ଯାହା ସମୁଦ୍ରକୁ ଶଙ୍ଖେ ପରି । ସଂପ୍ରତି ଏହି ଅଂଚଳର ବିକାଶ ଦିଗରେ ଅଂଟା ଭିଡ଼ିଛନ୍ତି ନେତୃସ୍ଥାନୀୟ କିଛି
Read More...

କିସ୍ ସ୍ନାତକୋତ୍ତରରେ ଗୋଲ୍ଡ ମେଡ଼ାଲ ପାଇଲେ ଆଦିବାସୀ ଝିଅ ନମିତା ଧରୁଆ

ବାପା ଭିନ୍ନକ୍ଷମ, ତଥାପି ପାଠପଢା ପାଇଁ ହେଇନି ବାରଣମୋହନଗିରୀ ଭଳି ସୀମାନ୍ତବର୍ତ୍ତୀ ଇଲାକାରେ ନମିତାଙ୍କ ସଫଳତା, ଅନ୍ୟପାଇଁ ଉଦାହରଣ ମ.ରାମପୁର, (ହେମନ୍ତ ସାହୁ) : ଦିନଥିଲା ଝିଅମାନଙ୍କ ପାଠପଢାକୁ ବାରଣ କରାଯାଉଥିବା ବେଳେ ଧୀରେ ଧୀରେ ସମୟାନୁସାରେ ଏହି ଚିନ୍ତାଧାରରୁ ମୁକ୍ତ ହେଲା
Read More...