ବିଧାୟକଙ୍କ ଦ୍ୱାରା ରାସ୍ତାର ଶିଳାନ୍ୟାସ
ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକର ବିଭିନ୍ନ ଆଭ୍ୟନ୍ତରୀଣ ଇଲାକାକୁ ରାସ୍ତା ସଂଯୋଗୀକରଣ ଲାଗି ଆଜି ନର୍ଲା ବିଧାୟକ ଭୁପିନ୍ଦ୍ର ସିଂହ ଶିଳାନ୍ୟାସ କରିଥିବା ଜଣାଯାଇଛି । ଚିଟ୍ରା ଠାରୁ କନ୍ଧମାଳ, ଗୋଛାଗୋଡା ରାସ୍ତାର ଚାଉଳଧୁଆ ନଦୀ ଉପରେ ପୋଲ, ପାଙ୍ଗାବାଜୁ!-->…
Read More...
Read More...