Browsing Tag

m.rampur news

ମ.ରାମପୁର ବ୍ଲକରେ ମନ୍ଦାକିନୀ ସିଂହଦେଓ ହେଲେ ଅଧ୍ୟକ୍ଷା

ମ.ରାମପୁର, (ହେମନ୍ତ ସାହୁ) : ସମସ୍ତ କଳ୍ପନା ଜଳ୍ପନାର ଅନ୍ତଘଟାଇ ମ.ରାମପୁର ବ୍ଲକ ଅଧ୍ୟକ୍ଷ ନିର୍ବାଚନ ସହିତ ମନ୍ଦାକିନୀ ସିଂହଦେଓ ହେଲେ ବ୍ଲକ ଅଧ୍ୟକ୍ଷା । ଆଜି ନାମାଙ୍କନ ଦାଖଲ ପରେ ନିର୍ବାଚନ ହୋଇଥିଲା ଏବଂ ଦୁଇଜଣ ପ୍ରାର୍ଥିନୀ ନିଜର ନାମାଙ୍କନ ପତ୍ର ଦାଖଲ କରିଥିଲେ । ତେବେ ନିର୍ବାଚନ
Read More...

ପ୍ରଶାନ୍ତ ମହାରଣା ହେଲେ ମ.ରାମପୁର ନାଏବ ସରପଞ୍ଚ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ପଞ୍ଚାୟତର ନାଏବ ସରପଞ୍ଚ ହେଲେ ପ୍ରଶାନ୍ତ ମହାରଣା(ପିଙ୍କୁ) । ଗୌଡ଼ପଡ଼ା ୱାର୍ଡ଼ ସଭ୍ୟ ରହିଥିବା ପ୍ରଶାନ୍ତ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିଥିବା ବେଳେ ତାଙ୍କ ସହିତ ଆଉ ଦୁଇଜଣ ପ୍ରତିଦ୍ୱନ୍ଦୀ ରହିଥିଲେ ଏବଂ ଆଉ ଜଣେ
Read More...

ଯୁବରାଣୀ ସାହୁ ନିଦ୍ୱର୍ନ୍ଦରେ ହେଲେ ବମକ ନାଏବ ସରପଞ୍ଚ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ବମକ ପଞ୍ଚାୟତରେ ଯୁବରାଣୀ ସାହୁ ନିଦ୍ୱର୍ନ୍ଦରେ ନାଏବ ସରପଞ୍ଚ ମନୋନୀତ ହେଇଛନ୍ତି । ସେ ନାଏବ ସରପଞ୍ଚ ମନୋନୀତ ହେବା ପରେ ତାଙ୍କୁ ଗ୍ରାମପଞ୍ଚାୟତ ଓ ୱାର୍ଡ଼ ସଭ୍ୟସଭ୍ୟାଙ୍କ ତରଫରୁ ସ୍ୱାଗତସମ୍ବର୍ଦ୍ଧନା ଜ୍ଞାପନ
Read More...

ବମକ ଗ୍ରାମପଞ୍ଚାୟତ ସରପଞ୍ଚଙ୍କ ଦାୟିତ୍ୱ ଗ୍ରହଣ : ପତ୍ନୀଙ୍କଠାରୁ ପତି ନେଲେ ଦାୟିତ୍ୱ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ବମକ ଗ୍ରାମପଞ୍ଚାୟତର ସରପଞ୍ଚ ଭାବରେ ରୋମାଞ୍ଚ ସାହୁ(ରାଷ୍ଟ୍ର) ଦାୟିତ୍ୱ ଗ୍ରହଣ କରିଛନ୍ତି । ନୂତନ ସରପଞ୍ଚ ଭାବରେ ସେ ବିଦାୟୀ ସରପଞ୍ଚ ତଥା ନିଜ ଧର୍ମପତ୍ନୀଙ୍କ ପାଖରୁ ଏହି ଦାୟିତ୍ୱ ଗ୍ରହଣ କରିଛନ୍ତି । ରୋମାଞ୍ଚ
Read More...

ସିଂହପୁର ସରପଞ୍ଚ ଉଚ୍ଛବ ପଧାନଙ୍କ ଦାୟିତ୍ୱ ଗ୍ରହଣ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ସିଂହପୁର ସରପଞ୍ଚ ଭାବରେ ଉଚ୍ଛବ ପଧାନ ଦାୟିତ୍ୱ ଗ୍ରହଣ କରିଛନ୍ତି । ସେ ଏହି ପଞ୍ଚାୟତର ଦ୍ୱିତୀୟ ସରପଞ୍ଚ ହେଇଥିବା ବେଳେ ପ୍ରଥମ ସରପଞ୍ଚ ବିଦ୍ୟାଧର ପାତ୍ରଙ୍କ ପାଖରୁ ସେ ଦାୟିତ୍ୱ ନେଇଥିଲେ । ଏକ ଭବ୍ୟ ସ୍ୱାଗତ
Read More...

ଲୁବେନଗଡ଼ ସରପଞ୍ଚ ହେଲେ ରମା ମାଝୀ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ଆଦିବାସୀ ଅଧ୍ୟୁଷିତ ତଥା ଅପହଞ୍ଚ ଓ ମାଓପ୍ରବଣ ଗ୍ରାମ ପଞ୍ଚାୟତର ଦ୍ୱିତୀୟ ସରପଞ୍ଚ ହୋଇଛନ୍ତି ରମା ମାଝୀ । ଗତ ନିର୍ବାଚନ ବେଳେ ଏହି ଗ୍ରାମ ପଞ୍ଚାୟତଟି ନୂତନ ଭାବରେ ଗଠିତ ହୋଇଥିବା ବେଳେ ରମା ମାଝୀ ପ୍ରଥମ ସରପଞ୍ଚଙ୍କୁ
Read More...

ଚାଇଲ୍ଡ ଫଣ୍ଡ ଇଣ୍ଡିଆ ତରଫରୁ ଓଏଲ୍‌ଏମ୍ ପ୍ରକଳ୍ପ ପରିଦର୍ଶନ

ମ.ରାମପୁର, (ହେମନ୍ତ ସାହୁ) : ଚାଇଲ୍ଡ ଫଣ୍ଡ ଇଣ୍ଡିଆ ତରଫରୁ କଳାହାଣ୍ଡି ଜିଲ୍ଲା ମ.ରାମପୁର ଓଡ଼ିଶା ଜୀବିକା ମିଶନ ପ୍ରକଳ୍ପର କିଛି କାର୍ଯ୍ୟକ୍ରମ ସଂଯୋଜକ ବିହାରୀ ରାଉତଙ୍କ ନେତୃତ୍ୱରେ ଆସି ପରିଦର୍ଶନ କରିଛନ୍ତି । କଳାହାଣ୍ଡି ଜିଳ୍ଲା ବେହେରା ଅଞ୍ଚଳରୁ ପ୍ରାୟ ୨୨ ଜଣ ମହିଳା ମ.ରାମପୁର
Read More...

ସିଂହପୁର ପଞ୍ଚାୟତର ଦ୍ୱିତୀୟ ସରପଞ୍ଚ ଉଚ୍ଛବ ପଧାନ

ମ.ରାମପୁର, (ହେମନ୍ତ ସାହୁ) : ଗତ ପଞ୍ଚାୟତ ନିର୍ବାଚନ ବେଳେ ମୋହନଗିରୀଠାରୁ ଅଲଗା ହୋଇ ନୂତନ ପଞ୍ଚାୟତ ଗଠିତ ହୋଇଥିଲା କଳାହାଣ୍ଡି ଜିଲ୍ଲାର ମ.ରାମପୁର ବ୍ଲକ ସିଂହପୁର ଗ୍ରାମ ପଞ୍ଚାୟତ । ତେବେ ଏହି ପଞ୍ଚାୟତର ପ୍ରଥମ ସରପଞ୍ଚ ବିଦ୍ୟାଧର ପାତ୍ର ରହିଥିବା ବେଳେ ଏଥର ଦ୍ୱିତୀୟ ସରପଞ୍ଚ
Read More...

ବୃନ୍ଦାବତୀ ପାଠକଙ୍କ ହାତରେ ବାରବନ୍ଧା ପଞ୍ଚାୟତ : ପଞ୍ଚାୟତ ବାସୀଙ୍କୁ ଜଣାଇଲେ କୃତଜ୍ଞତା

ମ.ରାମପୁର, (ହେମନ୍ତ ସାହୁ) : ତ୍ରିସ୍ତରୀୟ ନିର୍ବାଚନରେ ସରପଞ୍ଚ ପାଇଁ ମହିଳା ବର୍ଗଙ୍କ ପାଇଁ ଉଦ୍ଧିଷ୍ଟ ରହିଥିଲା । ବୃନ୍ଦାବତୀ ବି ଆଶାୟୀ ରହିଲେ, ଭୋଟରଙ୍କ ପାଖକୁ ଯାଇ, ମନ କିଣିଲେ । ସ୍ୱାମୀ ରାଜେଶ ପାଠକ ନିଜ ଅଞ୍ଚଳରେ ଅନେକ ସମାଜସେବା କରି ନିଜକୁ ଏକ ସମାଜସେବୀ ଭାବରେ ପରିଚିତ
Read More...

ଶ୍ରୀରାମକୃଷ୍ଣ ଦେବ ଜୟନ୍ତୀ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡିର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଶ୍ରୀରାମକୃଷ୍ଣ ଆଶ୍ରମ ତରଫରୁ ଶ୍ରୀରାମକୃଷ୍ଣ ଦେବଙ୍କର ୧୮୭ତମ ଜନ୍ମ ଜୟନ୍ତୀ ପାଳିତ ହେଇଯାଇଛି । ଏଥି ନିମନ୍ତେ ପ୍ରାତଃକାଳରୁ ପୂଜାର୍ଚ୍ଚନା, ହୋମାଦି ସମାପନ ପରେ ଦିବା ୧୧ ଘଟିକା ସମୟରେ ଆଶ୍ରମର ସମ୍ପାଦକ
Read More...