Browsing Tag

loisingha news

ବିଧାୟକ ନରସିଂହ ମିଶ୍ରଙ୍କ ଦ୍ୱାରା କମ୍ପ୍ୟୁଟର ଲ୍ୟାବ ଉଦ୍‌ଘାଟିତ

ଲୋଇସିଂହା, (କେପିଏନ୍‌ଏସ୍‌) : ଆଜି ଲୋଇସିଂହା ବ୍ଳକ ରେଙ୍ଗାଲି ଉଚ୍ଚ ବିଦ୍ୟାଳୟଠାରେ ମୁଖ୍ୟ ଅତିଥି ବିଧାୟକ ନରସିଂହ ମିଶ୍ରଙ୍କ ଦ୍ୱାରା କମ୍ପ୍ୟୁଟର ଲ୍ୟାବ ଉଦ୍‌ଘାଟିତ ହୋଇଯାଇଛି । ରାଜନୀତିଠାରୁ ଉର୍ଦ୍ଧ୍ବରେ ରହି ଶିକ୍ଷାର ବିକାଶ ଓ ଅଂଚଳର ବିକାଶକୁ ଆଗେଇ ନେବା ପାଇଁ ଆହ୍ବାନ ଦେବା ସହ
Read More...

ଝାରମୁଣ୍ଡାରେ ଜିଲ୍ଲାସ୍ତରୀୟ ଯୁବ ସମ୍ମିଳନୀ

ଲୋଇସିଂହା, (କେପିଏନ୍‌ଏସ୍‌) : ନେହେରୁ ଯୁବ କେନ୍ଦ୍ର, ବଲାଙ୍ଗିର ଓ ଏଥ୍‌ଲେଟିକ ଆସୋସିଏସନ୍‌, ଝାରମୁଣ୍ଡା ଆନୁକୂଲ୍ୟରେ ଲୋଇସିଂହା ବ୍ଲକ ଅନ୍ତର୍ଗତ ଝାରମୁଣ୍ଡ। ମିନି ଷ୍ଟାଡିୟମଠାରେ ଜିଲ୍ଲା ଯୁବ ସମ୍ମିଳନୀ ଆୟୋଜିତ ହୋଇଯାଇଛି । ନେହେରୁ ଯୁବକେନ୍ଦ୍ର ଜିଲା ସଂଯୋଜକ ଏ.ଭି.ନରସିଂହା
Read More...

ଲୋଇସିଂହା ମାନାଛକଠାରେ ନୂତନ ବର୍ଷକୁ ସ୍ୱାଗତ ସମାରୋହ

ଲୋଇସିଂହା, (କେପିଏନ୍‌ଏସ୍‌) : ନବବର୍ଷ-୨୦୨୨କୁ ସ୍ୱାଗତ କରିବା ପାଇଁ ଲୋଇସିଂହା ମାନାଛକଠାରେ ଶିଶୁମାନଙ୍କୁ ନେଇ ଏକ କାର୍ୟ୍ୟକ୍ରମ ଆୟୋଜିତ ହୋଇଯାଇଛି । ଛୋଟ ପିଲାମାନଙ୍କ ଅନ୍ତର୍ନିହିତ ଗୁଣାବଳୀର ବିକାଶ ପାଇଁ ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା । ଏଥିରେ ନଯୁ
Read More...

ରତାଖଣ୍ଡିରେ ଆଦିବାସୀ ସମାବେଶ : ଆଦିବାସୀ ସଂରକ୍ଷିତ ଆସନରେ ଇଲେକ୍ସନ ନ କରି ସିଲେକ୍ସନ କରିବାକୁ ପ୍ରସ୍ତାବ

ଲୋଇସିଂହା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ଆନୁକୂଲ୍ୟରେ ଲୋଇସିଂହା ବ୍ଲକ ରତାଖଣ୍ଡି ଗ୍ରାମ ଠାରେ ବିଶାଳ ଆଦିବାସୀ ସମାବେଶ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ଏକ ଶୋଭାଯାତ୍ରା ଗ୍ରାମ ପରିକ୍ରମା କରିବା ପରେ ସଂଘର ଜ଼ିଲ୍ଲା ଉପସଭାପତି ଶ୍ୟାମ ସୁନ୍ଦର ଭୋଇଙ୍କ
Read More...

ଭରସୁଜାର ମା’ ଛେଲିଆପାଟ ମିନି ଷ୍ଟାଡିୟମକୁ ଉଦ୍‌ଘାଟନ କଲେ ବିଧାୟକ ନରସିଂହ

ଲୋଇସିଂହା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଅନ୍ତର୍ଗତ ଭରସୁଜା ଗ୍ରାମପଞ୍ଚାୟତର ମା' ଛେଲିଆପାଟ ମିନି ଷ୍ଟାଡିୟମକୁ ଉଦ୍‌ଘାଟନ କରିଛନ୍ତି ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର । ଏହି ଉଦଘାଟନୀ ସମାରୋହରେ ବିଧାୟକ ଶ୍ରୀ ମିଶ୍ରଙ୍କ ସହ ବ୍ଲକ ଉପାଧ୍ୟକ୍ଷ ମନମୋହନ ପଟେଲ,
Read More...

କରୋନା ସଚେତନତା କାର୍ଯ୍ୟକ୍ରମ

ଲୋଇସିଂହା, (କେପିଏନଏସ୍‌) : ମହାମାରୀ କରୋନାର ଆସନ୍ନ ତୃତୀୟ ଲହର ଆଶଙ୍କାରେ ସାରା ଦେଶ ଆତଙ୍କିତ । ପ୍ରଥମ ଓ ଦ୍ଵିତୀୟ ଲହର ଭଳି ତୃତୀୟ ଲହରରେ କଣ ହେବ, ତାହାକୁ ନେଇ ସାଧରଣ ଲୋକଙ୍କ ମଧ୍ୟରେ ସଂଶୟ ରହିଛି । ଏଭଳି ସ୍ଥିତିରେ ସ୍ଥାନୀୟ ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ପଲ୍ଲୀ ଆଲୋକ ପାଠାଗାର
Read More...

ଲୋଇସିଂହାରୁ ବିଜେଡିର ନିର୍ବାଚନ ବିଗୁଲ ଆରମ୍ଭ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ସାପ୍ତାହିକ ବଜାର ପ୍ରାଙ୍ଗଣରେ ବିଜେଡି ତା'ର ଜୋନସ୍ତରୀୟ କର୍ମୀ ସମ୍ମିଳନୀ ଆୟୋଜନ କରି ପ୍ରକାରାନ୍ତରେ ଆସନ୍ତା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ବିଗୁଲ ବଜାଇଛି । ବ୍ଲକ ବିଜେଡି ସଭାପତି ହୃଦୟାନନ୍ଦ ବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ
Read More...

ସ୍ପଷ୍ଟ ଦିବାଲୋକରେ ଡ଼ିକି ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୁତ୍ତ

ଲୋଇସିଂହା, (କେପିଏନ୍‌ଏସ୍‌) : ସ୍ୱଷ୍ଟ ଦିବାଲୋକରେ ଡ଼ିକି ଭାଙ୍ଗି ଲୁଟି ନେଲେ ୧ ଲକ୍ଷ ଟଙ୍କା । ଏମିତି ଏକ ଲୁଟ ଘଟଣା ଘଟିଛି ଲୋଇସିଂହା ଥାନା ଅନ୍ତର୍ଗତ ଫାସଡ଼ ଠାରେ । ଲୁଟର ଶିକାର ହୋଇଛନ୍ତି ପୁଇଁନ୍ତଲା ଥାନା ଅନ୍ତର୍ଗତ ଉମରିଆ ଗାଁର ପରମାନନ୍ଦ ପୁଟେଲ । ସୂଚନା ଅନୁଯାୟୀ ପରମାନନ୍ଦ ଓ
Read More...

ଗୋଣ୍ଡଓନା ଗୋଣ୍ଡ ମହାସଭାର ବୈଠକ

ଲୋଇସିଂହା, (କେପିଏନ୍‌ଏସ୍‌) : ଅଖିଳ ଭାରତୀୟ ଗୋଣ୍ଡୱାନା ଗୋଣ୍ଡ ମହାସଭା ଆଗଲପୁର ମଣ୍ଡଳ ନଅଗାଁ ତରଫରୁ ତେନ୍ତୁଳିଖୁଣ୍ଟି ଗ୍ରାମରେ ଏକ ସାମାଜିକ ସଭା ଅନୁଷ୍ଠିତ ହୋଇଯାଇଛି । ଲୋଇସିଂହା ମଣ୍ଡଳ ସଭାପତି ଦଶରଥ ଛତ୍ରିଆଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମାଜର ସାମାଜିକ ଚଳଣୀ,
Read More...

ହାତୀସ୍କ୍ୱାର୍ଡଙ୍କ ଅବହେଳା ଯୋଗୁଁ ହାତୀ ଉପଦ୍ରବ ବୃଦ୍ଧି ପାଉଥିବା ଅଭିଯୋଗ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ଫରେଷ୍ଟ ରେଞ୍ଜରେ ଗତ କିଛିଦିନ ହେଲା ଅହେତୁକ ଭାବେ ହାତୀ ଉପଦ୍ରବ ବୃଦ୍ଧି ପାଇବାରେ ଲାଗିଛି । ପୂର୍ବ ବର୍ଷ ଗୁଡିକ ତୁଳନାରେ ଚଳିତ ବର୍ଷ ହାତୀଙ୍କ ପ୍ରାଦୁର୍ଭାବ ସୀମା ଲଙ୍ଘନ କରିଛି । ହାତୀପଲଙ୍କ ଗତିବିଧି ବାବଦରେ ନିରନ୍ତର ବନପାଳ ଓ
Read More...