Browsing Tag

khorda news

ସପିଂ ମଲ୍‌ରେ ନିଆଁ ଲାଗି ଜଳିଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି

ଖୋର୍ଦ୍ଧା, (କେପିଏନ୍‌ଏସ୍‌) : ନିଆଁ ଲାଗିଲା ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ମାର୍କେଟ କମ୍ପେ୍ଲକ୍ସ ସ୍ଥିତ ସପିଂ ମଲ୍‌ରେ ବୋଲି ଖବର ମିଳିଛି । ସୂଚନା ଅନୁସାରେ ନିଆଁ ଲାଗିବା ଯୋଗୁଁ ସପିଂ ମଲ୍‌ର ଗୋଦାମ ଘର ପୋଡି ଲକ୍ଷାଧିକ ଟଙ୍କାର ସଂପତ୍ତି ଧୂଳିସାତ୍‌ ହୋଇଯାଇଛି । ଘଟଣା ସ୍ଥଳରେ ନିକଟସ୍ଥ
Read More...