Browsing Tag

khaprakhol news

ଖପ୍ରାଖୋଲ ଥାନାରେ ବଲାଙ୍ଗିର ପୋଲିସର ରକ୍ତଦାନ ଶିବର

ଖପ୍ରାଖୋଲ, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ଖପ୍ରାଖୋଲ ଥାନା ପରିସରରେ ବଲାଙ୍ଗିର ପୋଲିସ ପକ୍ଷରୁ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ପାଟଣାଗଡ ବିଧାୟକ ସରୋଜ କୁମାର ମେହେର ଅତିଥି ଭାବେ ଯୋଗଦାନ କରିଥିବା ବେଳେ ବଲାଙ୍ଗିର ଏସ୍‌ପି ନିତିନ
Read More...

ଖପ୍ରାଖୋଲ ୟୁଜିବିରୁ ଚୋରି ଉଦ୍ୟମ

ଖପ୍ରାଖୋଲ, (କେପିଏନ୍‌ଏସ୍‌) : ସ୍ଥାନୀୟ ବ୍ଲକ ଅଫିସ ପରିସରରେ ଥିବା ଉତ୍କଳ ଗ୍ରାମୀଣ ବ୍ୟାଙ୍କ (ୟୁଜିବି) ଶାଖାରୁ ଚୋରି ଉଦ୍ୟମ ହୋଇଛି । ଚୋରମାନେ ଗେଟ୍‌ ତାଲାକୁ ଗ୍ୟାସ କଟରରେ କାଟି ଶନିବାର ରାତିରେ ଚୋରି ଉଦ୍ୟମ କରିଥିଲେ । ରବିବାର ଛୁଟି ଥିଲେ ମଧ୍ୟ ଗ୍ରିଲ ଅଳ୍ପ ଖୋଲା ଥିବା ସ୍ଥାନୀୟ
Read More...

ରୂପେଶ ଅଗ୍ରୱାଲ ସାଂସଦଙ୍କ ବ୍ଲକ ପ୍ରତିନିଧି

ଖପ୍ରାଖୋଲ, (କେପିଏନ୍‌ଏସ୍‌) : ଖପ୍ରାଖୋଲ ବ୍ଲକ ପାଇଁ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ତାଙ୍କ ପ୍ରତିନିଧି ଭାବେ ରୂପେଶ ଅଗ୍ରୱାଲଙ୍କୁ ମନୋନୀତ କରିଛନ୍ତି । ବୁଧବାର ଶ୍ରୀ ଅଗ୍ରୱାଲ ବିଡିଓ ରଶ୍ମିରଞ୍ଜନ ରାଉତଙ୍କୁ ଭେଟି ତାଙ୍କୁ ମନୋନୀତ କରାଯାଇଥିବା ପତ୍ର ଦେଇଥିଲେ । ତାଙ୍କ ସହିତ ମୋହନ
Read More...

ବିଲକୁ କାମ କରିବାକୁ ଯାଇଥିବା ବ୍ୟକ୍ତିଙ୍କ ସନ୍ଦେହଜନକ ମୃତ୍ୟୁ

ଖପ୍ରାଖୋଲ, (ଅଶୋକ ବାଗ) : ଖପ୍ରାଖୋଲ ପଞ୍ଚାୟତ ଅନ୍ତର୍ଗତ ଗୁଣ୍ଡୁରୁପାଲି ଗ୍ରାମରେ ଜଣେ ବ୍ୟକ୍ତିଙ୍କ ମୃତଦେହ ତାଙ୍କ ଚାଷ ଜମିରୁ ମିଳିଛି । ସୂଚନା ଅନୁଯାୟୀ, ଗୁଣ୍ଡୁରୁପାଲି ଗ୍ରାମର ଲକ୍ଷ୍ମଣ ନିଆଲ(୪୨) ଶନିବାର ମଧ୍ୟାହ୍ନ ଭୋଜନ ସାରି ନିଜ ବିଲକୁ କାମ କରିବା ପାଇଁ ଯାଇଥିଲେ । ସ୍ୱାମୀ
Read More...

ପାଣି ମୋଟର ପମ୍ପ ଚୋରି ଅଭିଯୋଗରେ ୬ ଜଣ ଗିରଫ : ୨ ମୋଟର ଉଦ୍ଧାର, ୨ ମୋଟର ସାଇକେଲ ଜବତ

ଖପ୍ରାଖୋଲ, (ଗୋରେଖନାଥ ବରିହା) : ଖପ୍ରାଖୋଲ ଥାନା ଅଂଚଳରେ କିଛି ଦିନ ହେଲା ପାଣି ମୋଟର ପମ୍ପ ଚୋରି ଅଭିଯୋଗ ହୋଇ ଆସୁଥିବା ବେଳେ ଖପ୍ରାଖୋଲ ପୋଲିସକୁ ଶେଷରେ ମିଳିଛି ବଡ଼ ସଫଳତା । ପାଣି ମୋଟର ପମ୍ପ ଚୋରି ଅଭିଯୋଗରେ ୬ ଜଣକୁ ପୋଲିସ ଗିରଫ କରି ଶନିବାର କୋର୍ଟ ଚାଲାଣ କରିଥିବା ଜଣାପଡିଛି ।
Read More...

ନାନ୍ଦୁପଲା ଗାଁରୁ ବିରଳ ପ୍ରଜାତିର ବହୁରୂପୀ ଏଣ୍ଡୁଅ ଉଦ୍ଧାର

ଖପ୍ରାଖୋଲ, (ଗୋରେଖନାଥ ବରିହା) : ଖପ୍ରାଖୋଲ ବ୍ଲକ୍ ନାନ୍ଦୁପଲା ଗାଁର ଜଣଙ୍କ ବାଡ଼ିରୁ ଏକ ବିରଳ ବହୁରୂପୀ ଏଣ୍ଡୁଅ ବନବିଭାଗ ଉଦ୍ଧାର କରିଥିବା ଜଣାପଡିଛି । ସୂଚନା ଅନୁସାରେ ଏହି ବିରଳ ବହୁରୂପୀ ଏଣ୍ଡୁଅଟି ସଦାନନ୍ଦ ଖମାରୀଙ୍କ ବାଡ଼ିରେ ଏକ ଗଛରେ ଥିବା ଦେଖି ସଢାନନ୍ ବନ ବିଭାଗକୁ ଖବର
Read More...

ଖପ୍ରାଖୋଲରେ ବ୍ରହ୍ମକୁମାରୀ ଈଶ୍ଵରୀୟବିଦ୍ୟାଳୟ ତରଫରୁ ରକ୍ଷା ବନ୍ଧନ ଉତ୍ସବ : ଯବାନକୁ ବାନ୍ଧିଲେ ରାକ୍ଷୀ

ଖପ୍ରାଖୋଲ, (ଗୋରେଖନାଥ ବରିହା) : ଖପ୍ରାଖୋଲ ବ୍ଲକର ବିଭିନ୍ନ ଗାଁରେ ପବିତ୍ର ଶ୍ରାବଣ ପୂର୍ଣ୍ଣିମା ଅବସରରେ ରକ୍ଷା ବନ୍ଧନ ଉତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ ଶିଶୁ ମନ୍ଦିରମାନଙ୍କରେ ରକ୍ଷା ବନ୍ଧନ ଉତ୍ସବ ପାଳନ ହୋଇଥିବା ବେଳେ ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ତରଫରୁ ପୋଲିସ
Read More...

ଶ୍ରାବଣ ମାସର ଶେଷ ସୋମବାର ହରିଶଙ୍କରଠାରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ

ଖପ୍ରାଖୋଲ, (ଗୋରେଖନାଥ ବରିହା) : ପଶ୍ଚିମ ଓଡ଼ିଶା ତଥା ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ପ୍ରମୁଖ ପବିତ୍ର ପୁଣ୍ୟ କ୍ଷେତ୍ର ହରିଶଙ୍କରଠାରେ ଶ୍ରାବଣର ଶେଷ ସୋମବାର ଅବସରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା । ହଜାର ହଜାର ଶ୍ରଦ୍ଧାଳୁ ପାପନାଶିନୀ ଝରଣାରେ ସ୍ନାନ କରି ଲମ୍ବା
Read More...

ବାଇକ ଆରୋହୀଙ୍କ ଠାରୁ ଲୁଟ ଅଭିଯୋଗ

ଖପ୍ରାଖୋଲ, (କେପିଏନ୍‌ଏସ୍‌) : ଖପ୍ରାଖୋଲ ପାଟଣାଗଡ ରାସ୍ତାର ଓଏଭି ନିକଟରେ ଗୁରୁବାର ଜଣେ ବାଇକ ଆରୋହୀଙ୍କ ଠାରୁ ଲୁଟ ହୋଇଥିବା ଅଭିଯୋଗ ହୋଇଛି । ଲୁଟେରାମାନେ ତାଙ୍କ ଠାରୁ ମୋବାଇଲ, ଟାବଲେଟ ସହ କାଗଜପତ୍ର ଲୁଟି ନେଇଥିବା ଅଭିଯୋଗ ହୋଇଛି । ପୁଲିସର ସୂଚନା ଅନୁସାରେ ବେଲପଡା ବ୍ଲକ କପାଣି
Read More...

ହରିଶଙ୍କର ପାହାଡ଼ ଉପରେ ବୋଲ୍‌ବମ୍‌ ଶ୍ରଦ୍ଧାଳୁଙ୍କ ସନ୍ଦେହ ଜନକ ମୃତ୍ୟୁ

ଖପ୍ରାଖୋଲ, (ଅଶୋକ ବାଗ) : ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ପର୍ଯ୍ୟଟନ କେନ୍ଦ୍ର ତଥା ତୀର୍ଥସ୍ଥଳୀ ହରିଶଙ୍କରରେ ଶ୍ରାବଣର ଦ୍ଵିତୀୟ ସୋମବାର ଉପଲକ୍ଷେ ହଜାର ହଜାର ବୋଲ୍‌ବମ୍‌ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । ସେହିପରି ଛତିଶଗଡ ରାଜ୍ୟରୁ ଅନେକ ବୋଲ୍‌ବମ୍‌ ଭକ୍ତ ହରିଶଙ୍କର ଶିବ ମନ୍ଦିରକୁ ପାଣି
Read More...