Browsing Tag

khaprakhol news

ଖପ୍ରାଖୋଲ ବ୍ଲକ ଅଞ୍ଚଳରେ ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ କଲେ ବିଧାୟକ

ଖପ୍ରାଖୋଲ, (ଅଶୋକ ବାଗ) : ପାଟଣାଗଡ ବିଧାୟକ ତଥା ବିଧାନସଭା ଶାସକ ଦଳ ଉପମୁଖ୍ୟ ସଚେତକ ସରୋଜ କୁମାର ମେହେର ବୁଧବାର ଖପ୍ରାଖୋଲ ବ୍ଲକ ଅଞ୍ଚଳ ଗସ୍ତ କରିଛନ୍ତି । ଏହି ଅବସରରେ ତେଲେନପାଲିର ନୂତନ ପଞ୍ଚାୟତ ଭବନ ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ରୂପେ ବିଧାୟକ ଶ୍ରୀ ମେହେର ଯୋଗଦେଇ ନାଲି
Read More...

ମହରାପଦରରେ ପଞ୍ଚାୟତସ୍ତରୀୟ କ୍ରୀଡା ପ୍ରତିଯୋଗିତା

ଖପ୍ରାଖୋଲ, (କେପିଏନ୍‌ଏସ୍‌) : ଖପ୍ରାଖୋଲ ବ୍ଲକ ମହରାପଦର ଠାରେ ପଞ୍ଚାୟତସ୍ତରୀୟ କ୍ରୀଡା ପ୍ରତିଯୋଗିତା ସୋମବାର ଉଦ୍‌ଯାପିତ ହୋଇଯାଇଛି । ଉଦ୍‌ଯାପନୀ ଉତ୍ସବରେ ସରପଞ୍ଚ ସୁମତି ପ୍ରଧାନ ମୁଖ୍ୟ ଅତିଥି, ସମିତି ସଭ୍ୟା ଗୋଲାପୀ ଧରୁଆ, ପିଇଓ କ୍ଷୀରଧର ବରିହା, ଜିଆର୍‌ଏସ୍‌ ପ୍ରଦୀପ ଶତପଥୀ
Read More...

ହରିଶଙ୍କର ଠାରେ ଚାଲିଛି ଭଙ୍ଗା କାର୍ଯ୍ୟ : ସ୍ଥିତି ତଦାରଖ କଲେ ଉପଜିଲ୍ଲାପାଳ

ଖପ୍ରାଖୋଲ, (ଅଶୋକ ବାଗ) : ରାଜ୍ୟର ପ୍ରମୁଖ ପର୍ଯ୍ୟଟନ କେନ୍ଦ୍ର ହରିଶଙ୍କରର ବିକାଶ ପାଇଁ ରାଜ୍ୟ ସରକାର ଟଙ୍କା ମଞ୍ଜୁର କରିଥିବା ବେଳେ ଏବେ ନିର୍ମାଣ କାର୍ଯ୍ୟ ପୂର୍ବରୂ ଭଙ୍ଗାକାର୍ଯ୍ୟ ଆରମ୍ଭ ହୋଇଛି । ମନ୍ଦିର ପରିସର ଏବଂ ଏହାର ଚତୁପାଶ୍ୱର୍ରେ ଥିବା ଭୋଗମଣ୍ଡପ, କଲ୍ୟାଣ ମଣ୍ଡପ, ମାର୍କେଟ
Read More...

ଆଗାମୀ ନିର୍ବାଚନ ପାଇଁ ବିଜେଡି ଆରମ୍ଭ କଲା ମିଶନ ୨୦୨୪

ହରିଶଙ୍କର ଠାରେ ସଭା ଅନୁଷ୍ଠିତଦଳୀୟ କର୍ମୀଙ୍କୁ ଏକଜୁଟ ହେବା ପାଇଁ ଦେଲେ ଆହ୍ୱାନ ଖପ୍ରାଖୋଲ, (ଅଶୋକ ବାଗ) : ପାଟଣାଗଡ ବିଧାୟକ ତଥା ସରକାରୀ ଦଳ ଉପମୁଖ୍ୟ ସଚେତକ ସରୋଜ କୁମାର ମେହେର ଆସନ୍ତା ୨୦୨୪ ସାଧାରଣ ନିର୍ବାଚନ ପାଇଁ ନିର୍ବାଚନ ବିଗୁଳ ଫୁଙ୍କିଛନ୍ତି । ଏହି ଅବସରରେ ଏକ ବିଶାଳ
Read More...

ଗମ୍ଭାରି ଗ୍ରାମରେ ପଞ୍ଚାୟତସ୍ତରୀୟ ଫୁଟବଲ ଓ ଖୋ ଖୋ କ୍ରୀଡା ପ୍ରତିଯୋଗିତା ଚୟନ

ଖପ୍ରାଖୋଲ, (ଅଶୋକ ବାଗ) : ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଲକ ଗମ୍ଭାରି ପଞ୍ଚାୟତରେ ସରପଞ୍ଚ କୁଳମଣି କୁମ୍ଭାରଙ୍କ ଅଧ୍ୟକ୍ଷତାରେ ପଞ୍ଚାୟତସ୍ତରୀୟ ୧୭ ବର୍ଷରୁ କମ୍‌ ଛାତ୍ରମାନଙ୍କୁ ନେଇ ଫୁଟବଲ ଓ ଖୋ ଖୋ ପ୍ରତିଯୋଗିତା ଶନିବାର ଚୟନ ପ୍ରକ୍ରିୟା ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ
Read More...

ବନ୍ୟଜନ୍ତୁଙ୍କ ଚମଡା, ନଖ ଓ ଦାନ୍ତ ଜବତ କଲା ବନ ବିଭାଗ

ଖପ୍ରାଖୋଲ, (ଅଶୋକ ବାଗ) : ବଲାଙ୍ଗିର ଜିଲ୍ଲା ଲାଠୋର ରେଞ୍ଜ ଅଧୀନ ହଳନଭଟା ଗ୍ରାମ ଠାରୁ ଲାଠୋର ରେଞ୍ଜର ପ୍ରଭାତି ସେଠ ବନ୍ୟଜନ୍ତୁଙ୍କ ଛାଳ, ନଖ ଓ ଦାନ୍ତ ଜବତ କରିଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ, ଗୁରୁବାର ଦିନ ଟିଟିଲାଗଡ ନିକଟ କୁମୁଡ଼ାର ଅଭିନାସ ଶବର ନାମକ ଏକ ଯୁବକ ବନ୍ୟଜନ୍ତୁଙ୍କ
Read More...

୨ୟ ଖପ୍ରାଖୋଲ ମହୋତ୍ସବ ଉଦ୍‌ଘାଟିତ

ଖପ୍ରାଖୋଲ ଅଞ୍ଚଳ ଉତ୍ସବମୁଖର ଖପ୍ରାଖୋଲ, (ଅଶୋକ ବାଗ) : ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ସଦର ଖପ୍ରାଖୋଲ ଠାରେ ଦ୍ଵିତୀୟ ବର୍ଷ ଖପ୍ରାଖୋଲ ମହୋତ୍ସବ ଗତକାଲି ଉଦ୍‌ଘାଟିତ ହୋଇଯାଇଛି । ଏହି ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ପାଟଣାଗଡ ଉପଜିଲ୍ଲପାଳ ଡ. ବିଜୟା ନନ୍ଦ ସେଠୀ, ସମ୍ମାନିତ
Read More...

ବନ ବିଭାଗ ଦ୍ୱାରା କୁଟୁରା ଛୁଆ ଉଦ୍ଧାର

ଖପ୍ରାଖୋଲ, (ଅଶୋକ ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ମହରାପଦର ଗାଁ ନିକଟରୁ ବନ ବିଭାଗ ଏକ କୁଟୁରା ଛୁଆ ବୁଧବାର ଉଦ୍ଧାର କରିଛି । ସୂଚନା ଅନୁସାରେ, ମହରାପଦର ଗାଁ ନିକଟରେ ଗ୍ରାମବାସୀମାନେ ଏକ କୁଟୁରା ଛୁଆ ଦେଖି ବନ ବିଭାଗକୁ ଖବର ଦେଇଥିଲେ । ହରିଶଙ୍କର ବନପାଳ ସନ୍ଧ୍ୟା ରାଣୀ
Read More...

ମହରାପଦର୍ ଗାଁ ନିକଟରୁ କୁଟୁରା ଛୁଆ ଉଦ୍ଧାର କଲା ବନବିଭାଗ

ଖପ୍ରାଖୋଲ, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ୍ ମହରାପଦର୍ ଗାଁ ନିକଟରୁ ବନବିଭାଗ ଏକ କୁଟୁରା ଛୁଆ ବୁଧବାର ଉଦ୍ଧାର କରିଛି । ସୂଚନା ଅନୁସାରେ ମହରାପଦର ଗାଁ ନିକଟରେ ଗ୍ରାମବାସୀମାନେ ଏକ କୁଟୁରା ଛୁଆ ଦେଖି ବନ ବିଭାଗକୁ ଖବର ଦେଇଥିଲେ । ହରିଶଙ୍କର ବନପାଳ ସନ୍ଧ୍ୟା
Read More...

କଟାପାଲିରେ ଦୁର୍ବୁତ୍ତମାନେ ଧାନ ଖରିରେ ନିଆଁ ଲଗାଇ ଦେଇଥିବା ଅଭିଯୋଗ

ଖପ୍ରାଖୋଲ, (ଅଶୋକ ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଧଣ୍ଡାମୁଣ୍ଡା ପଞ୍ଚାୟତ କଟାପାଲି ଗାଁର ଥବିର ପୁଟେଲ(୪୦)ଙ୍କ ଖଳାରେ ସୋମବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ଧାନଖରି ପୋଡ଼ି ପାଉଁଶ ହୋଇଯାଇଥିବା ଜଣାପଡିଛି । କେହି ଦୁର୍ବୁତ୍ତ ରାତିରେ ନିଆଁ ଲଗାଇ ଦେଇଥିବା ଥବିର ପୁଟେଲ
Read More...