Browsing Tag

khaprakhol news

ହାଇୱା ଟ୍ରକ ଅଟକାଇ ଡ୍ରାଇଭରଙ୍କଠୁ ମୋବାଇଲ ଓ ଜେକ୍‌ ମେସିନ ଲୁଟ୍‌

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ଅନ୍ତର୍ଗତ ଖପ୍ରାଖୋଲ ଧଣ୍ଡାମୁଣ୍ଡା ହରିଶଙ୍କର ଛକ ନିକଟରେ କିଛି ଦୁର୍ବୃତ୍ତ ହାଇୱା ଟ୍ରକକୁ ଅଟକାଇ ଡ୍ରାଇଭରଙ୍କ ମରଣାନ୍ତକ ଆକ୍ରମଣ କରି ଲୁଟ୍‌ କରିଥିବା ଜଣାପଡ଼ିଛି । ଘଟଣାରୁ ପ୍ରକାଶ ଯେ, ଶନିବାର ରାତି ୧୨ଟା ସମୟରେ
Read More...

ବୋଲେରୋ ଧକ୍କାରେ ମୋଟର ସାଇକେଲ ଆରୋହୀ ଗୁରୁତର

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଧଣ୍ଡାମୁଣ୍ଡା ରାସ୍ତା ଗୁଣ୍ଡୁରୁପାଲି ଗାଁ ପୋଖରୀ ନିକଟରେ ବୋଲେରୋ ଧକ୍କାରେ ଶନିବାର ସନ୍ଧ୍ୟାରେ ଜଣେ ମୋଟର ସାଇକେଲ ଆରୋହୀ ଗୁରୁତର ହୋଇଛନ୍ତି । ଗୁରୁତର ମୋଟର ସାଇକେଲ ଆରୋହୀ ହେଲେ ବଡ଼ଗୁର୍ଜିଭଟା ଗାଁର ଭାସ୍କର ଦାଶ (୫୫)
Read More...

ଖପ୍ରାଖୋଲରେ ଲୋକପାଳ : ମନରେଗା ଯୋଜନାରେ ଅନିୟମିତତା ଅଭିଯୋଗକୁ ନେଇ ତଦନ୍ତ କଲେ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ୍‌କୁ ଲୋକପାଳ ସଚ୍ଚିଦାନନ୍ଦ ହନୁମାନ ପହଂଚି ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଅନିୟମିତା ଅଭିଯୋଗର ତଦନ୍ତ କରିଥିଲେ । ଅଭିଯୋଗ ଦୁଇଟି ହେଲା ତେଲେନପାଲି ପଂଚାୟତ ଡୁଡୁକିପଦର ଗାଁ
Read More...

ହରିଶଙ୍କରଠାରେ ବିଶ୍ଵ ଜଙ୍ଗଲ ଦିବସ ପାଳିତ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଖପ୍ରଖୋଲ ବ୍ଲକ ହରିଶଙ୍କର ରେଞ୍ଜ ତରଫରୁ ବିଶ୍ଵ ଜଙ୍ଗଲ ଦିବସ ବନବିଭାଗ ସଭାଗୃହଠାରେ ଗୁରୁବାର ପାଳିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ହରିଶଙ୍କର ବନପାଳ ରଞ୍ଜିତ କୁମ୍ଭାର ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ରୂପେ ହରିଶଙ୍କର
Read More...

୬୨ ବର୍ଷ ବୟସରେ ଧର୍ମପରାୟଣ ବ୍ୟକ୍ତିଙ୍କ ପରଲୋକ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଳକ ସଦର ଖପ୍ରାଖୋଲ ଗ୍ରାମର ବିଶିଷ୍ଟ ଧର୍ମ ପରାୟଣ ବ୍ୟକ୍ତି ତଥା ଖପ୍ରାଖୋଲ ବ୍ଲକ ସାମ୍ବାଦିକ ଅଶୋକ କୁମାର ବାଗଙ୍କ କାକା ରଘୁନାଥ ବାଗଙ୍କ ୬୨ ବର୍ଷ ବୟସରେ ପରଲୋକ ଘଟିଛି । ସ୍ୱର୍ଗତ ବାଗ କିଛି ବର୍ଷ ହେବ ଆଣ୍ଠୁଗଣ୍ଠି
Read More...

ଖପ୍ରାଖୋଲ ବ୍ଲକ୍ ସ୍ପୋର୍ଟସ ଏସୋସିଏସନ୍‌ର ବାର୍ଷିକ ବୈଠକ ଅବସରକୁ ସମ୍ବର୍ଦ୍ଧନା : ନୂତନ ଶିକ୍ଷକଙ୍କୁ ସ୍ଵାଗତ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଖପ୍ରାଖୋଲ ବ୍ଲକ୍ ଧଣ୍ଡାମୁଣ୍ଡା ଜବାହାରଲାଲ ଉଚ୍ଚ ବିଦ୍ୟାଳୟ ପରିସରରେ ଖପ୍ରାଖୋଲ ସ୍ପୋର୍ଟସ ଆସୋସିଏସନ୍ ତରଫରୁ ବାର୍ଷିକ ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ବୈଠକରେ ବ୍ଲକ୍ ଶିକ୍ଷା ଅଧିକାରୀ ଶଙ୍କର ମାଝୀ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି
Read More...

ଖପ୍ରାଖୋଲ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୋମାରେ, ବିଶେଷଜ୍ଞ ଡାକ୍ତର ନିଯୁକ୍ତି ଦାବିରେ ଅନିର୍ଦ୍ଧିଷ୍ଟ ଆମରଣ ଅନଶନ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଖପ୍ରାଖୋଲ ଅଞ୍ଚଳର ମୁଖ୍ୟ ଚିକିତ୍ସାଳୟ କୁହାଯାଉଥିବା ଖପ୍ରାଖୋଲ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କିଛି ଡାକ୍ତରଙ୍କୁ ନେଇ ରୋଗୀସେବା ଚାଲୁଥିବା ବେଳେ ଏଠାରେ ତୁରନ୍ତ ଆବଶ୍ୟକ ସଂଖ୍ୟକ ବିଶେଷଜ୍ଞ ଡାକ୍ତରଙ୍କୁ ନିଯୁକ୍ତି ଦିଆଯିବା ଦାବିରେ ବିଭିନ୍ନ ସଂଗଠନର
Read More...

ମହାଶିବରାତ୍ରି ଅବସରରେ କୋଶଲି କବିତା ଆସର

ଖପ୍ରାଖୋଲ, (କେପିଏନ୍‌ଏସ୍‌) : ଖପ୍ରାଖୋଲ ବ୍ଲକ ଖୁଳାଗଡ ଜଙ୍ଗଳ ପାହାଡ ଝରଣା ମନୋରମ ପରିବେଶ ଭିତରେ ରହିଛି ଖୁଳେଶ୍ୱର ବାବାଙ୍କ ମନ୍ଦିର ସେଥିପାଇଁ ଏଠାକୁ ଶିବରାତ୍ରିରେ ଦୂର ଦୁରାନ୍ତରୁ ଧାଇଁ ଆସନ୍ତି ଅନେକ ଭକ୍ତ । ଚଳିତ ବର୍ଷ ମହାଶିବରାତ୍ରି ଅବସରରେ କୋଶଲି କବିତା ଆସର ଅନୁଷ୍ଠିତ
Read More...

ଘର ଉପରେ ଚଢିଗଲା ଗଞ୍ଜେଇ ବୋଝେଇ ଟାଟା ସୁମୋ ଗାଡି

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଘର ଉପରେ ଚଢିଗଲା ଗଞ୍ଜେଇ ବୋଝେଇ ଟାଟା ସୁମୋ ଗାଡି । ବଲାଙ୍ଗିର ଜିଲ୍ଲା ଲାଠୋର ଥାନା ଅନ୍ତର୍ଗତ ଚଚରାଭଟ୍ଟା ଗ୍ରାମ ନିକଟରେ ଏକ ଗଞ୍ଜେଇ ଭର୍ତ୍ତି ଟାଟା ସୁମୋ ଗାଡି ଦୁର୍ଘଟଣା ଘଟାଇଥିବା ଖବର ମିଳିଛି । ସୂଚନା ଅନୁସାରେ ଶୁକ୍ରବାର ସକାଳ ପ୍ରାୟ ୬ ଘଣ୍ଟା
Read More...

ଖପ୍ରାଖୋଲ ବନ ବିଭାଗକୁ ବଡ ସଫଳତା : ଲକ୍ଷାଧିକ ଟଙ୍କାର ଶାଗୁଆନ ଗଣ୍ଡି ସହ ପିକଅପ ଭେନ ଜବତ, ଡ୍ରାଇଭର ଗିରଫ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ହରିଶଙ୍କର ରେଞ୍ଜ ଅଞ୍ଚଳରେ ଚାଲିଛି କାଠ ମାଫିଆଙ୍କ ଆତଙ୍କ ରାଜ । ବେଇଆଇନ ବେଧଡକ ଭାବେ କାଠ ମାଫିଆମାନେ ବହୁ ମୂଲ୍ୟବାନ ଗଛ କାଟି ରାଜ୍ୟ ବାହାରକୁ ଚାଲାଣ କରୁଛନ୍ତି । ଅନ୍ତଃରାଜ୍ୟ କାଠ ମାଫିଆମାନଙ୍କ ସହ ମିଶି କେତେକ ଲୋକାଲ କାଠ
Read More...