ଖପ୍ରାଖୋଲ ମଣ୍ଡିରୁ ୧୬୧ କ୍ୱିଣ୍ଟାଲ ଧାନ ଉଠିଲା
ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ସଦର ଖପ୍ରାଖୋଲସ୍ଥିତ କୃଷି ସମବାୟ ସମିତିରେ ଆଜି ଚାଷୀଙ୍କ ଧାନ ଉଠିବା ଆରମ୍ଭ ହୋଇଥିବା ଜଣା ପଡିଛି । ସୋମବାର ୩ ଜଣ ଚାଷୀଙ୍କ ୩୭୭ ପ୍ୟାକେଟ ଧାନ କିଣାଯାଇଛି । ଯେଉଁ ଚାଷୀମାନଙ୍କ ଧାନ ଅମଳ ହୋଇ ବେଶୀ ପରିମାଣରେ ଅଛି!-->…
Read More...
Read More...