ପୋଲିସ ଚଢ଼ାଉ କଲା ଜୁଆ ଆଡ୍ଡା ଉପରେ, ୧ ଗିରଫ
ଖଡିଆଳ : ଖଡିଆଳ ସହରର ପୁରୁଣା ବସ୍ଷ୍ଟାଣ୍ଡଠାରେ ଚାଲିଥିବା ଏକ ସଟ୍ଟା ଆଡ୍ଡା ଉପରେ ଚଢଉ ହୋଇଥିବା ଜଣାପଡ଼ିଛି । ସୂଚନା ଅନୁସାରେ, ଖଡିଆଳ ବସ୍ଷ୍ଟାଣ୍ଡଠାରେ ସଟ୍ଟା ଖେଳ ଚାଲିଥିବା ଖଡିଆଳ ପୋଲିସ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଚଢ଼ାଉ କରିଥିଲା । ଏଥିରେ ଜଣଙ୍କୁ ଗିରଫ କରିବା ସହ!-->…
Read More...
Read More...