ଦୀର୍ଘ ଏକ ମାସ ପରେ ଖୋଲିଲା ଶିମିଳିପାଳ ଅଭୟାରଣ୍ୟ
କରଞ୍ଜିଆ : ଦୀର୍ଘ ଏକ ମାସ ପରେ ଖୋଲିଲା ଶିମିଳିପାଳ ଅଭୟାରଣ୍ୟ । ଜିଲ୍ଲା ପ୍ରଶାସନ ଏବଂ ବନବିଭାଗର ପ୍ରତିଶୃତି ପରେ ରାସ୍ତାରୁ ହଟିଲେ ଆନ୍ଦୋଳନକାରୀ । ସୂଚନା ଅନୁଯାୟୀ, ୫ ଦଫା ଦାବି ନେଇ ଏକ ମାସ ପର୍ଯ୍ୟନ୍ତ ଶିମିଳିପାଳ ମୁଖ୍ୟ ରାସ୍ତାଗୁଡିକୁ ଅବରୋଧ କରିଥିଲେ ଶିମିଳିପାଳ ବିକାଶ ପରିଷଦ ।!-->…
Read More...
Read More...