Browsing Tag

kantamal news

ଜଳଛାୟା ପ୍ରକଳ୍ପ କମିଟି ଗଠିତ

କଣ୍ଟାମାଳ, (ମମତା ମହାକୁର) : କଣ୍ଟାମାଳ ବ୍ଲକ ଖଟଖଟିଆ ପଞ୍ଚାୟତ ରୁଗୁଡିପାଲି, ସୌରୀପାଲି ଓ ଶଙ୍କରପୁର ଗ୍ରାମବାସୀଙ୍କୁ ନେଇ ଜଳଛାୟା ପ୍ରକଳ୍ପ କମିଟି ଗଠିତ ହୋଇଛି । ସଭାପତି ପଦ ପାଇଁ ଚିତ୍ତରଞ୍ଜନ ମହାନ୍ତି ଓ ଅଟଳ ପ୍ରଧାନ ପ୍ରତିଦ୍ୱନ୍ଦିତା କରିଥିଲେ । ଚିତ୍ତରଞ୍ଜନଙ୍କୁ ୨୦୪ ଜଣ ଓ
Read More...

କଣ୍ଟାମାଲରେ ଏବିଇଓଙ୍କୁ ସମ୍ବର୍ଦ୍ଧନା : ଶତାଧିକ ଶିକ୍ଷକଙ୍କ ଯୋଗଦାନ

କଣ୍ଟାମାଲ, (ମମତା ମହାକୁର) : ବୌଦ୍ଧ ଜିଲ୍ଲା କଣ୍ଟାମାଲ ବ୍ଲକ ମିଳିତ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ କଣ୍ଟାମାଲ କଲ୍ୟାଣ ମଣ୍ଡପଠାରେ ଏବିଇଓ ଫାଲ୍ଗୁନୀ ମାଝୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଉକ୍ତ ସମ୍ବର୍ଦ୍ଧନା ସଭାରେ ସଂଘର ସଭାପତି ନୀଳାଚଳ ଭୋଇ ଅଧ୍ୟକ୍ଷତା କରିଥିବା
Read More...

ପ୍ରଧାନ ଶିକ୍ଷକଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା

କଣ୍ଟାମାଲ, (ମମତା ମହାକୁର) : ବୌଦ୍ଧ ଜିଲା କଣ୍ଟାମାଲ ବ୍ଲକ ଶ୍ରୀଜଗନ୍ନାଥ ଉଚ୍ଚ ବିଦ୍ୟାପୀଠ ଖଟଖଟିଆର ପ୍ରଧାନ ଶିକ୍ଷକ ଭୁବନେଶ୍ୱର ବସ୍ତିଆଙ୍କ ଅବସର ଗ୍ରହଣ ଅବସରରେ ଏକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ବିଦ୍ୟାଳୟର ହିନ୍ଦୀ ଶିକ୍ଷକ ନରେନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।
Read More...

ଖଟଖଟିଆରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

କଣ୍ଟାମାଲ, (ମମତା ମହାକୁର) : କଣ୍ଟାମାଲ ବ୍ଲକ ଖଟଖଟିଆ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆଜି ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ସମୀର କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଯୋଗ ଶିବିରରେ ଶିକ୍ଷକ ରଂଜୁ ଅମାତ ଯୋଗର ଉପକାରିତ ସମ୍ପର୍କରେ ଆଲୋଚନା
Read More...

କଣ୍ଟାମାଳରେ ଲୋକକଳା ଦିବସ : ମୁଖ୍ୟମନ୍ତ୍ରୀଙ୍କୁ ସାବାସୀ ଜଣାଇଲେ କଳାକାର

କଣ୍ଟାମାଳ, (ବଂଶୀଧର ମାଝି) : ଆମ ରାଜ୍ୟର ଲୋକକଳାକୁ ସମୃଦ୍ଧ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା କାର୍ଯ୍ୟକାରୀ ହୋଇଥିବା ଜିଲ୍ଲା ଓ ବ୍ଲକ କଳା ସଂସ୍କୃତି ସଂଘ ମାଧ୍ୟମରେ କାର୍ଯ୍ୟକାରୀ ହେଉଥିବା ଲୋକ କଳା ବିକାଶ କାର୍ଯ୍ୟକ୍ରମ ଏବଂ ଲୋକକଳାର ପ୍ରଚାର ପ୍ରସାର ପାଇଁ ପ୍ରତ୍ୟେକ ବର୍ଷ ପାଳିତ
Read More...

କଣ୍ଟାମାଳରେ ଫକୀର ପଟ୍ଟନାୟକ ସନ୍ଧ୍ୟା

ଫକୀର ଗୀତରେ ଝୁମିଲେ ଦର୍ଶକ କଣ୍ଟାମାଳ, (ବଂଶୀଧର ମାଝି) : କଣ୍ଟାମାଳସ୍ଥିତ ହରିଶଙ୍କର କଳା ମଣ୍ଡପଠାରେ ବୌଦ୍ଧ ଜିଲ୍ଲାସ୍ତରୀୟ ଫକୀର ପଟ୍ଟନାୟକ ସନ୍ଧ୍ୟା ଅନୁଷ୍ଠିତ ହୋଇଯାଇଛି । ସଂପ୍ରତି ପଶ୍ଚିମ ଓଡିଶାର ସମସ୍ତ ଜିଲ୍ଲାରେ ଫକୀର ପଟ୍ଟନାୟକ ସ୍ମୃତି କମିଟି ପକ୍ଷରୁ ଆୟୋଜିତ ହେଉଥିବା
Read More...

ସୂଚନା ଓ ଲୋକ ସଂପର୍କ ବିଭାଗ ମନ୍ତ୍ରୀ ପ୍ରଦୀପ କୁମାର ଅମାତ୍‌ଙ୍କୁ କବ୍ଚା ପକ୍ଷରୁ ସମ୍ବର୍ଦ୍ଧନା

କଣ୍ଟାମାଳ, (ବଂଶୀଧର ମାଝି) : କଣ୍ଟାମାଳ ବ୍ଲକ ବସଷ୍ଟାଣ୍ଡ ସ୍ଥିତ ହରି ଶଙ୍କର କଳା ମଣ୍ଡପ ଠାରେ କଣ୍ଟାମାଳ ବ୍ଲକ ସାମ୍ବାଦିକ ସଂଘ(କବ୍ଚା) ପକ୍ଷରୁ ସଂଧ୍ୟାରେ ରାଜ୍ୟ ମାନ୍ୟବର ସୂଚନା ଓ ଲୋକ ସଂପର୍କ, ପାନୀୟ ଜଳ ଯୋଗାଣ, ପଞ୍ଚାୟତିରାଜ, ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ କୁମାର ଅମାତ୍‌ ଓ
Read More...

ମିଳିତ ଶିକ୍ଷକ ସଂଘର କାର୍ଯ୍ୟକାରିଣୀ ବୈଠକ

କଣ୍ଟାମାଲ, (ମମତା ମହାକୁର) : ମିଳିତ ପ୍ରାଥମିକ ଶିକ୍ଷକ ସଂଘ କଣ୍ଟାମାଲର କାର୍ଯ୍ୟକାରିଣୀ ବୈଠକ କଣ୍ଟାମାଲ ଏମ୍‌.ଇ ସ୍କୁଲଠାରେ ସଂଘର ସଭାପତି ନିଳାଚଳ ଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଯୁଗ୍ମ ସଂପାଦକ ରଂଜୁ ଅମାତଙ୍କ ଦ୍ୱାରା ପୂର୍ବ ନିର୍ଦ୍ଧାରିତ ପ୍ରସ୍ତାବଗୁଡିକ
Read More...

ଶିକ୍ଷକ ସଂଘର କାର୍ଯ୍ୟକାରିଣୀ ବୈଠକ

କଣ୍ଟାମାଲ, (ମମତା ମହାକୁର) : ମିଳିତ ପ୍ରାଥମିକ ଶିକ୍ଷକ ସଂଘ କଣ୍ଟାମାଲର କାର୍ଯ୍ୟକାରିଣୀ ବୈଠକ ଏମି ସ୍କୁଲ, କଣ୍ଟାମାଲ ଠାରେ ସଂଘର ସଭାପତି ନିଳାଞ୍ଚଳ ଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଯୁଗ୍ମ ସଂପାଦକ ରଂଜୁ ଅମାତ ସଭାର ଆଭିମୁଖ୍ୟ ଉପରେ ଆଲୋକପାତ କରିବା ସହ ସଂଗଠନକୁ କିପରି
Read More...

ଦପଲାରେ ନିଆଁଲାଗି ମୂଲ୍ୟବାନ ଗଛ ନଷ୍ଟ

କଣ୍ଟାମାଲ, (ମମତା ମହାକୁର) : କଣ୍ଟାମାଲ ବ୍ଲକ ଦପଲା ଗ୍ରାପର ଦପଲା ଗାଁର ବିନୋଦ ବିହାରୀ ପ୍ରଧାନଙ୍କ ବାଡ଼ିପଟେ ପାଳଗଦା କୌଣସି କାରଣରୁ ନିଆଁଲାଗି ଯିବାରୁ ବଡ଼ ବଡ଼ ପାଳଗଦା ଦୁଇଟି ଭସ୍ମୀଭୂତ ହୋଇଯିବା ସହ ମୂଲ୍ୟବାନ ବାଉଁଶ ଓ ସାବୁଆନ ଗଛରେ ନିଆଁ ଲାଗି ଯିବା ଯୋଗୁଁ ଶତାଧିକ ଗଛ ନଷ୍ଟ
Read More...