Browsing Tag

kalahandi news

ମାନସିକ ବିକାର ଗ୍ରସ୍ତ ମହିଳାଙ୍କୁ ଉଦ୍ଧାର କରି ଥଇଥାନ କଲେ ଦୁଇ ସ୍ୱେଛାସେବୀ ସଂଗଠନ

କଳାହାଣ୍ଡି, (ପି.କେ ସାହୁ) : କିଛିଦିନ ତଳେ ଏକ ମାନସିକ ବିକାର ଗ୍ରସ୍ତ ମହିଳା ଭବାନୀପାଟଣା ସହରରେ ଏଣେ ତେଣେ ବୁଲୁଥିଲେ । ସେ ବିଭିନ୍ନ ଅଫିସକୁ ଯାଇ କର୍ମଚାରୀଙ୍କୁ ମଧ୍ୟ ଗାଳି ଗୁଲଜ କରିଛନ୍ତି । ସେ ଖାଇବା ପିଇବା ନେଇ ବହୁତ ଅସୁବିଧାର ସମ୍ମୁଖୀନ ହେଉଥିଲେ । ଏହି ମହିଳାଙ୍କୁ କିଛିଦିନ
Read More...

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଆଡମିଟ କଲେ ସମାଜସେବୀ ଯଶୋବନ୍ତ ରଣା

କଳାହାଣ୍ଡି, (ପି.କେ ସାହୁ) : ଭବାନୀପାଟଣା ବ୍ଲକ ଅନ୍ତର୍ଗତ ତିଲଯୋଡି ଓ ଗଣ୍ଡବରଝୋଲା ମଝିରେ ଭବାନୀପାଟଣା ପଟୁ ଏକ ବାଇକରେ ତିନିଜଣ ବ୍ୟକ୍ତି ଆସୁଥିବା ବେଳେ ଏକ କୁକୁର ସହିତ ଧକ୍କା ହୋଇଥିଲେ । ଫଳରେ ତିନିଜଣ ବ୍ୟକ୍ତି ରାସ୍ତାରେ ପଡିଯାଇଥିଲେ । ଦୁଇଜଣ ବେହୋସ ଅବସ୍ଥାରେ ପଡ଼ିଥିବା ବେଳେ
Read More...

ପ୍ଲାଷ୍ଟିକ ମୁକ୍ତ ସ୍ୱଚ୍ଛ ଭାରତ ଅଭିଯାନ

କଳାହାଣ୍ଡି, (ପି. କେ. ସାହୁ) : କଳାହାଣ୍ଡି ଜ଼ିଲ୍ଲା ମଦନପୁର ରାମପୁର ବ୍ଲକ ଅଲାତରା ଠାରେ ନେହେରୁ ଯୁବ କେନ୍ଦ୍ର ଆନୁକୂଲ୍ୟରେ ପ୍ଲାଷ୍ଟିକ ମୁକ୍ତ ସ୍ୱଚ୍ଛ ଭାରତ ଅଭିଯାନ ଅନୁଷ୍ଠିତ ହୋଇଯାଇଛି । ଯୁବ ସ୍ୱେଛାସେବୀ ଅମର ସିଂ ଭୋଇ ଓ ବିକାଶ ସୁନାଙ୍କ ତତ୍ୱାବଧାନରେ ଅଲାତରା ବିବେକାନନ୍ଦ କ୍ଲବ
Read More...

ନେହେରୁ ଯୁବ କେନ୍ଦ୍ର ତରଫରୁ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ

କଳାହାଣ୍ଡି, (ପି.କେ. ସାହୁ) : ନେହେରୁ ଯୁବ କେନ୍ଦ୍ର ଓ ଏସ୍‌ଭିୱାଇଏସ୍‌ର ମିଳିତ ସହାୟତାରେ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ଠାରେ ଗାନ୍ଧୀ ଜୟନ୍ତୀ ପାଳନ ସହିତ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠାନ ହୋଇଯାଇଛି । ଏହି ଅବସରରେ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ଓ ହସ୍ପିଟାଲ
Read More...

ଦୁଇ ସ୍ୱେଛାସେବୀ ସଂଗଠନ ଖୁସି ଚାରିଟେବୁଲ ଟ୍ରଷ୍ଟ ଓ ସୋସିଆଲ ଆକ୍ଟିଭିଷ୍ଟ ଅଫ୍‌ କଳାହାଣ୍ଡିଙ୍କ ହସ୍ତକ୍ଷେପ ପରେ ଥଇଥାନ…

କଳାହାଣ୍ଡି, (ପି.କେ. ସାହୁ) : ଭଗବାନଙ୍କ ବଡ ବିଚିତ୍ର ନିୟମ । କିଏ ଖୁସିରେ ଅଛି ତ କିଏ ଦୁଃଖରେ ଅଛି । କିଏ ପିତା ମାତାଙ୍କୁ ପାଇ ଖୁସି ତ କିଏ ନଥିବାରୁ ଦୁଃଖରେ ଅଛନ୍ତି । କିଛିଲୋକ ପିତା ମାତାଙ୍କୁ ବୋଝ ଭାବି ରାସ୍ତା କଡରେ ମଧ୍ୟ ଫିଙ୍ଗି ଦେଉଛନ୍ତି । କିଛି ଲୋକ ପିତାମାତାଙ୍କୁ ହରାଇ
Read More...

ଦୁଇ ବାପ ଛେଉଣ୍ଡ ଝିଅ ଆଶୀର୍ବାଦ ଯୋଜନାରେ ସାମିଲ ହେଲେ : ପାଇବେ ସରକାରୀ ସହାୟତା

କଳାହାଣ୍ଡି, (ପି. କେ. ସାହୁ) : ଭଗବାନଙ୍କ ବିଚିତ୍ର ନିୟମ । ଯେଉଁ ବୟସରେ ବାପା ମା'ଙ୍କ ସ୍ନେହ ଟିକେ ପାଇବା ପାଇଁ ଏକ କୋମଲମତି ଛୁଆ ସ୍ବପ୍ନ ଦେଖୁଥାଏ, ସେହି ସମୟରେ କିଛି ଛୁଆଙ୍କୁ ତାହା ମିଳିନଥାଏ । ଏହିପରି ଏକ ଘଟଣା ଦେଖିବାକୁ ମିଳିଥିଲା ଜୟପାଟଣା ବ୍ଲକ ପ୍ରତାପପୁର ଗାଁରେ । ସୂଚନା
Read More...

ସମାଜସେବୀଙ୍କ ସହଯୋଗରେ ଆଶୀର୍ବାଦ ଯୋଜନାରେ ସାମିଲ ହେଲେ ତିନି ଭାଇ ଭଉଣୀ

କଳାହାଣ୍ଡି, (ପି. କେ. ସାହୁ) : ସମାଜସେବୀଙ୍କ ସହଯୋଗରେ ଆଶୀର୍ବାଦ ଯୋଜନାରେ ତିନି ଭାଇ ଭଉଣୀ ସାମିଲ ହୋଇଛନ୍ତି । ସୂଚନା ଅନୁସାରେ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ଅଇଁଲାପାଲି ଗାଁର ଟଙ୍କଧର ଗହୀର କୌଣସି ଏକ ରୋଗରେ ପଡିତ ହୋଇ ତାଙ୍କର ଦେହାନ୍ତ ହୋଇଥିଲା । ପରିବାରର ଆର୍ଥିକ ସ୍ଥିତି
Read More...

ଜେ.କେ. ଜୁନିଅର କଲେଜରେ ରାଷ୍ଟ୍ରୀୟ ସେବା ଯୋଜନା ଦିବସ ପାଳିତ

କଳାହାଣ୍ଡି, (ନରୋତ୍ତମ ସେଲମା) : ସ୍ଥାନୀୟ ଜଗନ୍ନାଥ କୌଶଲ୍ୟା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ(ଜୁନିଅର କଲେଜ)ରେ ୫୩ତମ ରାଷ୍ଟ୍ରୀୟ ସେବା ଯୋଜନା ଦିବସ ଅଦ୍ୟ ସେପ୍ଟେମ୍ବର ୨୪ ତାରିଖ ଦିନ ପାଳିତ ହୋଇଯାଇଛି । ଅଧ୍ୟକ୍ଷ ପ୍ରଣୟ ଆନନ୍ଦ କୁମାର ତ୍ରିପାଠୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି
Read More...

ପଞ୍ଚସଖା ସ୍ମାଟ ସ୍କୁଲ ପରିଦର୍ଶନ କଲେ ବିଧାୟକ

ଅକ୍ଟୋବର ୨ରେ ଉଦ୍‌ଘାଟନ, ଦିନ ରାତି ଚାଲିଛି କାମ କଳାହାଣ୍ଡି, (ପି. କେ .ସାହୁ) : କଳାହାଣ୍ଡି ଜିଲ୍ଲାରେ ମୋଟ ୩୬ ଗୋଟି ସ୍ମାଟ ସ୍କୁଲ ମଧ୍ୟରୁ ଆସନ୍ତା ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ଦିନ ୨୬ ଗୋଟି ଓ ନଭେମ୍ବର ୧୪ରେ ୧୦ ଗୋଟି ସ୍ମାଟସ୍କୁଲକୁ ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କରିବା ପାଇଁ
Read More...

ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ : ଯୁବକ ଗିରଫ

କଳାହାଣ୍ଡି, (ପି.କେ. ସାହୁ) : ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ଜଣେ ଯୁବକକୁ ପୋଲିସ ଗିରଫ କରି କୋର୍ଟଚାଲାଣ କରିଥିବା ଖବର ମଳିଛି । ସୂଚନା ଯୋଗ୍ୟ ଯେ, କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଅନ୍ତର୍ଗତ ଚିଲିଗୁଡା ଗ୍ରାମର ଜଣେ ନାବାଳିକା ଝିଅକୁ ଦୁଷ୍କର୍ମ କରିଥିବା ନେଇ ପୀଡିତାଙ୍କ ପିତା
Read More...