ଆଶୀର୍ବାଦ ଯୋଜନାରେ ସାମିଲ ହେଲେ ୨ ଅସହାୟ ଶିଶୁ
କଳାହାଣ୍ଡି, (ପି.କେ. ସାହୁ) : କିଛିଦିନ ତଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା ଜୟପାଟଣା ବ୍ଲକ ଉଚ୍ଚଲା ପଞ୍ଚାୟତ ବେହେରେନସିଲ ଗାଁରେ । କିଛିଦିନ ତଳେ ପ୍ରଭାସ ମୁଣ୍ଡାଙ୍କ ପିତାଙ୍କ ଦେହାନ୍ତ ହୋଇଥିଲା । ତାଙ୍କର ଶୁଦ୍ଧିକ୍ରୀୟାନ ସରୁଣୁ ତାଙ୍କର ମା'ଙ୍କ ଦେହାନ୍ତ ହୋଇଥିଲା । ଏହାର!-->…
Read More...
Read More...