Browsing Tag

kalahandi news

ରିଷିଡା ସରପଞ୍ଚ ଭାବେ ନାମାଙ୍କନ ପତ୍ର ଦାଖଲ କଲେ ସମାଜସେବିକା ପୁଣ୍ୟପ୍ରଭା ରଣା

କଳାହାଣ୍ଡି, (ନରୋତ୍ତମ ସେଲମା) : କଳାହାଣ୍ଡି ଜିଲ୍ଲାର କର୍ଲାମୁଣ୍ଡା ବ୍ଲକର ରିଷିଡା ପଂଚାୟତର ସରପଞ୍ଚ ଭାବେ ଉଚ୍ଚଶିକ୍ଷିତା ଯୁବ ସମାଜସେବିକା ପୁଣ୍ୟପ୍ରଭା ରଣା ଗତକାଲି ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସେ ରିଷିଡା ମାଟିର ସର୍ବାଙ୍ଗୀନ ବିକାଶ ପାଇଁ ବଦ୍ଧପରିକର ବୋଲି ପ୍ରକାଶ
Read More...

ଶେଷ ଦିନରେ ୧୨୭ ଜଣଙ୍କ ନାମାଙ୍କନ ପତ୍ର ଦାଖଲ

କଳାହାଣ୍ଡି, (ନରୋତ୍ତମ ସେଲମା) : ତ୍ରିସ୍ତରୀୟ ପଞ୍ଚାୟତିରାଜ ନିର୍ବାଚନ ନିମନ୍ତେ ନାମାଙ୍କନ ପତ୍ର ଦାଖଳର ଆଜି ଶେଷ ଦିବସରେ ସର୍ବମୋଟ ୧୨୭ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିବା ଜଣାଯାଇଛି । ୱାର୍ଡମେମ୍ବର ପଦବୀ ପାଇଁ ଆଜି ୯୨ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।
Read More...

ଚତୁର୍ଥ ଦିନରେ ୧୧୧ ଜଣଙ୍କ ନାମାଙ୍କନ ପତ୍ର ଦାଖଲ

କଳାହାଣ୍ଡି, (ନରୋତ୍ତମ ସେଲମା) : ତ୍ରିସ୍ତରୀୟ ପଞ୍ଚାୟତିରାଜ ନିର୍ବାଚନ ନିମନ୍ତେ ନାମାଙ୍କନ ପତ୍ର ଦାଖଳର ଆଜି ଚତୁର୍ଥ ଦିବସରେ ସର୍ବମୋଟ ୧୧୧ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିବା ଜଣାଯାଇଛି । ୱାର୍ଡମେମ୍ବର ପଦବୀ ପାଇଁ ଆଜି ୭୧ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।
Read More...

କର୍ଲାମୁଣ୍ଡା ବ୍ଲକରେ ପ୍ରଥମ ଦିନରେ ଜଣେ ସରପଞ୍ଚ ପ୍ରାର୍ଥୀ ନାମାଙ୍କନ ଦାଖଲ କଲେ

କଳାହାଣ୍ଡି, (ନରୋତ୍ତମ ସେଲମା) : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନିମନ୍ତେ ସୋମବାରଠାରୁ ଆରମ୍ଭ ହୋଇଛି ନାମାଙ୍କନ ପତ୍ର ଦାଖଲ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି । କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକର ୧୨ଟି ସରପଞ୍ଚ ଓ ସମିତି ସଭ୍ୟ ଏବଂ ୧୪୩ଟି ୱାର୍ଡ ମେମ୍ବର ପଦବୀ ନିମନ୍ତେ
Read More...

କଳିଙ୍ଗ ସମ୍ମାନରେ ସମ୍ମାନିତ ହେଲେ ସମାଜସେବୀ ଯଶୋବନ୍ତ ରଣା

କଳାହାଣ୍ଡି, (ପି.କେ ସାହୁ) : ସବୁବେଳେ ଅସହାୟ, ଦିବ୍ୟାଙ୍ଗ, ଅନାଥ ମାନଙ୍କ ସମସ୍ୟାକୁ ନେଇ ପ୍ରଶାସନ ପାଖରେ ଉପସ୍ଥାପନା କରିଥାନ୍ତି ସମାଜସେବୀ ଯଶୋବନ୍ତ ରଣା । କେତେବେଳେ ଦିବ୍ୟାଙ୍ଗ ମାନଙ୍କୁ ନେଇ ହୁଇଲଚେୟାର ପାଇବାରେ ସହଯୋଗ କରିଥାନ୍ତି ତ କେତେବେଳ ଅନାଥ ଅସହାୟ ମାନଙ୍କୁ ନେଇ
Read More...

ସମାଜସେବୀଙ୍କ ହସ୍ତକ୍ଷେପ ପରେ ପକ୍ଷାଘାତ ରୋଗରେ ପୀଡିତ ଦିବ୍ୟାଙ୍ଗ ମହିଳା ପାଇଲେ ହୁଇଲଚେୟାର

କଳାହାଣ୍ଡି, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବ୍ଲକ ରିସିଗାଁ ପଞ୍ଚାୟତ ଡୁଙ୍ଗରିପଡ଼ା ଗାଁର ଗୀତା ଚଣ୍ଡୀ ଗତ କିଛିବର୍ଷ ହେଲା ପାରାଲିସିସ୍‌ ରୋଗରେ ପୀଡିତ ହୋଇଥିଲେ । ତାଙ୍କର ଏହି ସମସ୍ୟା ପାଇଁ ସେ ନାଁ କୁଆଡେ ଯାଇ ପାରୁଛନ୍ତି ନାଁ ଠିକ୍‌ ସେ ଘରେ ରହିପାରୁଛନ୍ତି ।
Read More...

ଜଗନ୍ନାଥ କୌଶଲ୍ୟା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ କୋଭିଡ ଟୀକାକରଣ

କଳାହାଣ୍ଡି, (ନରୋତ୍ତମ ସେଲମା ) : କର୍ଲାମୁଣ୍ଡା ବ୍ଲକର ରିଷିଡା ସ୍ଥିତ ଜେକେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ କଳାହାଣ୍ଡି ସ୍ୱାସ୍ଥ୍ୟ ବିଭାଗ ତରଫରୁ ବିଶେଷ ଶିବିର ମାଧ୍ୟମରେ ଛାତ୍ରଛାତ୍ରୀ ମାନଙ୍କୁ କୋଭିଡ ଟୀକା ଦିଆଯାଇଛି । କର୍ଲାମୁଣ୍ଡା ସ୍ୱାସ୍ଥ୍ୟ କେନ୍ଦ୍ର ଓ ରିଷିଡା ହସ୍ପିଟାଲର
Read More...

ଜେକେ ଜୁନିଅର କଲେଜରେ ଯୁବ ଦିବସ ପାଳନ

କଳାହାଣ୍ଡି, (ନରୋତ୍ତମ ସେଲମା) : କର୍ଲାମୁଣ୍ଡା ବ୍ଲକର ରିଷିଡା ସ୍ଥିତ ଜଗନ୍ନାଥ କୌଶଲ୍ୟା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ରାଷ୍ଟ୍ରୀୟ ସେବା ଯୋଜନା ଶାଖା ଆନୁକୂଲ୍ୟରେ ଜାନୁଆରୀ ୧୨ତାରିଖ ସ୍ୱାମୀ ବିବେକାନନ୍ଦଙ୍କ ୧୬୦ତମ ଜୟନ୍ତୀ ଓ ରାଷ୍ଟ୍ରୀୟ ଯୁବ ଦିବସ ପାଳିତ ହୋଇଯାଇଛି । କୋଭିଡ ନିୟମ
Read More...

ପକ୍ଷାଘାତ ରୋଗରେ ପୀଡିତ ଦିବ୍ୟାଙ୍ଗ ପାଇଲେ ଟ୍ରାଇ ସାଇକେଲ

କଳାହାଣ୍ଡି, (ପି. କେ. ସାହୁ) : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବ୍ଲକ ରିସିଗାଁ ପଞ୍ଚାୟତ ଗଣ୍ଡବାନ୍ଦୋପଳା ଗାଁର ଭିକ୍ଷା ନାଏକ ଗତ କିଛିବର୍ଷ ହେଲା ପକ୍ଷାଘାତ ରୋଗରେ ପୀଡିତ ହୋଇଥିଲେ । ତାଙ୍କର ଏହି ସମସ୍ୟା ପାଇଁ ସେ ନାଁ କୁଆଡେ ଯାଇ ପାରୁଛନ୍ତି ନାଁ ଠିକ୍‌ ସେ ଘରେ ରହିପାରୁଛନ୍ତି ।
Read More...

ସମାଜସେବୀଙ୍କ ହସ୍ତକ୍ଷେପ ପରେ ପକ୍ଷାଘାତ ରୋଗରେ ପୀଡିତ ମହିଳା ପାଇଲେ ହୁଇଲଚେୟାର

କଳାହାଣ୍ଡି, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ କାଉଡୋଳା ପଞ୍ଚାୟତ ମହାଜନଗୁଡା ଗାଁର ମଥୁରା ବେଶ୍ରାଙ୍କୁ ଯଶୋବନ୍ତ ରଣାଙ୍କ ହସ୍ତକ୍ଷେପରୁ ହୁଇଲଚେୟାର ମିଳିଥିବା ଜଣାପଡ଼ିଛି । ସୂଚନା ଅନୁସାରେ ସେ ଦୀର୍ଘଦିନରୁ ପକ୍ଷାଘାତ ରୋଗରେ ପୀଡ଼ିତ ଥିଲେ । ତାଙ୍କୁ ଶୌଚାଳୟ ନେବା
Read More...