Browsing Tag

kalahandi news

ରିଷିଡା କପ୍‌ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ

ତୁଷୁରା ଇଲେଭେନ ଷ୍ଟାର ଚମ୍ପିୟାନ କଳାହାଣ୍ଡି, (ନରୋତ୍ତମ ସେଲମା) : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ରିଷିଡା ଠାରେ ରିଷିଡା ଯୁବାମଞ୍ଚ ପକ୍ଷରୁ ବାପୁଜୀ ମିନିଷ୍ଟାଡିୟମ ଠାରେ ଚାଲିଥିବା ରିଷିଡା କପ୍‌ ଫୁଟବଲ ଟୁର୍ଣ୍ଣାମେଣ୍ଟର ଆଜି ଉଦ୍‌ଯାପିତ ହୋଇଯାଇଛି । ଫାଇନାଲ ମ୍ୟାଚ୍‌
Read More...

ମଦନପୁର କେନ୍ଦ୍ର ପ୍ରାଥମିକ ବିଦ୍ୟାଳୟ ଠାରେ ୧୬ତମ ଶତବାର୍ଷିକୀ ସ୍ମାରକୀ ଉତ୍ସବ ପାଳିତ

ଦୁଇ ଜଣ ମୁଖ୍ୟମନ୍ତ୍ରୀ ଆସିଥିବା ବିଦ୍ୟାଳୟ ଏବେ ବି ଅବହେଳିତ କଳାହାଣ୍ଡି, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକ ମଦନପୁର କେନ୍ଦ୍ର ପ୍ରାଥମିକ ବିଦ୍ୟାଳୟ ଠାରେ ଆଜି ୧୬ତମ ଶତବାର୍ଷିକୀ ଉତ୍ସବ ସ୍କୁଲ ପରିଚାଳନା କମିଟି ସଭାପତି ଯୁଧିଷ୍ଠିର ସିଂଙ୍କ ସଭାପତିତ୍ୱରେ
Read More...

ରିଷିଡା କପ୍‌ ଫୁଟବଲ ଟୁର୍ଣ୍ଣାମେଣ୍ଟ

ତୁର୍ଲା (ଟିଟିଲାଗଡ଼) ଫାଇନାଲରେ କଳାହାଣ୍ଡି, (ନରୋତ୍ତମ ସେଲମା) : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ରିଷିଡା ଠାରେ ରିଷିଡା ଯୁବାମଞ୍ଚ ପକ୍ଷରୁ ବାପୁଜୀ ମିନିଷ୍ଟାଡିୟମ ଠାରେ ଚାଲିଥିବା ରିଷିଡା କପ୍‌ ଫୁଟବଲ ଟୁର୍ଣ୍ଣାମେଣ୍ଟର ଆଜି ଦ୍ୱିତୀୟ ସେମିଫାଇନା ମ୍ୟାଚ୍‌ ତୁର୍ଲା
Read More...

ରିଷିଡା କପ୍‌ ଫୁଟବଲ ଟୁର୍ଣ୍ଣାମେଣ୍ଟ

ସିଆଲି ସୋନପୁରକୁ ହରାଇ ତୁଷୁରା ଫାଇନାଲରେ କଳାହାଣ୍ଡି, (ନରୋତ୍ତମ ସେଲମା) : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ରିଷିଡା ଠାରେ ରିଷିଡା ଯୁବାମଞ୍ଚ ପକ୍ଷରୁ ବାପୁଜୀ ମିନିଷ୍ଟାଡିୟମ ଠାରେ ଚାଲିଥିବା ରିଷିଡା କପ୍‌ ଫୁଟବଲ ଟୁର୍ଣ୍ଣାମେଣ୍ଟର ଆଜି ପଞ୍ଚମ ଦିନ ମ୍ୟାଚ୍‌ ତଥା ପ୍ରଥମ
Read More...

ରିଷିଡା କପ୍‌ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ

କଳାହାଣ୍ଡି, (ନରୋତ୍ତମ ସେଲମା) : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ରିଷିଡା ଠାରେ ରିଷିଡା ଯୁବାମଞ୍ଚ ପକ୍ଷରୁ ବାପୁଜୀ ମିନିଷ୍ଟାଡିୟମ ଠାରେ ଚାଲିଥିବା ରିଷିଡା କପ୍‌ ଫୁଟବଲ ଟୁର୍ଣ୍ଣାମେଣ୍ଟର ଆଜି ଚତୁର୍ଥ ଦିନ ମ୍ୟାଚ୍‌ ଚିଚର୍ଲା ଓ ତୁର୍ଲା(ଟିଟିଲାଗଡ଼) ମଧ୍ୟରେ ଅନୁଷ୍ଠିତ
Read More...

ଦେବର୍ଷି ନାରଦ ସମ୍ମାନରେ ସମ୍ମାନିତ ହେଲେ ସାମ୍ବାଦିକ ପ୍ରଦୀପ ସାହୁ

କଳାହାଣ୍ଡି, (ନରୋତ୍ତମ ସେଲମା) : କଳାହାଣ୍ଡି ଜିଲ୍ଲା ତୈଲିକ ବୈଶ୍ୟ ହଳଦିଆ ସାହୁ ସମାଜର ଶତ ବାର୍ଷିକ ଉତ୍ସବ ନର୍ଲା ବ୍ଲକ ରୁପ୍ରା ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସ୍ଥାନୀୟ ବିଧାୟକ ଭୁପିନ୍ଦର ସିଂ, ଜିଲ୍ଲା ସଭାପତି ନୀଳମଣି ସାହୁ, ସାଧାରଣ ସମ୍ପାଦକ ନବୀନ କିଶୋର ସାହୁ ଓ
Read More...

କର୍ଲାପଡ଼ାରେ ଓଲଟିଲା ଗ୍ୟାସ ଟ୍ୟାଙ୍କର

କଳାହାଣ୍ଡି, (ପି.କେ. ସାହୁ) : କଳାହାଣ୍ଡି ଏନ୍‌ଏଚ୍‌ ୧୬ କର୍ଲାପଡ଼ା ଠାରେ ଏକ ଗ୍ୟାସ ଟ୍ୟାଙ୍କର ଓଲଟି ପଡିଥିବା ବେଳେ ଟ୍ୟାଙ୍କରରୁ ପ୍ରବଳ ଗ୍ୟାସ ବାହାରି ଚାଡିଆଡେ ବ୍ୟାପି ଯାଇଥିବା ଦେଖିବାକୁ ମିଳିଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚିଥିବା ବେଳେ ଭବାନୀପାଟଣାରୁ ରାୟପୁର
Read More...

ବାଲୁକା କଳା ମହୋତ୍ସବର ଦ୍ୱିତୀୟ ଦିବସ

କଳାହାଣ୍ଡି, (ନରୋତ୍ତମ ସେଲମା) : କୋଣାର୍କ ଠାରେ ଚାଲିଥିବା ଆନ୍ତର୍ଜାତୀୟ ବାଲୁକା କଳା ମହୋତ୍ସବର ଦ୍ୱିତୀୟ ଦିନରେ କ୍ରୀଡା ବିଷୟ ବସ୍ତୁ ଆଧାରିତ ବାଲୁକା ଚିତ୍ର ନିର୍ମାଣ କରାଯାଇଛି । କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକର ଗଜବାହାଲ ପଂଚାୟତ ଡ଼ଙ୍ଗରମୁଣ୍ଡା ଗ୍ରାମର ଯୁବ ବାଲୁକା
Read More...

ରିଷିଡା ଓ ତେରେସିଂହାରେ କୁରାଳ ପଞ୍ଚମୀ ପୂଜା ଅନୁଷ୍ଠିତ

କଳାହାଣ୍ଡି, (ନରୋତ୍ତମ ସେଲମା) : କର୍ଲାମୁଣ୍ଡା ବ୍ଲକ୍ ଅନ୍ତର୍ଗତ ରିଷିଡା ଓ ତେରେସିଂହା ଗ୍ରାମରେ ପାଳିତ ହେଉଥିବା କୁରାଳ ପଞ୍ଚମୀ ଉତ୍ସବ ଆଜି ଉଦ୍‌ଯାପିତ ହୋଇ ଯାଇଛି । କୁମ୍ଭକାର ସମ୍ପ୍ରଦାୟର ଏହା ମୁଖ୍ୟ ପର୍ବ ହେଉଥିବାରୁ କୁମ୍ଭାକାର ଜାତି ଭାଇଭଉଣୀଙ୍କ ମଧ୍ୟରେ ବେଶ୍ ଆନନ୍ଦ ଉଲ୍ଲାସ
Read More...

ନେହେରୁ ଯୁବ କେନ୍ଦ୍ର ପକ୍ଷରୁ ମ.ରାମପୁର ବ୍ଲକ ଠାରେ ସମ୍ବିଧାନ ଦିବସ ପାଳନ

କଳାହାଣ୍ଡି, (ପି.କେ. ସାହୁ) : ଭାରତ ସରକାର ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରଣାଳୟ ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡି ଲେଖାପାଳ ଦ୍ୱିତୀୟ ବନଛୋର ଓ ଜିଲ୍ଲା ଯୁବ ଅଧିକାରୀ ପ୍ରସନ୍ନ କୁମାର ମେହେରଙ୍କ ନେତୃତ୍ୱରେ ମ. ରାମପୁର ବ୍ଲକ ଅନ୍ତର୍ଗତ ଉର୍ଲାଦାନୀ ପଞ୍ଚାୟତ ସ୍ଥିତ ଗୋପବନ୍ଧୁ ଯୁବକ
Read More...