Browsing Tag

kabita

କବିତା : ତଅପୋଇ

ପିନାକୀ ମିଶ୍ର ବଉଦ ଭାସୁଛି ପକ୍ଷୀ ଉଡୁଛିବୋଇତ ଯେ ଫେରୁନାହିଁ,ଆକାଶ ସାଗର ମିଳନ ରେଖାକୁଅନେଇଛି ତଅପୋଇ । ଏପଟେ ବାଲୁକା ସେପଟେ ବଳୟମଝିରେ ଅଥଳ ସିଂଧୁ,ଆଖି ପାଉ ନାହିଁ ଆଶା ମରିନାହିଁବେଳାରେ ଲୋତକ ବିନ୍ଦୁ । ସାତଭାଇ ଘେରା ସୁନାର ଚଢେଇରାଗରେ ପାଦକୁ ପିଟେ,ମୁହଁକୁ ଫୁଲେଇ ଲିଭାଏ
Read More...

ସାବିତ୍ରୀ

ଜ୍ୟୋତ୍ସାରାଣୀ ଭୋଇ (କିଟ୍ଟି) ଓଷା କରିବାର ଉତ୍ସାହ ନେଇଏକ ଗାମଲାର ଛୋଟ ବଟ ବୃକ୍ଷରେସିନ୍ଦୂର ଚନ୍ଦନ ଧୂପ ଦୀପ ଟେକିମହକୁଥାଏ ସତୀ ମହକରେ । ଯା' ହେଉ, ଦୁଇ ତିନି ବର୍ଷରେସତୀତ୍ୱର ଡିଗ୍ରୀକୁ ପ୍ରାପ୍ତ କରିହେଲାଟିକେ ଅସ୍ପୃଶ୍ୟ ବୋଲି । ସାବିତ୍ରୀ କୁହେ -ଏକା ସାଙ୍ଗରେ ବ୍ରତ
Read More...

କବିତା : ମୋ ପରିବେଶ

ବିଜୟ ପ୍ରଧାନ ଆଜି ସକାଳୁ ସକାଳୁ ଶାଗବାଲିରମୁଲଚାଲ କରି କିଣିଥିବାନଳିତା ଶାଗର ସବୁଜିମାରୁ ଆରମ୍ଭମୋର ପରିବେଶ ଦିବସ। ଆମ୍ବଗଛରୁ ଗତରାତିର ଦୁର୍ଦ୍ଦାନ୍ତ ପବନରେଖସିଥିବା କଂଚା ପାଚିଲା ପତ୍ରସହ ଆମ୍ବ ସବୁକୁଝାଡୁକରି ଅଲଗା ରଖୁଥାଏଝାଡୁବାଲି ନବମ ଶ୍ରେଣୀରେ ପଢ଼ୁଥିବାଆର ସାହିର ଝିଅ ।
Read More...

କବିତା : ପୁରୁଷାର୍ଥ

ପୁରୁଷୋତ୍ତମ ମିଶ୍ର ଏ ଆକାଶ ମୋରଦୂର ଦିଗନ୍ତରୁ କ୍ଷେପି ଆସୁଥିବାତମର ମହକପବନରେ ଦୋହଲି ଦୋହଲିଉଡ଼ି ଆସୁଥିବାଏକଇ ପରର ପୁରୁଷାର୍ଥ ମୋର । ମୋ ପୁରୁଷାକାରର କେନ୍ଦ୍ରରେମାଦଲ ମଉଚ୍ଛବରେ ମାତାଲ୍ଦଳେ ଆଦିବାସୀ ତରୁଣୀରଗୁଳ୍ମନୃତ୍ୟ ,ପାକଳ ଜହ୍ନରାତିର ବୃତ୍ତରେ ମୁଁ । ଚଉପାଖରେ
Read More...

କବିତା : ନାଲି ରିବନ

ଶୁଭଶ୍ରୀ ମହାରଣା ତୁ ଆସିଲୁ ବୋଲି ତ'ମୋହ ତୁଟା ଏ ଜୀବନରେଏବେ ନାଲି ରିବନ କାଟୁଛି ପ୍ରେମଲାଗୁଛି, ପ୍ରେମଋତୁର ହେଇଛି ପୁନରାଗମନ । ଋତୁ ଏବେ ନୂଆ ନୂଆପାଦ ଥାପିଛି ତାରୁଣ୍ୟରେବେଫିକର୍‌ ଗୀତ ଗାଇନିଜକୁ ହଜାଉଛି ଖିଆଲି ଭାବନାରେ । ତୁ ଆସିଲୁ ବୋଲି ତ'ରାତି ଏବେ ଅନ୍ଧାରର ପରଳ
Read More...

କବିତା : ଫଗୁଣ ତୁ ଫେରିଆ

ଜ୍ୟୋତ୍ସାରାଣୀ ଭୋଇ (କିଟ୍ଟି) ଘୋଡେ଼ଇ ହୋଇଥିବା ବସନ୍ତଉଡୁଥିବା ଓଢ଼ଣୀ ଭାରି ଚୁଲ୍‌ବୁଲ୍….‌ସେ କଥା ଆଉ କୁହନି । ମାର୍କେଟର ଗହଳି ଭିତରେଅଜଣା ଝିଅର ଆଣ୍ଟି ଡାକରେକୋକୋକଲା ବୋତଲଖୋଲୁ ଖୋଲୁବଳକା ସୋଢା ପରିଉତୁରି ପଡ଼ିଲା ବସନ୍ତ ।ସ୍ମିତ ହସେ ଭାବିଲିହେ….ହେ…ମୁଁ ବୁଢ଼ୀ ହୋଇଗଲି ।
Read More...

କବିତା : ଶୋଲ

ଶିଶିର କୁମାର ନାୟକ ଦେଖା ହେଉ ନ ଥିବା ଗୋଟେତାରାଭରା ଆକାଶ ଥରେ ଥରେଚଡଚଡ ହେଇ ଫାଟେଦିନକୁ ଦିନ ମୁଁ ବୋକା ହେଇଯାଏସମ୍ବିଧାନର ପାଚେରୀ କଡରେ । କିଏ ଜଣେ ସବୁକିଛି ହରେଇ ହରେଇସବୁଠାରୁ ଧନୀ ହେଇଯାଏ ଭଲପାଇବାରେସଫ୍ଟଓୟାର ପିଲାଟି ଜୀବନର ସୁଖ ସର୍ଚ୍ଚ କରିଚିରକାଳ ଗୋଗୁଲରେ ମୁହଁମାଡି
Read More...

କବିତା : ଏତେ ପାଖେ ଆଲୁଅ

ମାଧୁରୀ ପଣ୍ଡା ତୁମେ ମୋ’ ଭଲପାଇବାକୁକେମିତି ବୁଝ ଯେ’! ଯାହା ନୀରବରୁ ନୀରବୀ ଯାଉଥିବାଏକ ଉଚ୍ଚାରଣ ମାତ୍ର….କହି ପାରୁନି ତ’ଭୋଗୁଛି ଅବଶ୍ୟ । ତାରାମାନେ କାହିଁଁକି ଉଜାଗରରାତି ଶୋଇରହେ ଶାନ୍ତ ହୋଇଅନ୍ଧାରର କିଛି ଭାଷା ଥାଏ ନିଶ୍ଚୟମୋତେ ଦେଖି ଯେ’ ହସିଦିଅନ୍ତି । ଏ ଜୀବନ
Read More...