Browsing Tag

jharsuguda news

ମୁରଲିପାଲି ଗାଁରେ ପାନୀୟ ଜଳ ସମସ୍ୟା

ଝାରସୁଗୁଡ଼ା : ଖରାର ପ୍ରକୋପ ବଢ଼ି ବଢ଼ି ଚାଲିଥିବା ବେଳେ ଜଳସ୍ତର କମି କମି ଯାଇଥିବାରୁ ଲୋକେ ପିଇବା ପାଣି ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏଭଳି ଘଟଣା ଦେଖିବାକୁ ମିଳିଛି ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ୍ ମୁରଲିପାଲି ଗାଁରେ । ସୂଚନା ଅନୁସାରେ ଏହି ଗାଁରେ ଥିବା ବୋର୍ ୱେଲ
Read More...

ନିର୍ବାଚନ ପରିଚାଳନା ପାଇଁ ଗଠିତ ବିଭିନ୍ନ ଟିମ୍‌ର କାର୍ଯ୍ୟ ତଦାରଖ

ଝାରସୁଗୁଡ଼ା : ବ୍ରଜରାଜନଗର ବିଧାନସଭା ଉପ ନିର୍ବାଚନ ସକାଶେ ନିଯୁକ୍ତ ଖର୍ଚ୍ଚ ପର୍ଯ୍ୟବେକ୍ଷକ ଭାରତୀୟ ରାଜସ୍ୱ ସେବା ଅଧିକାରୀ ନେଲାପାତଲା ଅଶୋକ ବାବୁ ନିର୍ବାଚନ ପରିଚାଳନା ପାଇଁ ଗଠିତ ବିଭିନ୍ନ ଟିମ୍‌ର କାର୍ଯ୍ୟ ତଦାରଖ କରିଛନ୍ତି । ପର୍ଯ୍ୟବେକ୍ଷକ ଜିଲ୍ଲା କାର୍ଯ୍ୟାଳୟରେ ସି - ଭିଜିଲ
Read More...

ସାଧାରଣ ପର୍ଯ୍ୟବେକ୍ଷକ ଓ ଖର୍ଚ୍ଚ ପର୍ଯ୍ୟବେକ୍ଷକଙ୍କ ଝାରସୁଗୁଡ଼ା ଗସ୍ତ

ଝାରସୁଗୁଡ଼ା : ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ ପରିପ୍ରେକ୍ଷୀରେ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶାବଳୀର ସଠିକ ଅନୁପାଳନ ହେଉଛି କି ନାହିଁ ସେ ସବୁର ତଦାରଖ ପାଇଁ ନିଯୁକ୍ତ ସାଧାରଣ ପର୍ୟ୍ୟବେକ୍ଷକ ଏବଂ ପ୍ରାର୍ଥୀମାନଙ୍କର ନିର୍ବାଚନ ବ୍ୟୟ ତଦାରଖ ଓ ଆକଳନ କରିବା ନିମନ୍ତେ ଖର୍ଚ୍ଚ
Read More...

ଅଖିଳ ଭାରତ ଅଘରିଆ ସମାଜ ପକ୍ଷରୁ ଅକ୍ଷୟ ତୃତୀୟା ଉତ୍ସବ ପାଳିତ

ଝାରସୁଗୁଡା : ଅଖିଳ ଭାରତୀୟ ଅଘରିଆ ସମାଜ ପକ୍ଷରୁ ଆଞ୍ଚଳିକ କମିଟି ସଭାପତି ପ୍ରଜ୍ବଳ ପଟେଲଙ୍କ ସଭାପତିତ୍ୱରେ ତାଳମୁଣ୍ଡା ଠାରେ ଅକ୍ଷୟ ତୃତୀୟା ଉତ୍ସବ ତଥା ଅଘରିଆ ଦିବସ ପାଳିତ ହୋଇଯାଇଛି । ଏଥିରେ ସମାଜର ସାଙ୍ଗଠନିକ ସମ୍ପାଦକ ସୁବାଷ ଚନ୍ଦ୍ର ନାୟକ ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇ ଦିବସର
Read More...

ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନ ଓ ଭାଷା ସୁରକ୍ଷା ମଞ୍ଚ ଝାରସୁଗୁଡ଼ା ପକ୍ଷରୁ ଓଡିଶା ଦିବସ ପାଳିତ

ଝାରସୁଗୁଡ଼ା, (କେପିଏନ୍‌ଏସ୍‌) : ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନ ଓ ଭାଷା ସୁରକ୍ଷା ମଞ୍ଚ ଝାରସୁଗୁଡ଼ା ପକ୍ଷରୁ ଭିକମପାଲି ଠାରେ ଓଡିଶା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଅତିଥି ଭାବରେ ଜିଲ୍ଲାପାଳ ସରୋଜ କୁମାର ସାମଲ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବିକାଶ ଚନ୍ଦ୍ର ଦାସ, ଗ୍ରାମ୍ୟ
Read More...

ଦୁର୍ବୃତ୍ତମାନେ ମୋବାଇଲ୍ ଦୋକାନରେ ପଶି ବାପ-ପୁଅଙ୍କୁ ପିଟିଥିବା ଅଭିଯୋଗ

ଝାରସୁଗୁଡା : ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ଼ ଥାନା ଅନ୍ତର୍ଗତ ଗୁମାଡେରାର ଏକ ମୋବାଇଲ ଦୋକାନରେ ଗୁରୁବାର ସନ୍ଧ୍ୟାରେ ୩ ଜଣ ଦୁର୍ବୃତ୍ତ ପଶି ଆସି ଦୋକାନ ମାଲିକ ରିଷି ଲମ୍ବା ଏବଂ ତାଙ୍କ ବାପାଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଏନେଇ ରିଷିଙ୍କ ମାଆ ସୁଇଟି ଲମ୍ବା ବେଲପାହାଡ଼ ଥାନାରେ
Read More...

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୨ ମୃତ

ଝାରସୁଗୁଡା : ଝାରସୁଗୁଡା ଜିଲ୍ଲା ରେଙ୍ଗାଲି ଥାନା ଅନ୍ତର୍ଗତ କଦମଡ଼ିହି ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିବା ଜଣାପଡିଛି । ସୂଚନା ଅନୁସାରେ ବାଇକକୁ ଏକ ଟ୍ରକ ଧକ୍କା ଦେବାରୁ ଘଟଣାସ୍ଥଳରେ ୨ ଜଣ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ଟ୍ରକଟି ସେମାନଙ୍କୁ ଧକ୍କା ଦେଇ ଦ୍ରୁତ ଗତିରେ
Read More...

ୟୁକ୍ରେନ୍‌ରୁ ଫେରିଥିବା ଝାରସୁଗୁଡାର ଛାତ୍ରୀଛାତ୍ରଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ଝାରସୁଗୁଡ଼ା ଅଫିସ : ରୁଷିଆ-ୟୁକ୍ରେନ୍‌ ମଧ୍ୟରେ ଯୁଦ୍ଧ ଲାଗି ରହିଥିବା ବେଳେ ଏଥିରେ ୟୁକ୍ରେନ୍‌ ଧ୍ୱସ୍ତବିଧ୍ୱସ୍ତ ହେବାରେ ଲାଗିଛି । ୟୁକ୍ରେନ୍‌ରେ ଅଧ୍ୟୟନ କରୁଥିବା ଭାରତର ଡାକ୍ତରୀ ଓ ଇଞ୍ଜିନିୟରିଂ ଛାତ୍ରଛାତ୍ରୀ ନିଜ ଦେଶକୁ ଫେରି ନପାରି ଫସି ରହିଥିବା ବେଳେ ଓଡ଼ିଶାର ସମୁଦାୟ ୧୩ ଜଣ
Read More...

୮ କେଜି ୫୦୦ ଗ୍ରାମ ଗଞ୍ଜେଇ ଜବତ ସହ ୨ ଗିରଫ

ଝାରସୁଗୁଡା : ଝାରସୁଗୁଡା ବିଟିଏମ୍‌ ସ୍ଥିତ ଏକ ଘରୁ ଆଠ କେଜି ୫ଶହ ଗ୍ରାମ ଗଂଜେଇ ଅବକାରୀ ପୋଲିସ ଜବତ କରିଛି । ଏଥିସହ ଏହି ଗଞ୍ଜେଇ କାରବାରରେ ସମ୍ପୃକ୍ତ ଅଭିଯୁକ୍ତ ଦୁହେଁ ୨ ଭାଇ ବୋଲି ଜଣାପଡିଛି । ଉଭୟଙ୍କୁ ଅବକାରୀ ବିଭାଗ ଗିରଫ କରିଥିବା ଜଣାପଡିଛି । ଗିରଫ ଅଭିଯୁକ୍ତ ଦ୍ୱୟ ବିଟିଏମ୍‌
Read More...

ଏଏସ୍‌ଆଇ ହରେକୃଷ୍ଣ ନାୟକଙ୍କ ଘରେ ଭିଜିଲାନ୍ସ ଚଢାଉ ଜାରି

ଝାରସୁଗୁଡ଼ା : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଝାରସୁଗୁଡ଼ା ଓଏମ୍‌ଭିଡି ଏଏସ୍‌ଆଇ ହରେକୃଷ୍ଣ ନାୟକଙ୍କ ବିଜୁନଗର ସ୍ଥିତ ଭଡାଘର ସମେତ ୫ଟି ସ୍ଥାନରେ ଆଜି ଭିଜିଲାନ୍ସ ପକ୍ଷରୁ ଏକ କାଳୀନ ଚଢାଉ ଜାରି ରହିଥିବା ବେଳେ ଚଢାଉ ମଧ୍ୟରେ ଏଏସ୍‌ଆଇ ନାୟକଙ୍କ କଟକ ମଙ୍ଗଳାବାଗ ସ୍ଥିତ ବାସଭବନ,
Read More...