Browsing Tag

jharsuguda news

ଚାଷୀ ପୁଅ ଉଡାଇବେ ଯୁଦ୍ଧ ବିମାନ

ଝାରସୁଗୁଡା : ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ ଉପାନ୍ତ ସୁଖାସୋଢା ଗ୍ରାମର ଚାଷୀ ପୁଅ ମନୋଜ ସାହୁ(୧୯) ଉଡାଇବେ ଯୁଦ୍ଧ ବିମାନ । ମନୋଜ ନିକଟରେ ହୋଇଥିବା ବାୟୁସେନାର ପରୀକ୍ଷାର ଉତ୍ତୀର୍ଣ ହୋଇଛନ୍ତି । ଆସନ୍ତା ୨୪ ତାରିଖ ଭୁବନେଶ୍ୱରରେ କାମରେ ଯୋଗଦେବେ । ଏହାପରେ କର୍ଣ୍ଣାଟକରେ ଟ୍ରେନିଂ
Read More...

କରୋନା ସଂକ୍ରମଣ : ୧୯ ହାଇସ୍କୁଲ ଛାତ୍ରଛାତ୍ରୀ କରୋନା ପଜିଟିଭ୍

ଝାରସୁଗୁଡା : କରୋନା କଟକଣା ମଧ୍ୟରେ ସ୍କୁଲ ଚାଲିଥିବା ବେଳେ ଲଇକେରା ବ୍ଲକର ତିନିଟି ହାଇସ୍କୁଲର ୧୯ ଜଣ ଛାତ୍ରଛାତ୍ରୀ କରୋନା ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ମିଳିଛି । ଜିଲ୍ଲା ଶିକ୍ଷା ଅଧିକାରୀ କଳ୍ପନା ପଣ୍ଡାଙ୍କ ଅନୁଯାୟୀ ଲଇକେରା ବ୍ଲକର ପାକେଲଖୋଲ ସ୍ଥିତ ହେମସାଗର ହାଇସ୍କୁଲରେ ୮
Read More...

ଝାରସୁଗୁଡା ଜିଲ୍ଲାରେ ଅଭାବନୀୟ ଘଟଣା : ବାପାକୁ ହତ୍ୟା କରି ପୁଅ ଗିରଫ

ଝାରସୁଗୁଡା : ବାପାକୁ ହତ୍ୟା କରି ପୁଅ ଗିରଫ ହୋଇଛି ବୋଲି ଝାରସୁଗୁଡା ଜିଲ୍ଲା ବଡମାଲ ଥାନା ଅଧିକାରୀ ଅମିତାଭ ପଣ୍ଡା ସୂଚନା ଦେଇଛନ୍ତି । ଖବର ଅନୁସାରେ ଝାରସୁଗୁଡା ଜିଲ୍ଲା ବଡମାଲ ଥାନା ଅ‌ନ୍ତର୍ଗତ ବଞ୍ଜାରୀ ଗ୍ରାମ ହରିଜନ ପଡାର ଲକ୍ଷ୍ମଣ ଚନ୍ଦ୍ର ବେହେରା ଓ ତାଙ୍କ ସ୍ତ୍ରୀଙ୍କ ମଧ୍ୟରେ
Read More...

ଉଡ଼ିବ ବିମାନ, ଝାରସୁଗୁଡାରୁ ମୁମ୍ବାଇ-ବେଙ୍ଗାଲୁରୁକୁ

ଝାରସୁଗୁଡା : ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରୁ ଆଜିଠାରୁ ମୁମ୍ବାଇ-ବେଙ୍ଗାଲୁରୁକୁ ଉଡ଼ିବ ବିମା । ଏହାର ସମୟ ନିର୍ଦ୍ଧାରିତ ହୋଇସାରିଛି । ସ୍ପାଇସ୍‌ ଜେଟ୍‌ ପକ୍ଷରୁ ଏହି ବିମାନ ସେବା ଆରମ୍ଭ କରାଯାଉଛି ସପ୍ତାହରେ ୪ ଦିନ ଉଡାଣ ଭରିବ ବିମାନ । ଏଥିପାଇଁ ବେସାମରିକ ବିମାନ
Read More...

ଚିଖଲିକୁ ୧୮ରନରେ ହରାଇ ଧୂଲୁଣ୍ଡା ଚମ୍ପିୟାନ

ଝାରସୁଗୁଡ଼ା, (ମହେଶ୍ୱର ପଧାନ) : ଲଖନପୁର୍ ବ୍ଲକ ଅନ୍ତର୍ଗତ କିରିତମାଲ ସ୍ଥାନୀୟ କ୍ରିକେଟ ଗ୍ରାଉଣ୍ଡରେ ପ୍ରଗତି କ୍ରିକେଟ କ୍ଲବ କିରିତମାଲ ଦ୍ୱାରା ଆୟୋୟିତ ଦଶଦିନ ବ୍ୟାପି ଚାଲିଥିବା ପ୍ରଥମ ଅଣ୍ଡର-୨୨ କ୍ରିକେଟ ଟୁର୍ଣ୍ଣାମେଂଟରେ ଚିଖଲିକୁ ହରାଇ ଧୂଲୁଣ୍ଡା କ୍ରିକେଟ ଦଳ ଚମ୍ପିୟାନ ହୋଇଛି ।
Read More...

ପ୍ରେମ ନାଁରେ ପ୍ରତାରଣା ଅଭିଯୋଗ ଆଣିଲେ ପ୍ରେମିକା : ଗିରଫ ହେଲା ଅଭିଯୁକ୍ତ ପ୍ରେମିକ

ଝାରସୁଗୁଡ଼ା : ବିବାହର ପ୍ରଲୋଭନ ଦେଖାଇ ଜଣେ ୨୪ ବର୍ଷୀୟ ଅବିବାହିତ ଯୁବତୀଙ୍କୁ ପ୍ରତାରଣା କରିଛି ଯୁବକ ଏଭଲି ଅଭିଯୋଗ ଆସିଛି ଥାନକୁ । ସୂଚନା ଯୋଗ୍ୟ ଯେ, ବ୍ରଜରାଜନଗ ଠାରେ ଯୁବତୀଙ୍କ ସହ ଦୀର୍ଘ ୫ ବର୍ଷ ଧରି ପ୍ରେମ ସମ୍ପର୍କ ରଖିବା ପରେ ପ୍ରେମିକ ଜଣକ ପ୍ରେମିକାଙ୍କୁ ଠକି ଦେଇଛି ।
Read More...

ହାତଗୋଡ଼ ବାନ୍ଧି ଗାଡ଼ି ଚଢ଼ାଇ ନିର୍ମମ ହତ୍ୟା

ଝାରସୁଗୁଡ଼ା : ଝାରସୁଗୁଡ଼ା ଜିଲ୍ଲାର ଲଖନପୁର ଥାନା ଅନ୍ତର୍ଗତ ବେଲପାହାଡ଼ରେ ଜଣଙ୍କୁ ହାତଗୋଡ଼ ବାନ୍ଧି ଗାଡ଼ି ଚଢ଼ାଇ ନିର୍ମମ ହତ୍ୟା କରାଯାଇଥିବାର ଖବର ମିଳିଛି । ପ୍ରାପ୍ତ ସୂଚନା ଅନୁସାରେ ସୁନ୍ଦରଗଡ଼-କନିକା ରାସ୍ତା ଉପରେ ଗ୍ରିଣ୍ଡୋଲା ଗାଁ ଠାରୁ ଅଳ୍ପ ଦୂରରେ ଥିବା ମାଣିକେଶ୍ୱରୀ ମନ୍ଦିର
Read More...

ବାମରାରେ ନକଲି ନୋଟ କାରଖାନା ଠାବ : ୩ ଗିରଫ, ୯୬ ହଜାର ୩ ଶହ ନକଲି ଟଙ୍କା ଜବତ

ଝାରସୁଗୁଡା : ବାମରାରେ ନକଲି ନୋଟ କାରଖାନା ଠାବ ହୋଇଥିବା ବେଳେ ୯୬ ହଜାର ୩ ଶହ ନକଲି ଟଙ୍କା ଜବତ କରିଛି ଝାରସୁଗୁଡା ଜିଲ୍ଲା ବନହରପାଲି ପୋଲିସ ବୋଲି ସୂଚନା ମିଳିଛି । ସମ୍ବଲପୁର ବାମରାରେ ଏକ ନକଲି ନୋଟ କାରଖାନା ଠାବ ହୋଇଥିବା ବେଳେ ଏହି ମାମଲାରେ ୩ ଜଣ ଗିରଫ ହୋଇଛ‌ନ୍ତି । ଗିରଫ
Read More...

ପ୍ରେମୀ ଯୁଗଳଙ୍କୁ ବାନ୍ଧିଦେଲା ପବିତ୍ର ବିବାହ ବନ୍ଧନରେ ‘ଏଇତ ଜୀବନ’ ଚାରିଟେବୁଲ୍‌ ଟ୍ରଷ୍ଟ

ଝାରସୁଗୁଡ଼ା, (କେପିଏନ୍‌ଏସ୍‌) : ‘ଏଇତ ଜୀବନ’ ଚାରିଟେବୁଲ୍‌ ଟ୍ରଷ୍ଟ ପକ୍ଷରୁ ପ୍ରେମୀ ଯୁଗଳଙ୍କ ବାହାଘର ସଂପନ୍ନ ହୋଇଥିବା ବେଳେ ସ୍ଥାନୀୟ ଅଂଚଳରେ ସଂପୃକ୍ତ ଟ୍ରଷ୍ଟକୁ ପ୍ରଶଂସା କରାଯାଇଛି । ସୂଚନା ଅନୁସାରେ ପ୍ରେମୀ ଯୁଗଳ ଦୀର୍ଘ ବର୍ଷରୁ ଉଭୟେ ଉଭୟଙ୍କୁ ଭଲ ପାଉଥିବା ବେଳେ ପାରିବାରିକ
Read More...

କୋଭିଡ୍ ପରୀକ୍ଷା ନେଇ ଦୁଃଖ : ୩ ଘଂଟା କାଳ ହସ୍ପିଟାଲ ବାରଣ୍ଡାରେ ଗର୍ଭବତୀ ପଡ଼ି ରହିଲେ

ଝାରସୁଗୁଡ଼ା : ଝାରସୁଗୁଡ଼ା ମୁଖ୍ୟ ଚିକିତ୍ସାଳୟରେ କୋଭିଡ୍ ପରୀକ୍ଷା ଆଳରେ ଗୁରୁତର ରୋଗୀଙ୍କୁ ଅବହେଳା କରାଯାଇଥିବା ଅଭିଯୋଗ ହୋଇଛି । ତିନି ଘଂଟା ଧରି ହସ୍ପିଟାଲ ବାରଣ୍ଡାରେ ଛଟପଟ ହୋଇଛ‌ନ୍ତି ଜଣେ ଗର୍ଭବତୀ ମହିଳା । ସୂଚନା ଅନୁସାରେ ସ୍ଥାନୀୟ ବନ୍ଧବାହାଲ ଅଂଚଳର ପ୍ରୀତି କୁମ୍ଭାର ନା‌ମ୍ନୀ
Read More...