Browsing Tag

harabhanga news

ଜମିରୁ ଧାନ ଖାଇଲା ପରେ ଗାଁରେ ପଶି ଘର ଭାଙ୍ଗିଲେ ହାତୀ

ହରଭଙ୍ଗା, (କେପିଏନ୍‌ଏସ୍‌) : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ମାଧପୁର ରେଞ୍ଜ ତଳଗାଁ ଫରେଷ୍ଟ ସେକସନ୍‌ରେ ଆଜକୁ ପ୍ରାୟ ୨ ମାସ ହେଲା ହାତୀପଲ ଏରିଆ ଛାଡ଼ୁନାହାନ୍ତି । ଯେତେବେଳେ ଜମିବାଡ଼ିରେ ପାଚିଲା ଧାନ ଚାଷୀ ଅମଳ କରିବାକୁ ବସିଥିଲା ସେହି ସମୟରେ ହାତୀପଲ ଧାନ ଖାଇଗଲେ । ତେବେ ଆଜି ଶନିବାର
Read More...

କାଳ ହେଲା ବାଘ ଛାଲ ବେପାର : ଜଣକୁ ବାନ୍ଧିଲା ଏସ୍‌ଟିଏଫ୍ ଟିମ୍‌

ହରଭଙ୍ଗା, (କେପିଏନ୍‌ଏସ୍‌) : ବୌଦ୍ଧ ବନଖଣ୍ଡ ଅଧିନସ୍ଥ ମନମୁଣ୍ଡା ବନାଞ୍ଚଳରୁ ଚିତାବାଘ ଛାଲ ଜବତ କରିବା ସହ ଘଟଣାରେ ସଂପୃକ୍ତ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିୀଛି ଏସ୍‌ଟିଏଫ୍‌ ଟିମ୍‌ । ସୂଚନା ଅନୁଯାୟୀ ଚିତାବାଘ ଛାଲ ଚାଲାଣ ହେବାକୁ ଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ନିର୍ଦ୍ଧିଷ୍ଟ
Read More...

ଢୁଲିଆ ମହୁରୀଆ ଭେଟ୍‌ଘାଟ୍‌

ଓଡିଆ ସଂକୃତି ଓ ପରମ୍ପରାକୁ ଉଦଜୀବିତ କରିବ ଏହି କାର୍ଯ୍ୟକ୍ରମ ହରଭଙ୍ଗା, (କେପିଏନ୍‌ଏସ୍‌) : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ରାମଗଡ ଖେଳ ପଡିଆ ଠାରେ ଜିଲ୍ଲାସ୍ତରୀୟ ଢୁଲିଆ ମହୁରୀଆ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଅଂଚଳର ଅଧିଷ୍ଠାତ୍ରୀ ଦେବୀ ମାଁ ବୁଢ଼ୀ
Read More...

ଭୟଭୀତ କରି ମହିଳାଙ୍କ ଠାରୁ ସୁନା ଅଳଙ୍କାର ଲୁଟ : ଥାନାରେ ଲିଖିତ ଅଭିଯୋଗ

ହରଭଙ୍ଗା : ଦିନକୁ ଦିନ ରାସ୍ତା ଘାଟରେ ଅପରାଧିକାର କାର୍ଯ୍ୟ କଳାପ ବୃଦ୍ଧି ପାଉଥିବା ବେଳେ ପୋଲିସକୁ ଚକମା ଦେଖାଇ କିଛି ଅସାମାଜିକ ବ୍ୟକ୍ତି ବିଭିନ୍ନ ଅପରାଧିକାର କାର୍ଯ୍ୟରେ ଲିପ୍ତ ରହୁଥିବା ଏବଂ ଚୋରି କାର୍ଯ୍ୟଠୁ ଆରମ୍ଭ କରି ଲୁଟ ପାଟ ପର୍ଯ୍ୟନ୍ତରେ ବାରମ୍ବାର ବୃଦ୍ଧି ପାଉଥିବା ଭଳି ଖବର
Read More...

ଏଣିକି ଜିଲ୍ଲା ପ୍ରଶାସନ ଗାଈର ଯତ୍ନ ନେଉ, ଗୋଶାଳା ନୁହେଁ

ହରଭଙ୍ଗା, (କେପିଏନ୍‌ଏସ୍‌) : ଗୋମାତାଙ୍କ ସୁରକ୍ଷା ଓ ଯତ୍ନ ନେଇ ବୌଦ୍ଧ ଜିଲ୍ଲାରେ ଏକମାତ୍ର ଗୋଶାଳା ରହିଥିବା ବେଳେ ଜିଲ୍ଲାର ହରଭଙ୍ଗା ବ୍ଲକ ମଥୁରା ପଂଚାୟତ ଦାନ୍ତପାଲି ଗ୍ରାମରେ ରହିଛି ଏହି ମାହେଶ୍ୱରୀ ଗୋଶାଳା । ସରକାରଙ୍କ ପକ୍ଷରୁ ଉକ୍ତ ଗୋଶାଳାକୁ ଗୋରୁଗାଈଙ୍କ ଥଇଥାନ ପାଇଁ ୨୦୨୨/୨୩
Read More...

ଦୁଇ ମହାପୁରୁଷଙ୍କ ଜୟନ୍ତୀ ଅବସରରେ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ : ଚାରିଛକ ବଜାର ସଫା କଲେ ହରଭଙ୍ଗା…

ହରଭଙ୍ଗା, (କେପିଏନ୍‌ଏସ୍‌) : ଅକ୍ଟୋବର ୨ ତାରିଖ ଜାତିର ପିତା ମହାତ୍ମା ଗାନ୍ଧୀ ଓ ଲାଲ ବହାଦୁର ଶାସ୍ତ୍ରୀଙ୍କ ଜନ୍ମ ଜୟନ୍ତୀ ଅ ବସରରେ ହରଭଙ୍ଗା ବ୍ଲକ ପ୍ରଶାସନ ପକ୍ଷରୁ ଦୁଇ ମହାପୁରୁଷଙ୍କ ଜନ୍ମ ଜୟନ୍ତୀ ଓ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବ୍ଲକ
Read More...

ଅଡ଼େନିଗଡ଼ ଗ୍ରାମ ପଞ୍ଚାୟତ ପକ୍ଷରୁ “ସ୍ୱଚ୍ଛତା ହିଁ ସେବା” କାର୍ଯ୍ୟକ୍ରମ ଅନୁଷ୍ଠିତ

ହରଭଙ୍ଗା, (କେପିଏନ୍‌ଏସ୍‌) : ଶନିବାର ଦିନ ହରଭଙ୍ଗା ବ୍ଲକ ଆଡ଼େନିଗଡ଼ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ସ୍ୱଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗ୍ରାମପଞ୍ଚାୟତ ନିର୍ବାହୀ ଅଧିକାରୀ ଦିଲ୍ଲୀପ କୁମାର ମଲିକଙ୍କ ତତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଇଊଋଙ ଅକ୍ଷୟ
Read More...

କୀଟ ଦେହରେ ଜଗନ୍ନାଥଙ୍କ ଛବି : ଲୋକଙ୍କ ଜବରଦସ୍ତ ଭିଡ଼

ହରଭଙ୍ଗା : କୀଟ ଦେହରେ ଜଗନ୍ନାଥଙ୍କ ଛବି । ଏହି କଥା ଟା ଶୁଣି ଆପଣଙ୍କୁ ନିଶ୍ଚୟ ଆଶ୍ଚର୍ଯ୍ୟ ଲାଗୁଥାଇ ପାରେ । ହଁ ଏହି କଥାଟି ସତ ହୋଇଥିବା ବେଳେ ଏହା ହରଭଙ୍ଗା ବାଣିଗୋଛା ଗ୍ରାମର ସନ୍ତୋଷ ପୃଷ୍ଟିଙ୍କ ଘର ଅଗଣାରେ ଦେଖା ଦେଇଛି । ସନ୍ତୋଷ ପୃଷ୍ଟିଙ୍କ ଘର ଅଗଣାରେ ଦେଖା ଦେଇଥିବା ଏହି କିଟର
Read More...

ମହାନଦୀରେ ଘଡ଼ିଆଳ କୁମ୍ଭୀର

ବନ ବିଭାଗ ରଖିଛି ନଜର, ସାତକୋଶିଆ ଗଣ୍ଡରୁ ଆସିଥିବା ଅନୁମାନ ହରଭଙ୍ଗା, (କେପିଏନ୍‌ଏସ୍‌) : ମହାନଦୀରେ ବୁଲୁଛି ଘଡିଆଳ କୁମ୍ଭୀର । ଭୟଭୀତ ନଦୀ କୁଳିଆବାସୀ । କୁମ୍ଭୀରର ଗତି ଵିଧିକୁ ନଜର ରଖିଛି ବନ ବିଭାଗ । ସୂଚନା ମତେ ହରଭଙ୍ଗା ବ୍ଲକ କରଡ଼ି ଶିବମନ୍ଦିର ମହାନଦୀ ଘାଟରେ ଏକ ୧୨ ଫୁଟ୍
Read More...

ପୋଲିସ ପରିଚୟ ଦେଇ ଲୋକଙ୍କୁ ଠକୁଥିବା ଠକକୁ ଧରି ପୋଲିସ ଜିମା ଦେଲେ ଲୋକେ

ହରଭଙ୍ଗା, (କେପିଏନ୍‌ଏସ୍‌) : ନିଜକୁ ପୋଲିସ ପରିଚୟ ଦେଇ ଲୋକଙ୍କୁ ଭୟଭୀତ କରୁଥିଲା । ଏପରିକି ବିଭିନ୍ନ ସମୟରେ ସୁଯୋଗ ନେଇ ବାଇକ ଛଡାଇ ଲୁଟ ମଧ୍ୟ କରୁଥିଲା । ଏମିତି ଏକ ଘଟଣା ସାଧାରଣରେ ଚର୍ଚ୍ଚା ହେଉଛି । କିନ୍ତୁ ଆଜି ସବୁ ନାଟକ ଧରା ପଡିଯିବାରୁ ନିର୍ଦ୍ଧୁମ ଛେଚିଲେ ଲୋକେ । ସମ୍ପୃକ୍ତ
Read More...