Browsing Tag

dhenkanal news

ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ ତରଫରୁ ‘ଆଜାଦୀ କା ଅମୃତ ମହୋତ୍ସବ’ ପାଳନ

ଢେଙ୍କାନାଳ, (କେପିଏନ୍‌ଏସ୍‌) : ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ ତରଫରୁ "ଆଜାଦୀ କା ଅମୃତ ମହୋତ୍ସବ' ପାଳନ କରାଯାଇଛି । ଏହି ଅବସରରେ ଏକ ରୋଡ଼ ସୋ ଆୟୋଜିତ ହୋଇଥିଲା । ଏଥିରେ ଢେଙ୍କାନାଳ ମୁଖ୍ୟ ଶାଖା, ଢେଙ୍କାନାଳ ବଜାର ଶାଖା, ମହିଷପାଟ କୃଷି ବିକାଶ ଶାଖା, କୋର୍ଟ ଏରିଆ ଶାଖା ତଥା ଏସବିଆଇ
Read More...

ଗଛରେ ରାକ୍ଷୀ ବାନ୍ଧିଲେ ପରିବେଶବିତ ଶୁଭ୍ରାଂଶୁ ଶତପଥୀ

ଢେଙ୍କାନାଳ, (କେପିଏନ୍‌ଏସ୍‌) : ସବୁଜ ପୃଥିବୀର ଗଠନରେ ଆଉ ଏକ ପାଦ । ଜନସଂଖ୍ୟା ବୃଦ୍ଧି ସାଙ୍ଗକୁ ଲୋକଙ୍କ ଚାହିଦା ଏବଂ ଆବଶ୍ୟକ ପୂରଣ ନେଇ ଜଙ୍ଗଲ କ୍ରମଶଃ ହ୍ରାସ ପାଇବାକୁ ବସିଲାଣି । ତେବେ ଏଭଳି ସମୟରେ ସବୁଜ ବିକଳ୍ପ ପାଇଁ ବିଭିନ୍ନ ପ୍ରୟାସ ଜାରି ରଖିଛନ୍ତି ଜାତିସଂଘ ପୁରସ୍କାରପ୍ରାପ୍ତ
Read More...

ଜଳସ୍ରୋତରେ ଭାସି କାଉଡିଆ ନିଖୋଜ

ଢେଙ୍କାନାଳ, (କେପିଏନ୍‌ଏସ୍‌) : ପରଜଙ୍ଗ ଥାନା କୁଆଳୋ ଗ୍ରାମ ନିକଟସ୍ଥ ରେଙ୍ଗାଲୀ ବାମ କେନାଲରୁ ଜଳଲାଗି ପାଇଁ ପାଣି ଉଠାଉଥିବା ବେଳେ ଦୁଇ ଜଣ କାଉଡିଆ ଜଳ ସ୍ରୋତରେ ଭାସି ଯାଇଥିବା ଜଣାପଡିଛି । କେନାଲରେ ଭାସି ଯାଇ ନିଖୋଜ ଥିବା କାଉଡିଆ ଜଣଙ୍କ ତାଳଚେର ଆଇଟିଆଇ ଛକ ଅଂଚଳର ମହେଶ୍ୱର ବାରିକ
Read More...

ନଦୀରେ ବୁଡ ପକାଇବା ବେଳେ ବୁଡିଗଲେ କାଉଡିଆ, ଉଦ୍ଧାର ହେଲା ମୃତଦେହ

ଢେଙ୍କାନାଳ, (କେପିଏନ୍‌ଏସ୍‌) : ଢେଙ୍କାନାଳ ଜିଲ୍ଲାରେ ବୁଡ଼ ପକାଇବା ବେଳେ ଘଟିଛି ଏକ ଅଘଟଣ । ସୂଚନା ଅନୁସାରେ ପ୍ରସିଦ୍ଧ ଶୈବପୀଠ କପିଳାଶରେ ଜଳଲାଗି ପାଇଁ ବ୍ରାହ୍ମଣୀ ନଦୀର କମାଗରା ଘାଟରେ ବୁଡ଼ ପକାଇବା ବେଳେ ଜଣେ କାଉଡ଼ିଆ ବୁଡି ଯାଇଥିଲେ । ତାଙ୍କ ମୃତଦେହ ସଦର ଥାନା ଅନ୍ତର୍ଗତ ରଣପଶି
Read More...

ସରସ୍ୱତୀ ଶିଶୁ ମନ୍ଦିରର ୨୩ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

ଢେଙ୍କାନାଳ, (ତାପସ ଦାସ) : ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ମନ୍ଦାରରେ ଥିବା ସରସ୍ୱତୀ ଶିଶୁ ମନ୍ଦିରର ୨୩ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥିମାନେ ଭାରତମାତାଙ୍କ ଫୋଟୋ ଚିତ୍ରରେ ପ୍ରଦୀପ ପ୍ରଜ୍ୱଳନ କରିଥିଲେ । ଶିଶୁ ମନ୍ଦିରର ସମ୍ପାଦକ ବାର୍ଷିକ ବିବରଣୀ ପାଠ
Read More...

କଟୁରୀରେ ହାଣି ସ୍ତ୍ରୀର ମୁଣ୍ଡ ଗଣ୍ଡି ଅଲଗା କରିଦେଲା ନୃଶଂସ ସ୍ଵାମୀ

ଢେଙ୍କାନାଳ, (କେପିଏନ୍‌ଏସ୍‌) : ଢେଙ୍କାନାଳ ଜିଲ୍ଲା ଗଁନ୍ଦିଆ ଚନ୍ଦ୍ରଶେଖରପୁରରେ ନିଜ ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ବିଭତ୍ସ ଭାବେ ହତ୍ୟା କଲା ନୃଶଂସ ସ୍ଵାମୀ । ସ୍ତ୍ରୀର କଟାମୁଣ୍ଡ ଧରି ଜୋରନ୍ଦା ଫାଣ୍ଡିକୁ ଯାଉଥିବା ବେଳେ ଖଙ୍କିରା ନିକଟରେ ଅଭିଯୁକ୍ତ ସ୍ଵାମୀକୁ କାବୁ କଲେ ସ୍ଥାନୀୟ
Read More...

ହାତୀ ଛୁଆ ମୃତ

ଢେଙ୍କାନାଳ : କିଛିଦିନ ପୂର୍ବରୁ ସାତକୋଶିଆ ଅଭୟାରଣ୍ୟରେ ହାତୀ ମୃତ୍ୟୁ ଚର୍ଚ୍ଚାର ବିଷୟ ପାଲଟିଥିଲା । ଏବେ ସେହି ସାତକୋଶିଆରୁ କପିଳାସକୁ ଅଣାଯାଇଥିବା ଏକ ହାତୀ ଛୁଆର ମୃତ୍ୟୁ ଘଟିଛି । ସଂପୂର୍ଣ୍ଣ ଶରୀର ସଂକ୍ରମଣ ହୋଇଯିବାରୁ ହାତୀଟିର ମୃତ୍ୟୁ ହୋଇଥିବା ଜିଲ୍ଲା ବନଖଣ୍ତ ଅଧିକାରୀ
Read More...

ବାଘକୁ ଶିକାର କରିଥିବା ସନ୍ଦେହ କରି ୩ ଜଣଙ୍କୁ ଉଠାଇନେଲା ବନ ବିଭାଗ

ହିନ୍ଦୋଳ : ଗାଁର ୩ଜଣ ବ୍ୟକ୍ତିଙ୍କୁ ବନ ବିଭାଗ ଉଠାଇ ନେଇଥିବା ପ୍ରତିବାଦରେ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ବାଉଁଶପୋଖରୀ କର୍ଣ୍ଣପୁର ବନାଞ୍ଚଳ ବିଟ୍‌ଠାରେ ଶୁକ୍ରବାର ଗ୍ରାମବାସୀଙ୍କ ପକ୍ଷରୁ ହିନ୍ଦୋଳ-ଅନୁଗୋଳ ରାସ୍ତାକୁ ଅବରୋଧ କରାଯାଇଛି । ସୂଚନାନୁସାରେ ଦୁଇ ଦିନ ତଳେ ବାଉଁଶପୋଖରୀ
Read More...

ବିଦ୍ୟୁତ୍‌ ଆଘାତରେ ଚାଲିଗଲା କର୍ମଚାରୀଙ୍କ ଜୀବନ

ହିନ୍ଦୋଳ : ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଏନ୍‌ଏସି ଅନ୍ତର୍ଗତ ଚରଣପୁରରେ ବିଦ୍ୟୁତ୍‌ ଖୁଣ୍ଟରେ ଚଢ଼ି କାର୍ଯ୍ୟ କରୁଥିବା ବେଳେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଜଣେ କର୍ମଚାରୀଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ସେ ହେଲେ ସୁକାନ୍ତ ସାହୁ (୩୫) । ଅନ୍ୟପକ୍ଷେ ମୃତକଙ୍କ ପରିବାର ଲୋକଙ୍କୁ
Read More...

ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୪ତମ ଶ୍ରାଦ୍ଧଉତ୍ସବ ପାଳିତ

ଢେଙ୍କାନାଳ : ଆଜି ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୪ ତମ ଶ୍ରାଦ୍ଧଉତ୍ସବ ଢେଙ୍କାନାଳରେ ପାଳିତ ହୋଇ ଯାଇଛି । ଏହି ଅବସରରେ ଭାଗିରଥି ସାଗର କୂଳରେ ତିଳ ତର୍ପଣ କରାଯାଇଥିଲା । ପରେ ଗୋପବନ୍ଧୁ ଟାଉନ ହଲ ପରିସରରେ ଜିଲ୍ଲାପାଳ ସରୋଜ କୁମାର ସେଠୀ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ
Read More...