Browsing Tag

dhenkanal news

ଅନୁଗୋଳ ଢେଙ୍କାନାଳ ଜିଲ୍ଲାର ଡେଲି ପାସେଞ୍ଜର ଆସୋସିଏସନ୍‌ର ବୈଠକ

ଢେଙ୍କାନାଳ, (ତାପସ ଦାସ) : ଢେଙ୍କାନାଳ ଦଧିବାମନ ମଠ ପ୍ରାଙ୍ଗଣରେ ଢେଙ୍କାନାଳ ଅନୁଗୋଳ ପାସେଞ୍ଜର ଆସେସିଏସ୍‌ର ଏକ ଜରୁରୀ କାଳୀନ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସଭାପତି ଲକ୍ଷ୍ମୀ ପ୍ରସାଦ ପଟ୍ଟନାୟକ, ସମ୍ପାଦକ ରମାକାନ୍ତ ସାହୁ, ଉପସଭାପତି ବଦ୍ରି ନାରାୟଣ ମିଶ୍ରଙ୍କ
Read More...

ଗଂଦିଆରେ ବିଜେଡିର ପ୍ରତିଷ୍ଠା ଦିବସ ପାଳନ

ଢେଙ୍କାନାଳ (ତାପସ ଦାସ) : ଗଂଦିଆ ବିଜୁ ଜନତା ଦଳ ତରଫରୁ ଗଂଦିଆ ମିନି ଷ୍ଟାଡିୟମରେ ୨୫ତମ ପ୍ରତିଷ୍ଠା ଦିବସ ପାଳନ କରାଯାଇଛି । ଏହି କାର୍ୟ୍ୟକ୍ରମରେ ବିଧାୟକ ସୁଧୀର କୁମାର ସାମଲଙ୍କ ନେତୃତ୍ୱରେ ଓ ଗଂଦିଆ ବ୍ଲକ ସଭାପତି ବିଶ୍ୱ ନାଥ ଜେନାଙ୍କ ସଭାପତିତ୍ୱରେ ଆଜି ବିଜୁ ଜନତା ଦଳର ପ୍ରତିଷ୍ଠା
Read More...

ଖଙ୍କିରା ଗ୍ରାମରେ ମିଶନ ଶକ୍ତି ବୈଠକ

ଢେଙ୍କାନାଳ, (ତାପସ ଦାସ) : ଢେଙ୍କାନାଳ ଜିଲ୍ଲା ଗଂଦିଆ ବ୍ଲକ ଖଙ୍କିରା ପଞ୍ଚାୟତର ବିଭିନ୍ନ ଗ୍ରାମରେ ସ୍ୱୟଂ ସହାୟିକା ଗୋଷ୍ଠୀ ମଧ୍ୟରେ ଗତକାଲି ଗ୍ରାମ୍ୟସ୍ତରୀୟ ସଚେତନ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଭିନ୍ନ ଅନ୍ତର୍ଭୁକ୍ତିକରଣ ଏହାର ମୂଳ ଲକ୍ଷ୍ୟ ରହିଛି ବୋଲି ମତ ପ୍ରକାଶ
Read More...

ଚତୁର୍ଥ ଦିନରେ ଖଙ୍କିରା କପ୍‌ କ୍ରିକେଟ ଟୁର୍ଣ୍ଣାମେଣ୍ଟ

ଢେଙ୍କାନାଳ, (ତାପସ ଦାସ) : ଗଁନ୍ଦିଆ ବ୍ଲକ ଅଧିନସ୍ଥ ଖଙ୍କିରାଠାରେ ଚାଲିଥିବା ୨୯ତମ ଖଙ୍କିରା କପ୍‌ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟରେ ଚତୁର୍ଥ ଦିନର ଖେଳ ଏମ୍‌ସିସି କଟକ ସହ ମାର୍ଥା ପୁର (ଜିରାଜ)ର ଖେଳ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ଟସ୍‌ ଜିତି ଏମ୍‌ସିସି କଟକ ୧୫ ଓଭରରେ ୧୧୦ ରନ ସଂଗ୍ରହ
Read More...

ଗଂଦିଆ ବ୍ଲକରେ ବାରମ୍ବାର ହାତୀ ମଡ଼କ : ବନ ବିଭାଗର ଅବହେଳା ଅଭିଯୋଗ

ଢେଙ୍କାନାଳ, (ତାପସ ଦାସ) : ଗଂଦିଆ ବ୍ଲକରେ ବାରମ୍ବାର ଦେଖିବାକୁ ମିଳୁଛି ହାତୀ ମଡକ । ଉକ୍ତ ବ୍ଲକରେ ବିଗତ ଦୁଇ ମାସ ମଧ୍ୟରେ ୩ ଗୋଟି ହାତୀଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି ପୁଣି ଏକ ହାତୀର ମୃତ୍ୟୁ ଖବର ଆସିଛି । ହାତୀ ମାନଙ୍କର ଏପରି ଅଭାବନୀୟ ମୃତ୍ୟୁ ପଶୁ ପ୍ରେମୀ ମାନଙ୍କ ମଧ୍ୟରେ
Read More...

ନିଆଁରେ ପୋଡି ବିବାହିତା ମହିଳା ଗୁରୁତର

ଢେଙ୍କାନାଳ, (ତାପସ ଦାସ) : ନିଆଁରେ ପୋଡିହୋଇ ବିବାହିତା ମହିଳା ଗୁରୁତର । ଗୁରୁତର ମହିଳା ହେଲେ କାମାକ୍ଷାନଗର ଥାନା ବାଇସିଙ୍ଗା ଗ୍ରାମର ସୁଭଦ୍ରା ଦେହୁରୀ । ସୂଚନା ଅନୁସାରେ ସକାଳେ ଘରେ ଚୁଲି ଲଗାଇ ଚା' ତିଆରି କରୁଥିବା ବେଳେ ଅସାବଧାନତା ବସତ ପ୍ରଥମେ ଲୁଗା ଓ ପରେ ହାତ, ଗୋଡରେ ନିଆଁ
Read More...

୨୯ତମ ଖଙ୍କିରା କପ୍‌ ଦ୍ୱିତୀୟ ଦିବସରେ

ଢେଙ୍କାନାଳ, (ତାପସ ଦାସ) : ଗଁଦିଆ ବ୍ଲକ୍ ଅନ୍ତର୍ଗତ ଖଙ୍କିରା ଖେଳପଡ଼ିଆରେ ଆଜି ୨ୟ ଦିନର ଲିଗ୍‌ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି । ଆଜିର ଖେଳ ସାଲେପୁର କ୍ରିକେଟ କ୍ଳବ ଓ ସୋଲର କ୍ରିକେଟ କ୍ଳବ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ଟସ୍‌ ଜିତି ସେଲର କ୍ରିକେଟ କ୍ଳବ ୨୦ ଓଭରରେ ସମସ୍ତ ଉଇକେଟ
Read More...

୨୯ତମ ଖଙ୍କିରା କପ୍‌ ଆୟୋଜିତ

ଢେଙ୍କାନାଳ, (ତାପସ ଦାସ) : ମାରୁତି ସ୍ପୋଟର୍ସ ଖଙ୍କିରା ତଥା ଅଞ୍ଚଳବାସୀଙ୍କ ସହାୟତା କ୍ରମେ ୨୯ତମ ଖଙ୍କିରା କପ୍‌ କ୍ରିକେଟ ଅନୁଷ୍ଠିତ ହୋଇଯାଇଛି । ଏହି ଖେଳକୁ ଭୁବନେଶ୍ଵର ଅଂଚଳର ଯୁବ ସମାଜସେବୀ ରାମକୃଷ୍ଣ ଦାସ ଉଦ୍‌ଘାଟନ କରିଥିଲେ । ଗତକାଲିର ପ୍ରଥମ ମ୍ୟାଚ କପାସଟିକିରି (ଯାଜପୁର) ଓ
Read More...

ମର୍ମନ୍ତୁଦ ଦୁର୍ଘଟଣା : ବାଇକ ଚାଳକ ମୄତ

ଢେଙ୍କାନାଳ, (ତାପସ ଦାସ) : ଆଜି ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ବଣସିଂହ ପାଟରାଣୀ ମନ୍ଦିର ନିକଟରେ ଏକ ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ମୄତ ବ୍ୟକ୍ତି ଜଣଙ୍କ ଆତିଣ୍ଡା ଗ୍ରାମର ବୈରାଗୀ ବେହେରାଙ୍କ ପୁଅ ବଳରାମ ବେହେରା(୩୧) । ସୂଚନା ଅନୁଯାୟୀ ବଳରାମ ଆଜି ନିଜ ଆପାଚି
Read More...

ଦରହ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ କାର୍ଯ୍ୟର ଶୁଭାରମ୍ଭ

ଢେଙ୍କାନାଳ, (ତାପସ ଦାସ) : ଆଜି ଢେଙ୍କାନାଳ ଜିଲ୍ଲାର ଉପାନ୍ତ ବନଭୂମି ଅଞ୍ଚଳରେ ଥିବା ବେଗା, ଲାଉଲେଇ, ଖଂକୀରାଗ୍ରାମ ପଞ୍ଚାୟତରେ କୃଷିର ଉନ୍ନତି ପାଇଁ ର୍ଦୀଘ ବର୍ଷରୁ ଅଭିଳାଷ ଥିବା ଦରହ କ୍ଷୁଦ୍ର ଜଳସେଚନ ପ୍ରକଳ୍ପର ଶୁଭାରମ୍ଭ ଆଜି ବିଧାୟକ ଢେଙ୍କାନାଳ ସୁଧୀର ସାମଲଙ୍କ ଦ୍ୱାରା
Read More...