Browsing Tag

deogoan news

ବ୍ରାହ୍ମଣୀପାଲିରେ ଅଖିଳ ଭାରତୀୟ ସଚେତନତା ଏବଂ ପ୍ରାଧିକରଣ କାର୍ଯ୍ୟକ୍ରମ

ଦେଓଗାଁ, (ମନୀଷ କୁମାର ସାହୁ) : ସୋମବାର ଦିନ ୧୦ଟା ସମୟରେ ଉଡାର ପଞ୍ଚାୟତ ବ୍ରାହ୍ମଣୀପାଳିରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ବଲାଙ୍ଗିର ତରଫରୁ ଏକ ଆଇନ ସଚେତନ ଶିବିର ଅନୁଷ୍ଠିତ ହୋଇଥିଲା । ଏହା ଅଖିଳ ଭାରତୀୟ ସଚେତନତା ଏବଂ ପ୍ରାଧିକରଣ କାର୍ଯ୍ୟକ୍ରମ ଆଜାଦିର ୭୫ତମ ସ୍ୱାଧୀନତା ଉପଲକ୍ଷେ
Read More...

କୁଡ଼ାସିଂହାରେ ଦୁର୍ଗାପୂଜା ପାଇଁ କଳସ ଶୋଭାଯାତ୍ରା

ଦେଓଗାଁ, (ମନୀଷ କୁମାର ସାହୁ) : ସୋମବାର ଦିନ କୁଡାସିଂହା ସାର୍ବଜନୀନ ଦୁର୍ଗାପୂଜା କମିଟୀ ତରଫରୁ କରୋନା କଟକଣାକୁ ଦୃଷ୍ଟିରେ ରଖି ରୀତିନୀତି ଅନୁଯାୟୀ ନିରାଡମ୍ବର ଭାବରେ ୩୧ତମ ଦୁର୍ଗା ପୂଜା ପାଇଁ କଳସ ଶୋଭା ଯାତ୍ରା ଶେଷ ହୋଇଯାଇଛି । ପୂଜା କର୍ତ୍ତା ଭାବେ ଲକ୍ଷ୍ମଣ ପଧାନ ଏବଂ ଶ୍ରୀମତୀ
Read More...

ଜରାସିଂହା ପାଟଖଣ୍ଡା ଯାତ୍ରା ପାଇଁ ସାମ୍ବାଦିକ ସମ୍ମିଳନୀ : ଗତ ବର୍ଷ ଭଳି ଏବର୍ଷ ମଧ୍ୟ କୋଭିଡ଼ କଟକଣା ସହ ହେବ ଯାତ୍ରା

ଦେଓଗାଁ, (ମନୀଷ କୁମାର ସାହୁ) : ବହୁ ପ୍ରତିକ୍ଷିତ ଦେଓଗାଁ ବ୍ଳକର ଜରାସିଂହା ପାଟଖଣ୍ଡା ଯାତ୍ରା ପାଇଁ ରବିବାର ଦିନ ୧୧ଟା ସମୟରେ ଜରାସିଂହା ସ୍ଥିତ ମିନି ଷ୍ଟାଡିୟମରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ କମିଟି ସଭାପତି ପୁରୁଷୋତ୍ତମ ଥନାପତି, ସଂପାଦକ
Read More...

ପୀତବାସ ପାଣିଗ୍ରାହୀଙ୍କ ପରଲୋକ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଜରାସିଂହା ଗାଁର ସମାଜସେବୀ ପୀତବାସ ପାଣିଗ୍ରାହୀ(୮୬) ରବିବାର ଦିନ ୨ଟା ୩୦ମିନିଟରେ ନିଜ ବାସଭବନରେ ବାର୍ଦ୍ଧକ୍ୟ ଜନିତ ଯୋଗୁଁ ପରଲୋକ ହୋଇଯାଇଛି । ଶେଷ ସମୟରେ ତାଙ୍କ ସ୍ତ୍ରୀ ଶାନ୍ତି, ପୁଅ ସନ୍ତୋଷ, ବୋହୂ, ସହ ଜଣେ ପୁଅ ଓ ପାଞ୍ଚ ଝିଅ
Read More...

ବେଆଇନ ମୋରୁମ୍ ଚୋରା ଚାଲାଣ ଉପରେ ତହସିଲଦାରଙ୍କ ଚଢ଼ାଉ : ଗୋଟିଏ ଟ୍ରାକ୍ଟରରୁ ୨୫ହଜାର ୧୧୧ ଟଙ୍କା ଜରିମାନା ଆଦାୟ 

ଦେଓଗାଁ, (ମନୀଷ କୁମାର ସାହୁ) : ଗୁରୁବାର ଦିନ ବେଆଇନ ଭାବେ ମୋରୁମ୍ ଚୋରା ଚାଲାଣ ହେଉଥିବା ବେଳେ ଦେଓଗାଁ ବ୍ଲକ୍ କୁତୁର୍ଲା ପଞ୍ଚାୟତ ବହଲି ନିକଟରେ ଦେଓଗାଁ ତହସିଲଦାର ଯୁଗଲ କିଶୋର ବିଶ୍‌ଶ୍ୱାଲ ଓ ଜରାସିଂହା ଆର୍‌ଆଇ ଅଧିର ନାଏକ ଟ୍ରାକ୍ଟର (ଓଡ଼ି ୦୩ ସି ୧୯୭୭) ଜବତ କରି ଗାଡି
Read More...

ଦେଓଗାଁ ବ୍ଳକରେ ୩୫ଜଣ ଶିକ୍ଷକଙ୍କ ପଦୋନ୍ନତି : ଆସି ନାହିଁ ନୂଆ ଶିକ୍ଷକ, ପଦୋନ୍ନତି ଦେଇ ଶିକ୍ଷା ବିଭାଗ ଚୁପ

ଶିକ୍ଷକ ଆବଶ୍ୟକତା ୪୮୮, ଅଛନ୍ତି ୩୮୬ଦେଓଗାଁ, (ମନୀଷ କୁମାର ସାହୁ) : ଦୀର୍ଘ ବର୍ଷ ହେଲା ଦେଓଗାଁ ବ୍ଳକରେ ଶିକ୍ଷକ ପଦବୀ ଖାଲି ଅଛି । କ୍ରମଶଃ ଭାବେ ସ୍କୁଲ ସଂଖ୍ୟା ସହ ଛାତ୍ରଛାତ୍ରୀ ସଂଖ୍ୟ ବୃଦ୍ଧି ପାଉଥିବା ବେଳେ ଶିକ୍ଷକ ସଂଖ୍ୟା ବୃଦ୍ଧି ପାଉନାହିଁ । ଅପର ପକ୍ଷେ ଦେଓଗାଁ ବ୍ଳକର ୩୫ ଜଣ
Read More...

ଦେଓଗାଁରେ ମୃତ୍ତିକା ସ୍ୱାସ୍ଥ୍ୟ ଓ ତାର ପରିଚାଳନା ସମ୍ବନ୍ଧୀୟ କୃଷକ ସଚେତନତା ପ୍ରଶିକ୍ଷଣ ଶିବିର

ଦେଓଗାଁ, (ମନୀଷ କୁମାର ସାହୁ) : ମଙ୍ଗଳବାର ୧୦ଟା ସମୟରେ ଦେଓଗାଁ ବ୍ଳକ ହାତୀସରା ପଞ୍ଚାୟତର ହାତୀସରା ଗାଁରେ ମୃତ୍ତିକା ସ୍ୱାସ୍ଥ୍ୟ ଓ ତାର ପରିଚାଳନା ସମ୍ବନ୍ଧୀୟ ସଚେତନତା ଶିବର ଅନୁ‌ଷ୍ଠିତ ହୋଇଯାଇଛି । ଏହି ଶିବିରକୁ ଦେଓଗାଁ ବ୍ଳକ କୃଷି ଅଧିକାରୀ ବାବାଜୀ ସେଠୀ ଆନୁଷ୍ଠାନିକ ଭାବେ
Read More...

ବେଆଇନ ବାଲି ଚୋରା ଚାଲାଣ ଉପରେ ତହସିଲଦାରଙ୍କ ଚଢ଼ାଉ : ୩ ଟ୍ରାକ୍ଟରରୁ ୩୦ହଜାର ୩୩୩ ଟଙ୍କା ଆଦାୟ

ଦେଓଗାଁ, (ମନୀଷ କୁମାର ସାହୁ) : ବୁଧବାର ଦିନ ବେଆଇନ ଭାବେ ବାଲି ଚୋରା ଚାଲାଣ ହେଉଥିବା ବେଳେ ଦେଓଗାଁ ତହସିଲଦାର ଯୁଗଲ କିଶୋର ବିଶ୍ୱାଲ ଓ ଜରାସିଂହା ଆର୍‌ଆଇ ଅଧିର ନାଏକ ୩ଟି ଟ୍ରାକ୍ଟର ଜବତ କରି ଟ୍ରାକ୍ଟର ମାଲିକମାନଙ୍କଠାରୁ ଜରିମାନା ଆଦାୟ କରିଛନ୍ତି । ବାଲି ଚୋରା ଚାଲାଣ
Read More...

ଗୋଣ୍ଡୱାନା ଗୋଣ୍ଡ ମହାସଭା ପକ୍ଷରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ

ଦେଓଗାଁ, (ମନୀଷ କୁମାର ସାହୁ) : ରବିବାର ଦିନ ୧୦ଟା ସମୟରେ ଅଖିଳ ଭାରତୀୟ ଗୋଣ୍ଡୱାନା ଗୋଣ୍ଡ ମହାସଭା ଦେଓଗାଁ ବ୍ଲକ ଅନ୍ତର୍ଗତ ଡୁମେରପିଟା ସର୍କଲ ତରଫରୁ ଡୁମେରପିଟାରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ସର୍କଲ ସଭାପତି ପଞ୍ଚାନନ ଧରୁଆ
Read More...

ବଲାଙ୍ଗିର ସଦର ବ୍ଲକର ବିଭିନ୍ନ ଗାଁରେ ପୋଷଣ ମାସ ସଚେତନ କାର୍ଯ୍ୟକ୍ରମ

ଦେଓଗାଁ, (ମନୀଷ କୁମାର ସାହୁ) : ବଲାଙ୍ଗିର ସଦର ବ୍ଲକ୍ ପ୍ରତାପପୁର, କୁଡ଼ାସିଂହା, ବୁଡ଼ିଘାଟ, କର୍ଲାପିଟା, ଫୁଲଝରନ, ଧଅରାଦାଦର୍, ବନ୍ଧକେଡା, ନାଇକେନପାଲି, ବାଗଭାଡ଼ି, କୁନ୍ଦପାଣି ପ୍ରମୁଖ ଗାଁରେ ଗତ ସେପ୍ଟେମ୍ବର ମାସରୁ ରିଲାଏନ୍ସ ଫାଉଣ୍ଡେସନ ଓ ଓଡ଼ିଶା ଜୀବିକା ମିଶନ ବଲାଙ୍ଗିର
Read More...