ବିରଳ ରକ୍ତ (ଓ ନେଗେଟିଭ) ରକ୍ତଦାନ କରି ଜୀବନ ବଞ୍ଚାଇଲେ ଯୁବ ସ୍ଵେଚ୍ଛସେବୀ ନିତ୍ୟାନନ୍ଦ ଷଡ଼ଙ୍ଗୀ
ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ସାଲେପାଲି ଗାଁର ଯୁବ ସ୍ଵେଚ୍ଛାସବୀ ନିତ୍ୟାନନ୍ଦ ଷଡଙ୍ଗୀ ବୁଧବାର ଦିନ ଭୁବନେଶ୍ୱର ଏମସ ହସ୍ପିଟାଲକୁ ଯାଇ ଜଣେ ରୋଗୀଙ୍କୁ ବିରଳ ରକ୍ତବର୍ଗ (ଓ ନେଗେଟିଭ) ପ୍ଲାଟଲେଟ ଦାନ କରିଛନ୍ତି । ବୌଦ୍ଧ ଜିଲ୍ଲା ମାନେଶ୍ୱରର ମିନି ଦାଶଙ୍କୁ ସେ ଚାରି ଶହ!-->…
Read More...
Read More...