Browsing Tag

deogoan news

ଦେଓଗାଁ ବ୍ଲକରେ ଆଜି ୪ଜଣ କରୋନା ରୋଗୀ ଚିହ୍ନଟ

ଦେଓଗାଁ, (ମନୀଷ କୁମାର ସାହୁ) : ଶନିବାର ଦିନ ଦେଓଗାଁ ବ୍ଲକରେ ୪ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । କୁତୁର୍ଲା ପଞ୍ଚାୟତରେ ୩ଜଣ ଓ ସାଲେପାଲି ପଞ୍ଚାୟତରେ ଜଣେ ଚିହ୍ନଟ ହୋଇଥିବା ସରକାରୀ ରିପୋର୍ଟ ଆସିଛି ।
Read More...

ଡୁମେରପିଟାର ଭିନ୍ନ ସମସ୍ୟାକୁ ନେଇ ପଞ୍ଚାୟତ ସମ୍ମୁଖରେ ଭିଆଇପିର ଧାରଣା ଆରମ୍ଭ

ଦେଓଗାଁ, (ମନୀଷ କୁମାର ସାହୁ) : ଡୁମେରପିଟା ପଞ୍ଚାୟତର ବିଭିନ୍ନ ସମସ୍ୟା ନେଇ ଶୁକ୍ରବାର ଦିନରୁ ଭିଲେଜର୍ସ ଇଣ୍ଡିଆ ପାର୍ଟି (ଭିଆଇପି)ର ଅଧ୍ୟକ୍ଷ ଡ. ବିପିନ କୁଶଲିଆଙ୍କ ନେତୃତ୍ୱରେ ସ୍ଥାନୀୟ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ଧାରଣା ଦେଇଛନ୍ତି । ପଞ୍ଚାୟତର ନୂତନ
Read More...

ଡ୍ରେନ ସଫା କରି ଛାଡ଼ିଦେଲେ : ରାସ୍ତା ଉପରେ ଅଳିଆ ଗଦା ଗଦା

ଦେଓଗାଁ, (ମନୀଷ କୁମାର ସାହୁ) : କିଛି ଦିନ ତଳେ 'ଆଗକୁ ମୌସୁମୀ, ଡ୍ରେନ ସଫା ହେବ କେବେ' ବୋଲି ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଜଗି ଉଠିଥିଲା ପଞ୍ଚାୟତ ପ୍ରଶାସନ । ସଫା କରାଗଲା ଡ୍ରେନ, ହେଲେ ସଫା କରି ଅଳିଆ ଆବର୍ଜନାକୁ ରାସ୍ତାରେ ଛାଡ଼ି ଦିଆଯାଇଛି । ଫଳରେ ଗ୍ରାମବାସୀ ବହୁ ଅସୁବିଧାର
Read More...

ଦେଓଗାଁ ବ୍ଲକରେ ଆଜି ମାତ୍ର ଜଣେ ଚିହ୍ନଟ

ଦେଓଗାଁ, (ମନୀଷ କୁମାର ସାହୁ) : ବୁଧବାର ଦିନ ଦେଓଗାଁ ବ୍ଲକରେ ମାତ୍ର ଜଣେ କରୋନା ଚିହ୍ନଟ ହୋଇଛନ୍ତି । ସେ ଜଣକ ଉଡାର ପଞ୍ଚାୟତର ବୋଲି ସରକାରୀ ରିପୋର୍ଟରେ ଆସିଛି ।
Read More...

ଯୁବ ଗୋଷ୍ଠୀଙ୍କ ଦ୍ଵାରା ଗାଁ ପରିବେଶ ସଫେଇ କାର୍ଯ୍ୟକ୍ରମ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ କୁତୁର୍ଲା ପଞ୍ଚାୟତ ଅଧିନସ୍ଥ ସିଆଲବାହାଲି ଗାଁର ଯୁବକମାନେ ରାସ୍ତା ଏବଂ ଛୋଟ ବ୍ରିଜକୁ ସଫା କରିଥିଲେ । ଶ୍ରୀ ଜଗନ୍ନାଥ ସଂଘର କର୍ମକର୍ତ୍ତାମାନେ ଗାଁର ସଫେଇ ଏବଂ ଉନ୍ନତି ପାଇଁ ଲାଗି ପଡିଛନ୍ତି । ସଭାପତି ବଡ ମେହେର ଓ ଉପ-ସଭାପତି ପଦ୍ମଲୋଚନ
Read More...

ସିଲେଟକାନିର ନରକଙ୍କାଳ ଉଦ୍ଧାର ଘଟଣା : ଦୀର୍ଘ ଦେଢ଼ ବର୍ଷ ପରେ ପୁଅର ହତ୍ୟାକାରୀ ବୋଲି ସନ୍ଦେହ କରୁଥିବା ବ୍ୟକ୍ତିର…

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ଥାନା ସିଲେଟକାନି ଗାଁରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ଗତ ବର୍ଷ ହୋଇଥିବା ପୁଅ ହତ୍ୟାର ପ୍ରତିଶୋଧ ନିଆଁରେ ରକ୍ତମୁଖା ବାପା ଉଗ୍ରେସନ ବଗର୍ତୀ ସନ୍ଦେହ କରୁଥିବା ବ୍ୟକ୍ତିଙ୍କୁ ବାଟରେ ଜଗି ହାତ କାଟିଥିବା ଅଭିଯୋଗ ହୋଇଛି । ବ୍ୟକ୍ତି ଜଣକ
Read More...

ଶୁଲିଆ ଯାତ୍ରା ମୁଖ୍ୟ ପୂଜକ ବିରଞ୍ଚି କୁଅଁରଙ୍କ ଦେହାନ୍ତ

ଦେଓଗାଁ, (ମନୀଷ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଳକର ପ୍ରସିଦ୍ଧ ଶୁଲିଆ ଯାତ୍ରାର ମୂଖ୍ୟ ପୂଜକ ବିରଞ୍ଚି କୁଅଁରଙ୍କ ରବିବାର ଦିନ ପରଲୋକ ହୋଇଯାଇଛି । ସେ ଅସୁସ୍ଥ ହୋଇ ଘରେ ଚିକିତ୍ସିତ ହେଉଥିଲେ । ପୂର୍ବରୁ ମଧ୍ୟ ତାଙ୍କର ଗୋଟିଏ ପୁଅର ଦେହାନ୍ତ ହୋଇଥିଲା । ମୁକୁନ୍ଦପୁର
Read More...

ବେପାରୁଆ ଟ୍ରାକ୍ଟର ଚାଳନା ହେଲା କାଳ : ଟ୍ରାକ୍ଟର ଦୁର୍ଘଟଣାରେ ନାବାଳକର ମୃତ୍ୟୁ, ସରକାରୀ ସହାୟତା ପରେ ଉଠିଲା ଶବ

ଦେଓଗାଁ, (ମନୀଷ କୁମାର ସାହୁ) : ସୋମବାର ଦିନ ୧୨ଟା ସମୟରେ ଦେଓଗାଁ ଥାନା ଅଧିନସ୍ଥ ବଗଡ଼ା ଗାଁରେ ଏକ ଟ୍ରାକ୍ଟର ଦୁର୍ଘଟଣାରେ ଜଣେ ନାବାଳକର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଏହି ଦୁର୍ଘଟଣାର ମୁଖ୍ୟ କାରଣ ଟ୍ରାକ୍ଟର ଜଣେ ନାବାଳକ ଓ ବିନା ଲାଇସନ୍ସରେ ଡ୍ରାଇଭର ଚଲାଉଥିବାରୁ ଏପରି ଘଟଣା
Read More...

୯୯ ବର୍ଷର ଡାକ୍ତରଖାନାର ଉନ୍ନତିକରଣ ଦାବୀ ନେଇ ତୁଷୁରାରୁ ବଲାଙ୍ଗିର ପଦଯାତ୍ରା କଲା ଏକ୍ସନ୍ କମିଟି

ଡାକ୍ତରଖାନାକୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ମାନ୍ୟତା ଓ ଡାକ୍ତର ନିଯୁକ୍ତି ଦାବୀ ନେଇ ପଦଯାତ୍ରା୩୨ କିଲୋମିଟର ବର୍ଷାରେ ଚାଲି ଚାଲି ଯାଇ ଦେଲେ ଦାବୀ ପତ୍ରଦେଓଗାଁ, (ମନୀଷ କୁମାର ସାହୁ) : ଆଉ କିଛି ମାସ ପରେ ତିଆରି ହୋଇଥିବା ତୁଷୁରା ହସପିଟାଲକୁ ୧୦୦ ବର୍ଷ ପୂରିବ । ୧୯୨୨ ମସିହାରୁ ଆରମ୍ଭ
Read More...

ଦେଓଗାଁ ରାଏପାଲି ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା : ସାମ୍ବାଦିକଙ୍କ ସମେତ ୩ ଗୁରୁତର

ଦେଓଗାଁ, (ମନୀଷ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ଦେଓଗାଁ ରାଏପାଲି ଛକ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟି ସାମ୍ବାଦିକଙ୍କ ସମେତ ୩ ଜଣ ଗୁରୁତର ହୋଇଥିବା ଖବର ମଳିଛି । ସୂଚନା ଯୋଗ୍ୟ ଯେ, ଆଜି ଭୋର୍‌ରୁ କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରୁ ୩ ଜଣ କାର୍‌ ଯୋଗେ ଭୁବନେଶ୍ୱର
Read More...