Browsing Tag

deogaon news

ଦେଓଗାଁ ସିଏଚସିରେ କନଫରେସିଙ୍ଗ ଓ ଟେଲି ମେଡିସିନ ୟୁନିଟ ଉଦ୍‌ଘାଟିତ

ଦେଓଗାଁ, (ମନୀଷ କୁମାର ସାହୁ) : ଗୁରୁବାର ଦିନ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଦେଓଗାଁ ସିଏଚସିରେ କନଫ‌ରେସିଙ୍ଗ ଓ ଟେଲି ମେଡ଼ିସିନ ୟୁନିଟକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଦେଓଗାଁ ସିଏଚସିର ଡ. ଚିତ୍ତରଞ୍ଜନ ମିଶ୍ର ସହ ବିଧାୟକ ପ୍ରତିନିଧୀ କାନ୍ତେଶ୍ୱର
Read More...

ଷଡ଼ ବଂଶୀୟ ଗୌଡ଼ ସମାଜ ବିକାଶ ପରିଷଦ ପକ୍ଷରୁ ନୂଆଁଖାଇ ଭେଟ୍‌ଘାଟ ପ୍ରସ୍ତୁତି ବୈଠକ

ଦେଓଗାଁ, (ମନୀଷ କୁମାର ସାହୁ) : ଶନିବାର ଦିନ ଷଡ଼ ବଂଶୀୟ ଗୌଡ଼ ସମାଜ ବିକାଶ ପରିଷଦ ବଲାଙ୍ଗିର ଜିଲ୍ଲାର କର୍ମକର୍ତ୍ତାଙ୍କୁ ନେଇ ସ୍ଥାନୀୟ ଶବରୀ ନାରାୟଣ ଧର୍ମଶାଳାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉପସଭାପତି ବୀରବର ଧରୁଆଙ୍କ ଉପସ୍ଥିତିରେ ନୂଆଁଖାଇ ଭେଟଘାଟ ୨୦୨୨ର ଦିନ ଧାର୍ଯ୍ୟ
Read More...

ଘୁଚିପାଲି ଛକ ନିକଟରେ ଟ୍ୟାଙ୍କର ଦୁର୍ଘଟଣା ଗ୍ରସ୍ତ

ଦେଓଗାଁ, (ମନୀଷ କୁମାର ସାହୁ) : ବରଗଡ଼ ବୋରିଗୁମ୍ମା ଜାତୀୟ ରାଜପଥର ଘୁଚିପାଲି ଛକ ନିକଟରେ ଗୁରୁବାର ଭୋର୍ ସକାଳେ ଏକ ଟ୍ୟାଙ୍କର (ଓଡ଼ି୧୫ଜେ୬୨୮୯) ଦୁର୍ଘଟଣା ଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ଗାଡ଼ି ଚାଳକ ଜଣକ ଅଳ୍ପକେ ବର୍ତ୍ତିଯାଇଥିବା ଜଣାପଡିଛି । ଏହି ଗାଡ଼ିଟି ଝାରସୁଗୁଡ଼ାରୁ
Read More...

ଚତୁର୍ଥ ଶ୍ରେଣୀର ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ ଘଟଣା : ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନିଲମ୍ବିତ

ଦେଓଗାଁ, (ମନୀଷ କୁମାର ସାହୁ) : ଚତୁର୍ଥ ଶ୍ରେଣୀର ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକର କୁତୁର୍ଲା ପଞ୍ଚାୟତ ମୁରସିଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଶ୍ୱନାଥ ବୁଦ୍ଧିଆ ନିଲମ୍ବିତ ହୋଇଥିବା ଜଣାପଡ଼ିଛି । ସୂଚନା ଯୋଗ୍ୟ ଯେ, ଗତ ୧୦ମାସ ତଳେ
Read More...

ଚତୁର୍ଥ ଶ୍ରେଣୀ ଛାତ୍ରୀଙ୍କୁ ପ୍ରଧାନ ଶିକ୍ଷକଙ୍କ ଆପତ୍ତିଜନକ ବ୍ୟବହାର ପ୍ରଦର୍ଶନ ଅଭିଯୋଗ : ଦେଓଗାଁ ଥାନାରେ ପ୍ରଧାନ…

ଦେଓଗାଁ, (ମନୀଷ କୁମାର ସାହୁ) : କୋମଳମତି ଛାତ୍ରୀଙ୍କୁ ପ୍ରଧାନ ଶିକ୍ଷକଙ୍କ ଆପତ୍ତିଜନକ ବ୍ୟବହାର ପ୍ରଦର୍ଶନ କରିଥିବା ନେଇ ଆଜି ଦେଓଗାଁ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଗତ ୨୨ତାରିଖ ଦିନ ଦେଓଗାଁ ବ୍ଲକ ମୁରସିଂ ସ୍କୁଲର ଚତୁର୍ଥ ଶ୍ରେଣୀର ଜଣେ ଛାତ୍ରୀ ନିଜ ଅବିଭାବକଙ୍କ ନିକଟରେ
Read More...

ଦେଓଗାଁ ଶିଶୁ ବିଦ୍ୟା ମନ୍ଦିରରେ ସଙ୍କୁଳସ୍ତରୀୟ ବିଜ୍ଞାନ ମେଳା ଉଦ୍‌ଯାପିତ

ଦେଓଗାଁ, (ମନୀଷ କୁମାର ସାହୁ) : ଶନିବାର ଦିନ ଦେଓଗାଁ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ବଲାଙ୍ଗିର ସଙ୍କୁଳସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଉଦ୍‌ଯାପିତ ହୋଇଯାଇଛି । ବଲାଙ୍ଗିର ସଙ୍କୁଳର ୧୦ଟି ଯଥା ବଲାଙ୍ଗିର କଦମପଡ଼ା, କଳେଜ ଛକ ବଲାଙ୍ଗିର, ଦେଓଗାଁ, ମହିମୁଣ୍ଡା, ଚନ୍ଦନଭାଟି, ଚୁଡ଼ାପାଲି,
Read More...

ମାସେରୁ ଅଧିକ ହେଲା ମହଲାଇ ଗାଁରେ ଜଳ ଯୋଗାଣ ବନ୍ଦ ଥିବା ଅଭିଯୋଗ : ଗାଁ ବାହାର ଏକମାତ୍ର ନଳକୂଅ ଭରସାରେ ଗ୍ରାମବାସୀ

ଦେଓଗାଁ, (ମନୀଷ କୁମାର ସାହୁ) : ବର୍ଷା ମାସରେ ଗୋଟିଏ ମାସରୁ ଅଧିକ ଦିନ ହେଲା ପାନୀୟ ଜଳ ଯୋଗାଣ ବନ୍ଦ ରହିଛି । ଫଳରେ ଗ୍ରାମବାସୀ ଗାଁ ବାହାରେ ଥିବା ଏକ ନଳ କୂଅର ପାଣି ନେଇ ବ୍ୟବହାର କରୁଛନ୍ତି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଦେଓଗାଁ ବ୍ଲକ ମହଲାଇ ଗାଁରେ । ପ୍ରକାଶ ଯେ, ୮ ଶହରୁ ଅଧିକ
Read More...

ଚାନ୍ଦଲି ପାହାଡ଼ କାମ ଆରମ୍ଭ କରିବାକୁ ପଦକ୍ଷେପ ନେବା ପାଇଁ ଦେଷଣ୍ଢ ଚାନ୍ଦଲି ପାହାଡ଼ ପରିଚାଳନା କମିଟିର ଦାବୀ

ମଞ୍ଜୁରୀ ପାପ୍ତର ୫ମାସ ପରେ ବି କୋଟିଏ ଟଙ୍କାର କାମ ଆରମ୍ଭ ହୋଇନି, ଧିମାଇ ଯାଉଛି ଚାନ୍ଦଲି ପାହାଡ଼ର ବିକାଶ କାମ : ଚାନ୍ଦଲି ପାହାଡ଼ ପରିଚାଳନା କମିଟି ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଦେଷଣ୍ଢ ପଞ୍ଚାୟତର ଖୋଦ ଦେଷଣ୍ଢ ଗାଁ ନିକଟରେ ଥିବା ଐତିହାସିକ ଚାନ୍ଦଲି ପାହାଡ଼କୁ
Read More...

କୁଡ଼ାସିଂହା ବୁଢ଼ାଡଙ୍ଗର କଲେଜରେ ଗଙ୍ଗାଧର ଜୟନ୍ତୀ ପାଳିତ

ଦେଓଗାଁ, (ମନୀଷ କୁମାର ସାହୁ) : ବୁଧବାର ଦିନ ବଲାଙ୍ଗିର ସଦର ବ୍ଲକ୍ ଅନ୍ତର୍ଗତ କୁଡ଼ାସିଂହା ବୁଢ଼ାଡଙ୍ଗର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ଉତ୍ସବ ପାଳନ ହୋଇଯାଇଛି । ଅଧ୍ୟାପକ ବିଜୟ ମିଶ୍ରଙ୍କ ସ୍ୱାଗତ ଭାଷଣ ପରେ ଅଧ୍ୟକ୍ଷ ଛବିଳ ବଗର୍ତ୍ତିଙ୍କ
Read More...

ଦେଓଗାଁ ବ୍ଲକ ଖେଳ ଶିକ୍ଷକ ସଂଘର ବାର୍ଷିକ ବୈଠକ

ଦେଓଗାଁ, (ମନୀଷ କୁମାର ସାହୁ) : ଆଜି ଦେଓଗାଁ ବ୍ଲକ ଖେଳ ଶିକ୍ଷକ ସଂଘର ବାର୍ଷିକ ବୈଠକ ଅନୁ‌ଷ୍ଠିତ ହୋଇଯାଇଛି । ଏହି ବୈଠକରେ ଦେଓଗାଁ ବିଇଓ ଗୋବର୍ଦ୍ଧନ ଭୋଇ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଖେଳ ନିରୀକ୍ଷକ ଅନ୍ତର୍ଯ୍ୟାମୀ ବିଶ୍ୱାଲ ଓ ସମ୍ମାନିତ ଅତିଥି ଭାବେ
Read More...