Browsing Tag

deogaon news

ରଣାପଡାରେ ନାମଯଜ୍ଞ

ଦେଓଗାଁ, (କେପିଏନ୍‌ଏସ୍‌) : ଦେଓଗାଁ ସଦର ପଞ୍ଚାୟତ କଛାରପାଲି ରଣାପଡାସ୍ଥିତ ଜୟଦୁର୍ଗା କ୍ଲବ ଆନୁକୂଲ୍ୟରେ ହେଉଥିବେ ୫୬ତମ ସାର୍ବଜନୀନ ଦୁର୍ଗାପୂଜା ଅବସରରେ ୨୪ ପ୍ରହର ନାମଯଜ୍ଞ ସୋମବାର ଆରମ୍ଭ ହୋଇଛି । ଏଥିପାଇଁ ରବିବାର ଶୋଭାଯାତ୍ରାରେ ପୂର୍ଣ୍ଣ କଳସ ଆଣି ଯଜ୍ଞ ମଣ୍ଡପରେ ସ୍ଥାପନା
Read More...

କଛାରପାଲି ରାମଲୀଳାର ବରିଷ୍ଠ କଳାକାର କୃଷ୍ଣ ଗୋପାଳଙ୍କ ପରଲୋକ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ କଛାରପାଲି ପ୍ରଗତୀ ଯୁବକ ସଂଘ ସାହୁପଡ଼ା ଅନୁକୂଲ୍ୟରେ ଅଭିନୀତ ହେଉଥିବା ଶ୍ରୀ ରାମଲୀଳାର ବରି‌ଷ୍ଠ କଳାକାର କୃଷ୍ଣ ଗୋପାଳ ସାହୁ (୫୨)ଙ୍କ ଶନିବାର ରାତିରେ ବଲାଙ୍ଗିର ସରକାରୀ ଭୀମଭୋଇ କଳେଜ ହସପିଟାଲରେ ଦେହାନ୍ତ ହୋଇଯାଇଛି । ଶନିବାର ସନ୍ଧ୍ୟାରେ
Read More...

କୁଡ଼ାସିଂହାରେ ଦୁର୍ଗାପୂଜା ପାଇଁ କଳସ ଶୋଭାଯାତ୍ରା

ଦେଓଗାଁ, (ମନୀଷ କୁମାର ସାହୁ) : ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ କୁଡାସିଂହାରେ ସାର୍ବଜନୀନ ଦୁର୍ଗାପୂଜା କମିଟି ତରଫରୁ ଶନିବାର ବିଲ୍ଵବରଣ ଓ କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ ପୂଜାରେ କର୍ତ୍ତା ଭାବେ ଡା. ଲଳିତ ସାହୁ ଏବଂ ପତ୍ନୀ ସୋନାଲିକା ସାହୁ ଓ ପୁରୋହିତ ଭାବେ ରଘୁ
Read More...

ବହୁ ପ୍ରତିକ୍ଷିତ ଜରାସିଂହା ପାଟଖଣ୍ଡା ଯାତ୍ରା ୪ରୁ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଜରାସିଂହା ଗାଁରେ ବହୁ ପ୍ରତିକ୍ଷିତ ପାଟଖଣ୍ଡା ଯାତ୍ରା ଆସନ୍ତା ୪ ତାରିଖରୁ ଆରମ୍ଭ ହେବା ପାଇଁ ଲଗ୍ନ ଧାର୍ଯ୍ୟ କରାଯାଇଛି । ଲଗ୍ନ ଧାର୍ଯ୍ୟ କରିଥିବା ପଣ୍ଡିତମାନଙ୍କ ମତରେ ୧ ତାରିଖ ଶନିବାର ଦିନ ୧୦.୪୫ଟା ସମୟରେ ପାଟସିନ୍ଦୁର ଆଣିବାକୁ ବିଦାୟ
Read More...

ହାତୀସରାରେ ଲୋକକଳା ମହୋତ୍ସବ ଆସନ୍ତା ୩ରୁ

ଦେଓଗାଁ, (କେପିଏନ୍‌ଏସ୍‌) : ଆସନ୍ତା ୩ରୁ ୫ ତାରିଖ ପର୍ଯ୍ୟନ୍ତ ଦେଓଗାଁ ବ୍ଲକ ହାତୀସରା ଗାଁରେ ଲୋକକଳା ମହୋତ୍ସବ ଆୟୋଜିତ ହେବ । ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି ବୋଲି ଆୟୋଜକ ହରିଜନ ଆଦିବାସୀ ଯୁବକ ସଂଗଠନ ଓ ଲୋକକଳା ମହୋତ୍ସବ କମିଟି ପକ୍ଷରୁ ସୂଚନା ଦିଆଯାଇଛି ।
Read More...

ଦେଓଗାଁ ବ୍ଲକ ଅଫିସରେ ସ୍ୱଚ୍ଛତା ହିଁ ସେବା ଅଭିଯାନ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଅଫିସରେ ସ୍ୱଚ୍ଛତା ହିଁ ସେବା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବ୍ଲକ ଅଧ୍ୟକ୍ଷ ଦୟାନିଧି ଖମାରୀ, ଭାରପ୍ରାପ୍ତ ବିଡିଓ ରାମଦତ୍ତ ଭୋଇ, ଏବିଡିଓ ପୁଷ୍ପାଞ୍ଜଳି ନାଏକଙ୍କ ସହ ସମସ୍ତ କର୍ମଚାରୀ ସଫେଇ କରିଥିଲେ । କାର୍ଯ୍ୟକ୍ରମକୁ
Read More...

କଛାରପାଲି ରଣାପଡ଼ାର ୫୬ତମ ଦୁର୍ଗାପୂଜା ଅବସରରେ ଚବିଶ ପ୍ରହରୀ ପାଇଁ ଶୁଭସ୍ତମ୍ଭ ସ୍ଥାପନ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ କଛାରପାଲି ରଣାପଡ଼ାର ଜୟଦୂର୍ଗା କ୍ଲବ ପକ୍ଷରୁ ୫୬ତମ ଦୁର୍ଗାପୂଜା ଅବସରରେ ହେବାକୁ ଥିବା ଚବିଶ ପ୍ରହରୀ ନାମଯଜ୍ଞ ପାଇଁ ସୋମବାର ଦିନ ଶୁଭସ୍ତମ୍ଭ ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ ଦୂର୍ଗା ପୂଜା କର୍ତ୍ତା ଭାବେ ଅଜୟ ରଣା ଓ
Read More...

ଦେଓଗାଁ ରେଳଷ୍ଟେସନ ରାସ୍ତାର ପୋଲ ବିପଦ ସଙ୍କୁଳ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଅନ୍ତର୍ଗତ ଗାଈବାହଲ ପଞ୍ଚାୟତର ସାଗରପାଲିରୁ ଦେଓଗାଁ ରେଳଷ୍ଟେସନକୁ ଯାଇଥିବା ରାସ୍ତାରେ ଥିବା ପୋଲ ବିପଦସଙ୍କୁଳ ଅବସ୍ଥାରେ ଥିବାରୁ ଦୁର୍ଘଟଣା ଆଶଙ୍କା ରହିଛି । ଏହି ରାସ୍ତାରେ ପ୍ରତିଦିନ ଲୋକେ ରେଳଷ୍ଟେସନ ସହିତ ବିଭିନ୍ନ କାମରେ ଦେଓଗାଁ
Read More...

ଜେଇ ନିଯୁକ୍ତି ଦାବୀ ତେଜିଲା

୧୫ ଦିନ ମଧ୍ୟରେ ନିଯୁକ୍ତି ନ କଲେ ତାଳା ବନ୍ଦ ଆନ୍ଦୋଳନ ଚେତାବନୀ ଦେଓଗାଁ, (ମନୀଷ କୁମାର ସାହୁ) : ୨ ମାସରୁ ଅଧିକ ହେଲା ଦେଓଗାଁ ବ୍ଲକର ୨୬ଟି ପଞ୍ଚାୟତରେ ମାତ୍ର ୩ ଜଣ କନି‌ଷ୍ଠ ଯନ୍ତ୍ରୀ ଅଛନ୍ତି । ଗୋଟିଏ ପଞ୍ଚାୟତରେ ଗୋଟିଏ କିମ୍ବା ୨ଟି ପଞ୍ଚାୟତରେ ଗୋଟିଏ ଜେଇ ରହିଲେ କାମର
Read More...

ଦେଓଗାଁରେ ଉଗ୍ରେସନ ମାହାରାଜଙ୍କ ଜୟନ୍ତୀ ପାଳିତ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁରେ ମରୱାଡି ମହିଳା ସମିତି ତଥା ଅଗ୍ରୱାଲ ସମାଜ ପକ୍ଷରୁ ଗତକାଲି ମହାରାଜ ଉଗ୍ରେସନଙ୍କ ଜୟନ୍ତୀ ମହାଆଡ଼ମ୍ବରରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଦେଓଗାଁ କଛାରପାଲିର ଜଗନ୍ନାଥ ମନ୍ଦିରରୁ ଅପରାହ୍ନ ସାଢ଼େ ୩ଟା ସମୟରେ ମହାରାଜ ଉଗ୍ରେସନଙ୍କ
Read More...