Browsing Tag

deogaon news

ସାରସମାଲରେ ସଚେତନତା କାର୍ଯ୍ୟକ୍ରମ

ଦେଓଗାଁ, (କେପିଏନ୍‌ଏସ୍‌) : ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଆଇନଗତ ଶିକ୍ଷା ଏବଂ ସଚେତନତା କାର୍ଯ୍ୟକମ ଦେଓଗାଁ ବ୍ଲକ ସାରସମାଲଠାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଆଇନ ସେବା ପ୍ରାଧିକରଣ ସମ୍ପାଦକ ବିନୟ ପାତ୍ର, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ଦିଗାମ୍ବର କର, ଜିଲ୍ଲା ମୁଖ୍ୟ
Read More...

ସଡକ ଦୁର୍ଘଟଣାରେ ଯୁବକ ମୃତ

ଦେଓଗାଁ, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଦେଓଗାଁ ଥାନା ଉପରଝର-ମହଲାଇ ରାସ୍ତାର ନୂଆପାଲି ଛକ ନିକଟରେ ଶୁକ୍ରବାର ବାଇକ୍‌ ଦୁର୍ଘଟଣାଗ୍ରସ୍ତ ହେବାରୁ ଆରୋହୀ ମହଲାଇ ଗାଁର ରବି ବାଙ୍କ ନାମକ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ତାଙ୍କ ସହିତ ଥିବା ବିଭୀଷଣ ଭୋଇ ଗୁରୁତର ଆହତ ହୋଇଛନ୍ତି ।
Read More...

ଦେଓଗାଁ ଫରେଷ୍ଟ ରେଞ୍ଜରେ ବିୟୁଟି ପାର୍ଲର ତାଲିମ କାର୍ଯ୍ୟକ୍ରମ ଆରମ୍ଭ

ଦେଓଗାଁ, (କେପିଏନ୍‌ଏସ୍‌) : ଦେଓଗାଁ ବ୍ଲକ ଜରାସିଂହା ପଞ୍ଚାୟତ ଚନ୍ଦ୍ରପୁର ଡାକୁପଡାସ୍ଥିତ ଦେଓଗାଁ ଫରେଷ୍ଟ ରେଞ୍ଜରେ ଏକ ବିୟୁଟି ପାର୍ଲର ତାଲିମ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି । ରେଞ୍ଜ ଅଫିସର ଆଲୋକ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବ୍ଲକ୍ ଚେୟାରମ୍ୟାନ୍
Read More...

ଦେଓଗାଁରେ ପୁରୁଷ ହକି ବିଶ୍ୱକପ୍ ଟ୍ରଫିକୁ ବିପୁଳ ସ୍ୱାଗତ

ଦେଓଗାଁ, (ମନୀଷ କୁମାର ସାହୁ) : ଏଫ୍‌ଆଇଏଚ ଓଡ଼ିଶା ପୁରୁଷ ହକି ବିଶ୍ଵକପ୍‌ ଟ୍ରଫିକୁ ଜାତୀୟ ରାଜପଥ ୨୬ ଦେଓଗାଁ ଏଟିଏମ ଛକଠାରେ ସାଂସ୍କୃତିକ କାର୍ଯ୍ୟକ୍ରମ, ଶୋଭାଯାତ୍ରା ମାଧ୍ୟମରେ ଭବ୍ୟ ସ୍ୱାଗତ କରାଯାଇଛି । ସୋମବାର ଅପରାହ୍ନ ୪ଟା ସମୟରେ ଜାତୀୟ ରାଜପଥ ୨୬ ଦେଓଗାଁ ଏଟିଏମ ଛକଠାରେ ବ୍ଲକ
Read More...

ଶିକ୍ଷା ମନ୍ଦିରର ନୂତନ ଗୃହ ପ୍ରବେଶ

ଦେଓଗାଁ, (ମନୀଷ କୁମାର ସାହୁ) : ବଲାଙ୍ଗିର ସଦର ବ୍ଲକ କୁଡାସିଂହା ସ୍ଥିତ ଜ୍ଞାନଜ୍ୟୋତି ତପୋବନ ଶିକ୍ଷା ମନ୍ଦିର ବିଦ୍ୟାଳୟର ନୂତନ ଗୃହ ପ୍ରବେଶ କାର୍ଯ୍ୟକ୍ରମ ସୋମବାର ଦିନ ବିଦ୍ୟାଳୟ କମିଟିର ସଭାପତି ଲିଙ୍ଗରାଜ ପୁଟେଲଙ୍କ ଦ୍ଵାରା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର
Read More...

ଦେଓଗାଁ କଲେଜରେ ବାର୍ଷିକ କ୍ରୀଡ଼ା ଉଦ୍‌ଯାପିତ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ପଞ୍ଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୩୨ତମ ବାର୍ଷିକ କ୍ରୀଡା ଉତ୍ସବ ଗୁରୁବାର ଦିନ ଉଦ୍‌ଘାଟିତ ହୋଇଥିବା ବେଳେ ଶୁକ୍ରବାର ଦିନ ଉଦ୍‌ଯାପିତ ହୋଇଯାଇଛି । ଏହି ଦୁଇ ଦିନିଆ କ୍ରୀଡ଼ା ଉତ୍ସବକୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଉପମନ୍ୟୁ
Read More...

ଦେଓଗାଁ ଡିଗ୍ରୀ କଲେଜରେ ବାର୍ଷିକ କ୍ରୀଡ଼ା ଉଦ୍‌ଯାପିତ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟରେ ମଙ୍ଗଳବାର ଦିନ ବାର୍ଷିକ କ୍ରୀଡ଼ା ଉଦ୍‌ଯାପିତ ହୋଇଯାଇଛି । ଅଧ୍ୟକ୍ଷା ରମେଶ ଚନ୍ଦ୍ର ପ୍ରଧାନୀ ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ କର୍ତ୍ତବ୍ୟ ପାରାୟଣ, ଶୃଙ୍ଖଳିତ,
Read More...

ଦୁର୍ଗା ପ୍ରସାଦ ମେମୋରିଆଲ କ୍ରିକେଟ ପ୍ରତିଯୋଗିତା ଉଦ୍‌ଯାପିତ

ଦେଓଗାଁ, (ମନୀଷ କୁମାର ସାହୁ) : ଦୁର୍ଗା ପ୍ରସାଦ ମେମୋରିଆଲ କ୍ରିକେଟ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଆପ୍ ନେତା ଆଶିଷ ପାଣ୍ଡେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଶିକ୍ଷକ ପ୍ରଦୀପ ଛତ୍ରିଆ, ଆଶିଷ ବାରିକ, ପ୍ରକାଶ ମହାନନ୍ଦ ଯୋଗ ଦେଇଥିଲେ
Read More...

୨ୟ କୃପା ଷାଣ୍ଢ ସ୍ମାରକୀ କ୍ରିକେଟ ପ୍ରତିଯୋଗିତା ଉଦ୍‌ଯାପିତ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଅନ୍ତର୍ଗତ ରାମଚନ୍ଦ୍ରପୁର ଗାଁର ପଲ୍ଲିଶ୍ରୀ ହାଇସ୍କୁଲ ପଡିଆରେ ରାମଚନ୍ଦ୍ରପୁରର ଶ୍ରୀ ସତ୍ୟସାଇ କ୍ରିକେଟ କ୍ଲବ ଆନୁକୂଲ୍ୟରେ ଦ୍ଵିତୀୟ କୃପା ଷାଣ୍ଢ ମେମୋରିଆଲ୍ କ୍ରିକେଟ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛିି । ଏହି ପ୍ରତିଯୋଗିତାରେ ୨୪ଟି
Read More...

ଆଜିଠୁ ୬ଷ୍ଠ ଚାନ୍ଦିଳୀ ପାହାଡ଼ ମହୋତ୍ସବ

କଂସ ଗର୍ଜନରେ ୫ ଦିନ ଦୁଲୁକିବ ଚାନ୍ଦିଳୀ ପାହାଡ଼ ଦେଓଗାଁ, (ମନୀଷ କୁମାର ସାହୁ) : ଆସନ୍ତା ପୌଷମାସ ଶୁକ୍ଳପକ୍ଷ ଚତୁର୍ଥୀ ତିଥି ତଥା ଆଜି ଠାରୁ ଜାନୁଆରୀ ୩ ତାରିଖ ପର୍ଯ୍ୟନ୍ତ ୬ ଦିନ ଧରି ବିଶ୍ୱଶାନ୍ତି ବ୍ରହ୍ମଯଜ୍ଞ ଓ ଷୋହଳ ପ୍ରହର ନାମଯଜ୍ଞ ଦେଓଗାଁ ବ୍ଲକ ଦେଷଷ୍ଢ ସ୍ଥିତ
Read More...