ବଡବନ୍ଧରେ ମା’ ପାଟଣେଶ୍ୱରୀ ଓ ଦ୍ୱରସେନୀ ମନ୍ଦିର ପ୍ରତିଷ୍ଠା ଉପଲକ୍ଷେ କଳସ ଶୋଭାଯାତ୍ରା
ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ବଡ଼ବନ୍ଧ ଗାଁରେ ଦୀର୍ଘ ଦିନରୁ ନିର୍ମାଣ କାମ ଆରମ୍ଭ ହୋଇଥିବା ମା' ପାଟଣେଶ୍ୱରୀ ଓ ଦ୍ୱାରସେନୀ ମନ୍ଦିର ପ୍ରତିଷ୍ଠା ପାଇଁ ହେବାକୁ ଥିବା ପ୍ରତିଷ୍ଠା ମହୋତ୍ସବ ଉପଲକ୍ଷେ ସୋମବାର କଳସଯାତ୍ରା ଅନୁଷ୍ଠିତ ହୋଇଯାଇଛି । ସୋମବାର ଅପରାହ୍ନରେ!-->…
Read More...
Read More...