Browsing Tag

deogaon news

ବନ ଦିବସରେ ୨ ଫରେଷ୍ଟର ସହ ଜଣେ ଫରେଷ୍ଟ ଗାର୍ଡ ସମ୍ମାନିତ

ଦେଓଗାଁ, (ମନୀଷ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ କେନ୍ଦୁପତ୍ର ଡିଭିଜନରେ ଥିବା ବିଭିନ୍ନ କେନ୍ଦୁପତ୍ର ରେଞ୍ଜ ଫରେଷ୍ଟର ଉତ୍ତମ ପଦର୍ଶନ କରିଥିବାରୁ ବିଶ୍ୱ ବନ ଦିବସ ଅବସରରେ ରାଜ୍ୟ ସରକାରଙ୍କ ଠାରୁ ପୁରସ୍କୃତ ହୋଇଥିବା ଜଣାପଡିଛି । ଏହି ତାଲିକାରେ ୨ ଜଣ କେନ୍ଦୁପତ୍ର
Read More...

ଜେବିବିଏସ୍‌ଏନ୍‌ରେ ଆନ୍ତର୍ଜାତୀୟ ଡାଉନ୍ ସିଣ୍ଡ୍ରୋମ ଦିବସ ପାଳିତ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ସାଲେପାଲି ସ୍ଥିତ ଜଗତବନ୍ଧୁ ବିଶ୍ଵ ଭାରତୀ ଶିକ୍ଷ୍ୟା ନିକେତନ ସ୍ଵତନ୍ତ୍ର ତାଲିମ କେନ୍ଦ୍ରରେ ମଙ୍ଗଳବାର ଦିନ ଆନ୍ତର୍ଜାତୀୟ ଡାଉନ୍ ସିଣ୍ଡ୍ରୋମ ଦିବସ ପାଳନ ହୋଇଯାଇଛି । ଅଧ୍ୟକ୍ଷ ଡ. ସୁଧାଂଶୁ ଭୂଷଣ ମେହେରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି
Read More...

ଦେଓଗାଁ ବ୍ଲକ ଆଞ୍ଚଳିକ କୈବର୍ତ୍ତ ସମାଜର ନୂତନ କର୍ମକର୍ତ୍ତା ଗଠିତ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଜରାସିଂହା ନିଶିଗୁଡ଼ିଠାରେ ଦେଓଗାଁ ବ୍ଲକ ଆଞ୍ଚଳିକ କୈବର୍ତ୍ତ ସମାଜର ନୂତନ କର୍ମକର୍ତ୍ତା ଗଠିତ ହୋଇଯାଇଛି । ରୁଦ୍ରକଳା ଛତ୍ରିଆଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ସଭାପତି ଭାବେ ପର୍ଶୁରାମ ସେଠ, ସମ୍ପାଦକ ଭାବେ ପ୍ରଶାନ୍ତ ପତ୍ରୀମାଳୀ
Read More...

ଜରାସିଂହା ଶାଶ୍ଵତ ଡିଗ୍ରୀ କଲେଜର ନୂତନ ପରିଚାଳନା କମିଟିର ପ୍ରଥମ ବୈଠକ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଜରାସିଂହା ସ୍ଥିତ ଶାଶ୍ଵତ ଡିଗ୍ରୀ କଲେଜର ନୂତନ ଭାବେ ଗଠିତ ହୋଇଥିବା ପରିଚାଳନା କମିଟିର ପ୍ରଥମ ବୈଠକ ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଯାଇଛି । ସଭାପତି କୁମାର ଷାଣ୍ଢଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ନୂତନ ସଭ୍ୟ ସଭ୍ୟାମାନଙ୍କୁ
Read More...

୪ ଦଫା ଦାବୀ ନେଇ ଡୁମ୍ବେରପିଟା ପଞ୍ଚାୟତରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ଧାରଣା ଆରମ୍ଭ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଡୁମ୍ବେରପିଟା ପଞ୍ଚାୟତ ସମ୍ମୁଖରେ ୪ ଦଫା ଦାବୀ ନେଇ ଭିଲେଜର୍ସ ଇଣ୍ଡିଆ ପାର୍ଟି ତରଫରୁ ଶୁକ୍ରବାର ପୂର୍ବାହ୍ନ ୧୦ଟା ସମୟରୁ ଅନିଶ୍ଚିତତା କାଳୀନ ଧାରଣା ଆରମ୍ଭ ହୋଇଯାଇଛି । ଏହି ଧାରଣାର ନେତୃତ୍ୱ ନେଇଥିବା ଭିଲେଜର୍ସ ଇଣ୍ଡିଆ ପାର୍ଟିର
Read More...

ସମରା ଶ୍ରୀଗୁଣ୍ଡିଚା ମନ୍ଦିରର ରତ୍ନମୁଦ ସ୍ଥାପନ ଓ ନବାହ ପାରାୟଣ

ଦେଓଗାଁ, (ମନୀଷ କୁମାର ସାହୁ) : ଗୁଡ଼ଭେଲା ବ୍ଲକ ସମରା ସ୍ଥିତ ଦଧିବାବନ ମନ୍ଦିରର ଚତୁର୍ଦଶ ପ୍ରତିଷ୍ଠା ବାର୍ଷିକ ଉତ୍ସବ ଅବସରରେ ବିଶ୍ବ କଲ୍ୟାଣ ନିମନ୍ତେ ଗତ ୨୭ ତାରିଖରୁ ସ୍ଥାନୀୟ ଦଧିବାବନ ମନ୍ଦିର କମିଟି ପକ୍ଷରୁ ରାମଚରିତ ମାନସ ନବାହ ପାରାୟଣ ଓ ଶ୍ରୀଗୁଣ୍ଡିଚା ମନ୍ଦିରର ରତ୍ନମୁଦ
Read More...

ଭାଲୁକୁନ୍ଦ ଗାଁରେ ୧୬ ପ୍ରହର ନାମଯଜ୍ଞ ପାଇଁ କଳସ ଯାତ୍ରା

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଅନ୍ତର୍ଗତ ଦେଷଣ୍ଢ ପଞ୍ଚାୟତର ଭାଲୁକୁନ୍ଦ ଗାଁରେ ଅନୁଷ୍ଠିତ ହେବାକୁ ଥିବା ୧୬ ପ୍ରହର ନାମଯଜ୍ଞ ପାଇଁ ଶନିବାର ଅପରାହ୍ନରେ ସ୍ଥାନୀୟ ପୋଖରୀରୁ ଶତାଧିକ ମହିଳାଙ୍କ ଦ୍ୱାରା ପୂର୍ଣ୍ଣ କଳସ ଯାତ୍ରା ଆରମ୍ଭ ହୋଇ ପୂଜା ମଣ୍ଡପକୁ ପହଞ୍ଚିବା ପରେ
Read More...

ଦେଓଗାଁ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ସମାବର୍ତ୍ତନ ଉତ୍ସବ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ସତ୍ୟନାରାୟଣ ପୂଜନୋତ୍ସବ ତଥା ଦଶମ ଶ୍ରେଣୀର ଭାଇଭଉଣୀମାନଙ୍କ ପାଇଁ ସମାବର୍ତ୍ତନ ଉତ୍ସବ ଗତକାଲି ଅନୁଷ୍ଠିତ ହୋଇଯାଇଛି । କୁତୁର୍ଲା ପଞ୍ଚାୟତ ଅନ୍ତର୍ଗତ ଶିଆଲବାହାଲି ଗାଁର ପୂଜକ ଶିବ ନାରାୟଣ ମିଶ୍ର ପୂଜାରମ୍ଭ
Read More...

ଆଦିବାସୀ ମେଳାରେ ସମ୍ମାନିତ ସୁଦାମ ବିଶିଙ୍କୁ କଳାକାରଙ୍କ ପକ୍ଷରୁ ସମ୍ବର୍ଦ୍ଧନା ଜ୍ଞାପନ

ଦେଓଗାଁ, (ମନୀଷ କୁମାର ସାହୁ) : ରାଜ୍ୟ ସରକାରଙ୍କ ଆଦିବାସୀ ଓ ହରିଜନ କଲ୍ୟାଣ ବିଭାଗ ତରଫରୁ ଗତ ବୁଧବାର ଦିନ ଅନୁଷ୍ଠିତ ହୋଇଥିବା ଆଦିବାସୀ ମେଳାର ଉଦ୍‌ଯାପନୀ ଉତ୍ସବରେ ଆଦିବାସୀ ଲୋକନାଚ ଓ ଗୀତ ପାଇଁ ସମ୍ମାନିତ ହୋଇଥିବା ଆଦିବାସୀ ଅଞ୍ଚଳର ଯୁବ ଲୋକ କଳାକାର ତଥା ଦେଓଗାଁ ବ୍ଲକ
Read More...

ଦେଓଗାଁ ବ୍ଲକର ୨ ହାଇସ୍କୁଲ ପ୍ରଧାନ ଶିକ୍ଷକଙ୍କ ଅବସର ଗ୍ରହଣ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ୨ଟି ହାଇସ୍କୁଲ ଯଥା ଗୋପବନ୍ଧୁ ହାଇସ୍କୁଲ ସାଲେପାଲି ଓ ଶ୍ରୀରାମଚନ୍ଦ୍ର ହାଇସ୍କୁଲ କରୁଆଁଝରର ପ୍ରଧାନ ଶିକ୍ଷକ ଯଥାକ୍ରମେ ଶଶୀଭୂଷଣ ସାହୁ ଓ ଲୋକେଶ୍ୱର ପ୍ରଧାନ ଅବସର ଗ୍ରହଣ କରିଛନ୍ତି । ଶ୍ରୀ ସାହୁ ଗତ ୨୬/୫/୨୦୧୫ରେ ସାଲେପାଲି
Read More...