Browsing Tag

deogaon news

ଲଣ୍ଡାପଥର ସଚେତନତା ଶିବିର

ଦେଓଗାଁ, (ମନୀଷ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ ଲଣ୍ଡାପଥର ଗାଁରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଅନେକ ମାନ୍ୟଗ୍ୟଣ୍ୟ ବ୍ୟକ୍ତି ଓ ପ୍ରଶାସନିକ ଅଧିକାରୀ ଯୋଗ ଦେଇ ଅନୁସୂଚିତ ଜାତି ଓ ଜନଜାତି ମାନଙ୍କ ପାଇଁ
Read More...

୮୪ ଘର ଅଘରିଆ ସମାଜର ମହାସଭା ଉଦ୍‌ଘାଟିତ

ଦେଓଗାଁ, (ମନୀଷ କୁମାର ସାହୁ) : ଅଖିଳ ଭାରତୀୟ ଅଘରିଆ ସମାଜର ରାଜ୍ୟସ୍ତରୀୟ ଅଷ୍ଟମ ମହାସମ୍ମିଳନୀ ଓ ବଲାଙ୍ଗିର ଜିଲ୍ଲା ୮୪ ଘର ଅଘରିଆ ସମାଜର ଆଞ୍ଚଳିକ କମିଟିର ଚତୁର୍ଦ୍ଦଶ ମହାସଭା ଉଦ୍‌ଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଆସନ୍ତା ୩ ତାରିଖ ପର୍ଯ୍ୟନ୍ତ ଭଇଁସା ଗାଁରେ ଅନୁଷ୍ଠିତ ହେବ ।
Read More...

ଦେଓଗାଁରେ କୃଷକ ସଂଘର ବୈଠକ

ଦେଓଗାଁ, (କେପିଏନ୍‌ଏସ୍‌) : ଦେଓଗାଁ ସଦର ପଞ୍ଚାୟତ କଛାରପାଲି ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ସନ୍‌ସାଇନ୍‌ କୃଷକ ଉତ୍ପାଦକ ଚାଷୀ ସଂଘର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ନାବାର୍ଡର ଡିଡିଏମ୍‌ ଲକ୍ଷ୍ମଣ ସା, ମାତୃଶକ୍ତି ଫାରଉଣ୍ଡେସନର ପରିଚାଳକ ହୃଷିକେଶ ସାହୁ ଯୋଗ ଦେଇଥିଲେ । ଏଥିରେ
Read More...

ଦେଓଗାଁରେ ଝଡ଼ ତୋଫାନ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଅଞ୍ଚଳରେ ଗତକାଲି ଝଡ଼ ବାତ୍ୟା ହେବାରୁ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଜଣାପଡିଛି । ଏପରି କି ଝଡ଼ ତୋଫାନ ହେତୁ ବଡ଼ ବଡ଼ ଗଛ ଉପୁଡି ପଡ଼ିଥିବାରୁ ଦେଓଗାଁ-ସଇଁନ୍ତଲା ରାସ୍ତା ଜାତୀୟ ରାଜପଥ ୨୬ରେ ଦୀର୍ଘ ସମୟ ଧରି ଗାଡିଗୁଡ଼ିକ ଅଟକି ରହିଥିଲା ।
Read More...

ସୁରେଶ ନନ୍ଦ ସ୍ମୃତିରେ କବିତା ପାଠୋତ୍ସବ

ଦେଓଗାଁ, (ମନୀଷ କୁମାର ସାହୁ) : ବଲାଙ୍ଗିର ସଦର ବ୍ଲକ ଭୁତିଆରବାହାଲର ସୁରେଶ ନନ୍ଦ ସ୍ମୃତି ପାଠାଗାର ପକ୍ଷରୁ ସ୍ୱର୍ଗତ ସୁରେଶ ନନ୍ଦଙ୍କର ଶ୍ରାଦ୍ଧ ବାର୍ଷିକୀ ଅବସରରେ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ବିଶିଷ୍ଟ ସାହିତ୍ୟିକ ରବିରାମ ଦାସ ସଭାପତିତ୍ୱ କରିଥିବା
Read More...

ସୁରେଶ ନନ୍ଦ ସ୍ମୃତି ସମ୍ମାନରେ ସମ୍ମାନିତ ହେଲେ ଯୁବ କବି ପ୍ରଶାନ୍ତ ତ୍ରିପାଠୀ

ଦେଓଗାଁ, (ମନୀଷ କୁମାର ସାହୁ) : ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ଭୁତିଆରବାହାଲ ସ୍ଥିତ ସୁରେଶ ନନ୍ଦ ସ୍ମୃତି ପାଠାଗାର ପକ୍ଷରୁ ଆୟୋଜିତ ସୁରେଶ ନନ୍ଦଙ୍କ ଶ୍ରାଦ୍ଧ ବାର୍ଷିକୀ ଏବଂ କବିତା ପାଠୋତ୍ସବରେ ଯୁବ କବି ପ୍ରଶାନ୍ତ ତ୍ରିପାଠୀଙ୍କୁ ସୁରେଶ ନନ୍ଦ ସ୍ମୃତି ସମ୍ମାନ ୨୦୨୩ରେ ସମ୍ମାନିତ
Read More...

ଉଡ଼ାରରେ ନବାହ ପାରାୟଣ ଆରମ୍ଭ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଉଡାର ଗାଁରେ ଗୁରୁବାର ଶ୍ରୀ ରାମଚରିତ ମାନସ ପାରାୟଣ ଆରମ୍ଭ ହୋଇଯାଇଛି । ୯ ଦିନ ଧରି ହେବାକୁ ଥିବା ଏହି ପାରାୟଣର ସଭାପତି ବୌଦ୍ଧ ଧାମନଜୁଲି ବାସିନ୍ଦା ପୃଥିରାଜ ଗରିଆଙ୍କ ସଭାପତିତ୍ୱରେ ବ୍ୟାସ ଭାବେ ସୋନପୁର ଜିଲ୍ଲା ରକସାର ବିଶ୍ବକଲ୍ୟାଣ
Read More...

କେଜିବିଭିରେ ବାର୍ଷିକ ଉତ୍ସବ ଉଦ୍‌ଯାପିତ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଗାଈବାହାଲ ପଞ୍ଚାୟତ ଅନ୍ତର୍ଗତ ପୋନ୍ନିସୁଗର ପ୍ରାଥମିକ ବିଦ୍ୟାଳୟ ପରିସରରେ ଥିବା କସ୍ତୁରବା ଗାନ୍ଧି ବାଳିକା ବିଦ୍ୟାଳୟରେ ଭିତ୍ତିଭୂମି ଭରପୁର ଅଛି । ଗୋଟିଏ ଅନୁଷ୍ଠାନ ଭିତରେ ଅତି ଛୋଟ ସମୟରୁ ପାଠ ପଢ଼ିବା ସହ ଖେଳିବା, ଗୀତ ଗାଇବା,
Read More...

ଗାଈବାହାଲରେ ନବାହ ରାମାୟଣ ପାରାୟଣ ପାଇଁ କଳସ ଯାତ୍ରା

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଗାଈବାହାଲରେ ଗୁରୁବାର ଦିନରୁ ହେବାକୁ ଥିବା ଶ୍ରୀରାମ ନବମୀ ଉପଲକ୍ଷେ ନବାହ ପାରାୟଣ ପାଇଁ ବୁଧବାର ସନ୍ଧ୍ୟାରେ କଳସ ଯାତ୍ର ଏବଂ ଅଧିବାର ଅନୁଷ୍ଠିତ ହୋଇଯାଇଛି । ଗୁରୁବାର ଦିନରୁ ୯ ଦିନ ଧରି ୭ ତାରିଖ ପର୍ଯ୍ୟନ୍ତ ଶ୍ରୀ ତୁଳସୀ ଦାସ କୃତ ଏବଂ
Read More...

ବନ ଦିବସରେ ୨ ଫରେଷ୍ଟର ସହ ଜଣେ ଫରେଷ୍ଟ ଗାର୍ଡ ସମ୍ମାନିତ

ଦେଓଗାଁ, (ମନୀଷ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ କେନ୍ଦୁପତ୍ର ଡିଭିଜନରେ ଥିବା ବିଭିନ୍ନ କେନ୍ଦୁପତ୍ର ରେଞ୍ଜ ଫରେଷ୍ଟର ଉତ୍ତମ ପଦର୍ଶନ କରିଥିବାରୁ ବିଶ୍ୱ ବନ ଦିବସ ଅବସରରେ ରାଜ୍ୟ ସରକାରଙ୍କ ଠାରୁ ପୁରସ୍କୃତ ହୋଇଥିବା ଜଣାପଡିଛି । ଏହି ତାଲିକାରେ ୨ ଜଣ କେନ୍ଦୁପତ୍ର
Read More...