Browsing Tag

deogaon news

ଝରକା ଭାଙ୍ଗି ଲୁଟି ନେଲେ ୫ ଭରି ସୁନା ସହ ୩୦ ହଜାର ଟଙ୍କା : ଥାନାରେ ଏତଲା ପରେ ତଦନ୍ତ ଆରମ୍ଭ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ଥାନା ଅନ୍ତର୍ଗତ ସିକୁଆଁ ଗାଁରେ ବୁଧବାର ରାତିରେ ବାସୁଦେବ ପଧାନଙ୍କ ଘରର ଝରକା ଭାଙ୍ଗି ପ୍ରାୟ ୫ ଭରି ସୁନା ଓ ୩୦ ହଜାର ୨ଶହ ଟଙ୍କା ଚୋରି ହୋଇଥିବା ଦେଓଗାଁ ଥାନାରେ ଗୁରୁବାର ଦିନ ଅଭିଯୋଗ ହୋଇଛି । ଗାଁର ଲୋକମାନେ କହିବା ଅନୁସାରେ ଚୋରମାନେ
Read More...

ବରିଷ୍ଠ କଳାକାର ଅରକ୍ଷିତ ମେଲ୍ଲୀଙ୍କ ପରଲୋକ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ସଦର ପଞ୍ଚାୟତ କଛାରପାଲିର ବରିଷ୍ଠ କଳାକାର ଅରକ୍ଷିତ ମେଲ୍ଲୀ(୬୯)ଙ୍କ ରବିବାର ସକାଳ ୮ଟା ସମୟରେ ବଲାଙ୍ଗିର ସ୍ଥିତ ଭୀମଭୋଇ ମେଡ଼ିକାଲ କଲେଜ ଓ ହସ୍‌ପିଟାଲରେ ଦେହାନ୍ତ ହୋଇଯାଇଛି । ପୂର୍ବରୁ ତାଙ୍କ ଘରୋଇ ଚିକିତ୍ସା ଚାଲିଥିଲା । ମଙ୍ଗଳବାର ଦିନ
Read More...

ଦେଓଗାଁ ଡିଗ୍ରୀ ମହାବିଦ୍ୟାଳୟରେ ଆନ୍ତର୍ଜାତୀୟ ଇଂରାଜୀ ଭାଷା ଦିବସ ପାଳିତ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ଡିଗ୍ରୀ ମହାବିଦ୍ୟାଳୟରେ ରବିବାର ଇଂରାଜୀ ଭାଷା ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ରମେଶ ପ୍ରଧାନୀ ଅଧ୍ୟକ୍ଷତା କରିଥିବା ବେଳେ ଡିଏଭି ସ୍ୱୟଂ ଶାସିତ ମହାବିଦ୍ୟାଳୟର ଇଂରାଜୀ ଅଧ୍ୟାପକ ପ୍ରଫେସର ଜୟଦେବ କର
Read More...

ପବିତ୍ର ହନୁମାନ ଜୟନ୍ତୀ ଓ ପଣା ସଂକ୍ରାନ୍ତି ଉପଲକ୍ଷେ ଦେଓଗାଁ ବ୍ଲକରେ ବିଭିନ୍ନ କାର୍ଯ୍ୟକ୍ରମ

ଦେଓଗାଁ, (ମନୀଷ କୁମାର ସାହୁ) : ପବିତ୍ର ହନୁମାନ ଜୟନ୍ତୀ ଓ ପଣା ସଂକ୍ରାନ୍ତି ଅବସରରେ ଦେଓଗାଁ ମାରୱାଡ଼ି ମହିଳା ସମିତି ଶାଖା ପକ୍ଷରୁ ଜାତୀୟ ରାଜପଥ ୨୬ର ଦେଓଗାଁ ଏଟିଏମ୍‌ ଛକରେ ସରବତ୍‌ ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମହିଳା ଶାଖାର ସମସ୍ତ ସଦସ୍ୟା ଏକତ୍ରିତ ହୋଇ ରାଜପଥରେ
Read More...

ସିଆଲବାହାଲିରେ ରାମଲୀଳା ନାଟକ ଉଦ୍‌ଯାପିତ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ କୁତୁର୍ଲା ପଞ୍ଚାୟତ ସିଆଲବାହାଲି ଗାଁରେ ଗତ ୩୦ ତାରିଖରୁ ଚାଲିଥିବା ରାମଲୀଳା ନାଟକ ପର୍ବ ନାଟ୍ୟ ଅଭିନୟ ଉଦ୍‌ଯାପିତ ହୋଇଯାଇଛି । ଚୈତ୍ର ମାସ ଶୁକ୍ଲ ପକ୍ଷ ନବମୀ ଅବସରରେ ରାମଲୀଳା ନାଟକ ଅନୁଷ୍ଠିତ ହୋଇଯାଇଛି । ଦୀର୍ଘ ୨୮ବର୍ଷ ଧରି ଏହି
Read More...

ଦେଓଗାଁ ପଞ୍ଚାୟତ ଯୁବ ଜିଆର୍‌ଏସ୍‌ଙ୍କ ଅକାଳ ବିୟୋଗ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ପଞ୍ଚାୟତର ଯୁବ ଗ୍ରାମ ରୋଜଗାର ସେବକ(ଜିଆର୍‌ଏସ୍‌) ଅଶୋକ ସାହୁ(୩୯)ଙ୍କ ରବିବାର ରାତିରେ ଅକାଳ ବିୟୋଗ ଘଟିଯାଇଥିବା ଜଣାପଡିଛି । ରବିବାର ସନ୍ଧ୍ୟାରେ ଅସୁସ୍ଥ ଅନୁଭବ କରିଥିବାରୁ ବଲାଙ୍ଗିର ସ୍ଥିତ ଭୀମଭୋଇ ମେଡିକାଲ କଲେଜ ଓ ହସ୍‌ପିଟାଲକୁ
Read More...

ଉପରଝରରେ ଜିଲ୍ଲା ପ୍ରଶାସନର ଜନ ଶୁଣାଣି ଶିବିର

ଦେଓଗାଁ, (ମନୀଷ କୁମାର ସାହୁ) : ଉପରଝର ପଞ୍ଚାୟତ କାର୍ଯ୍ୟାଳୟରେ ସୋମବାର ଦିନ ବଲାଙ୍ଗିର ଜିଲ୍ଲା ମୁଖିଆ ଓ ଏସ୍‌ପି ସହ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ଉପସ୍ଥିତ ରହିବେ । ଦେଓଗାଁ ବ୍ଲକର ଯେ କେହି ବି କୋଣ ଅନୁକୋଣରୁ ଆସି ବ୍ୟକ୍ତିଗତ ଓ ସାମୁହିକ ଅଭିଯୋଗ କରିପାରିବେ । ଏପରି
Read More...

ବେଆଇନ ବାଲି ଚୋରାଚାଲାଣ ବେଳେ ଚଢ଼ାଉ

୧୦,୧୧୧ ଟଙ୍କାର ଜରିମାନା ଆଦାୟ ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ତହସିଲଦାର ଯୁଗଳ କିଶୋର ବିଶ୍ୱାଲଙ୍କ ନିର୍ଦ୍ଦେଶରେ ବଡବନ୍ଧ ଆର୍ ଆଇ ଅଧିର ନାଏକ ବୁଧବାର ଦିନ ସାଢେ ୧୧ଟାରେ ଦେଓଗାଁ ତହସିଲ ବଡ଼ବନ୍ଧ ସର୍କଲ ଅନ୍ତର୍ଗତ ସିକୁଆଁ ମୌଜା ଅଞ୍ଚଳରେ ଟ୍ରାକ୍ଟର (ଓଡ଼ି ୦୩କେ ୧୪୦୧)ରେ
Read More...

୫୬ ବର୍ଷ ଶ୍ରୀରାମଲୀଳା ନାଟକୋତ୍ସବ ପୂର୍ତ୍ତି ଉପଲକ୍ଷେ ୨୪ ପ୍ରହରୀ ନାମଯଜ୍ଞ ପାଇଁ କଳସ ଯାତ୍ରା ସମ୍ପନ୍ନ, ଆଜି…

ଦେଓଗାଁ, (ମନୀଷ କୁମାର ସାହୁ) : ଗୁଡ଼ଭେଲା ବ୍ଲକ ଅନ୍ତର୍ଗତ ବଡ଼ଙ୍ଗୋମୁଣ୍ଡା ପଞ୍ଚାୟତ ଟେବଡ଼ାମୁଣ୍ଡା ଗାଁର ରାମଜୀ କମିଟି ଓ ଗ୍ରାମବାସୀଙ୍କ ଉଦ୍ୟମରେ ଦୀର୍ଘ ୫୬ ବର୍ଷ ହେଲା ଅନବରତ ଭାବେ ପ୍ରତିବର୍ଷ ଅତି ଶାନ୍ତି ଶୃଙ୍ଖଳା ଓ ଧର୍ମଭାବ ନେଇ ଶ୍ରୀରାମଲୀଳା ନାଟୋକତ୍ସବ ପାଳନ କରିଥିବାରୁ ଚଳିତ
Read More...

ଜେବିବିଏସ୍‌ଏନ୍‌ରେ ଆନ୍ତର୍ଜାତୀୟ ଅଟିଜିମ୍ ଦିବସ ପାଳିତ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ସାଲେପାଲି ସ୍ଥିତ ଜଗତବନ୍ଧୁ ବିଶ୍ଵ ଭାରତୀ ଶିକ୍ଷ୍ୟା ନିକେତନ ସ୍ଵତନ୍ତ୍ର ତାଲିମ କେନ୍ଦ୍ରରେ ବିଶ୍ଵ ଅଟିଜିମ୍ ଦିବସ ପାଳନ ହୋଇଯାଇଛି । ଅଧ୍ୟକ୍ଷ ଡ. ସୁଧାଂଶୁ ଭୂଷଣ ମେହେରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପ୍ରଶିକ୍ଷକ
Read More...