ରାଜପଥ ଉପରେ ତୁଷୁରା ଆଇଆଇସିଙ୍କୁ ଆକ୍ରମଣ : ସାଧାରଣରେ ଚାଞ୍ଚଲ୍ୟ
ଦେଓଗାଁ : ୨୬ ନମ୍ବର ଜାତୀୟ ରାଜପଥ ବଲାଙ୍ଗିର - ଦେଓଗାଁ ରାସ୍ତା ଉପରେ ଥିବା ସୋନଗଡ଼ ନଦୀ ଉପରେ ଆଜି ଜଣେ ପୁଲିସ ଅଧିକାରୀଙ୍କୁ ଉତ୍ତେଜିତ ଲୋକେ ନିସ୍ତୁକ ମାଡ଼ ମାରିଥିବା ଜଣାପଡ଼ିଛି । ମାଡ଼ ଖାଇଥିବା ପୁଲିସ କର୍ମଚାରୀ ଜଣକ ବଲାଙ୍ଗିର ଜିଲ୍ଲା ତୁଷୁରା ଥାନା ଅଧିକାରୀ ଶଶୀ ଭୂଷଣ ମିଶ୍ର!-->…
Read More...
Read More...