ହୁମ୍ବର ଗ୍ରାମରେ ବାଲେଶ୍ୱର ଭିଜିଲାନ୍ସ ଟିମ୍ : ତନଖି କଲେ ଅଭିଯୁକ୍ତଙ୍କ ପୈତୃକ ଘର
ଛତ୍ରପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ମହକୁମା ଠାରୁ ମାତ୍ର ୩ କିମି ଦୂର, ଯାହା ଛତ୍ରପୁର ବ୍ଲକ୍ ଅନ୍ତର୍ଗତ ହୁମ୍ବର ଗ୍ରାମକୁ ଆଜି ସକାଳୁ ସକାଳୁ ବାଲେଶ୍ଵରର ଭିଜିଲାନ୍ସ ଟିମ୍ ପହଞ୍ଚିଛି । ଅଭିଯୁକ୍ତଙ୍କ ପୈତୃକ ଘର ତନଖି କରି ଘରର ମାନ ଯାଞ୍ଚ କରିଛି । ଅଭିଯୁକ୍ତଙ୍କ!-->…
Read More...
Read More...