ଗାଏ ମାରୁ ମାନ୍କୁ ଜଲଦି ଧରାଯିବାର ଦାବୀ ନେ ବଜରଂଗ ଦଲର୍ ଫାଣ୍ଡି ଘେରାଉ
ଚନ୍ଦନଭାଟି, ( ରାଜେଶ ଦଣ୍ଡସେନା) : ଚନ୍ଦନଭାଟି ପାଖର୍ କୁଶମେଲ ଠାନେ ଘଟିଥିଲା ଗୁଟେ ଗୋହତ୍ୟା ଘଟନା । ଗଲା ସାତଦିନ୍ ତଲେ ଗୁଟେ ଜିଇଁଲା ଗାଏକେ ଆନି କରି କୁଶମେଲ ନଦିଖଁଡି ଜିଇଁତା କାଟୁଥିବାର୍ ଖବର୍ ପାଇ କରି କୁଶମେଲ ବଜରଂଗ ଦଲର୍ ପିଲାମାନେ ପଗଡିଥିଲେ । ଗାଏକାଟୁ ମାନେ କିଛି ଲୁକର!-->…
Read More...
Read More...