Browsing Tag

bramhapur news

ଆମ୍ ଆଦମୀ ପାର୍ଟି ପକ୍ଷରୁ ନୀଳକଣ୍ଠ ରେଡ୍ଡୀଙ୍କ ପ୍ରଚାର

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଗୋପାଳପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଧାନସଭା କ୍ଷେତ୍ର ଆସନଟି ଅନ୍ୟତମ ଗୁରୁତ୍ତ୍ଵପୂର୍ଣ୍ଣ ମର୍ଯ୍ୟାଦା ବହନ କରିଆସିଛି । ଗୋପାଳପୁର ଆସନରୁ ବିଧାୟକ ପ୍ରାର୍ଥୀ ଭାବେ ଆମ୍ ଆଦମୀ ପାର୍ଟି ପକ୍ଷରୁ ପି. ନୀଳକଣ୍ଠ ରେଡ୍ଡୀଙ୍କ
Read More...

ବର୍ଣ୍ଣାଢ଼୍ୟ ଶୋଭାଯାତ୍ରାରେ ରାମ ଲାଲାଙ୍କ ସହର ପରିକ୍ରମଣ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ରେଳ ଷ୍ଟେସନ୍‌ ରାମ ମନ୍ଦିରରୁ ବିଧିବଦ୍ଧ ଭାବେ ପୂଜାର୍ଚ୍ଚନା ହୋଇ ବର୍ଣ୍ଣାଢ଼୍ୟ ଶୋଭାଯାତ୍ରାରେ ରାମ ଲାଲାଙ୍କ ସହର ପରିକ୍ରମଣ ହୋଇଯାଇଛି । ପବିତ୍ର ରାମ ନବମୀ ଅବସରରେ ରାମ ଲାଲାଙ୍କ ଜନ୍ମଦିନ ମହାସମାରୋହରେ ଛତ୍ରପୁର ସହରରେ ସର୍ବତ୍ର
Read More...

ରାମ ନବମୀ ପର୍ବ ପାଳନ ନିମନ୍ତେ ବ୍ୟାପକ ପ୍ରସ୍ତୁତି

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବୁଧବାର ଅର୍ଥାତ୍ ୧୭ ତାରିଖ ପୂର୍ବାହ୍ନରୁ ଛତ୍ରପୁର ଷ୍ଟେସନ୍‌ ନିକଟସ୍ଥ ଶ୍ରୀ ରାମ ମନ୍ଦିର ପ୍ରାଙ୍ଗଣରେ ଶ୍ରୀ ରାମନବମୀ ମହୋତ୍ସବ ଆୟୋଜନ ପାଇଁ ବ୍ୟାପକ ପ୍ରସ୍ତୁତି ଚାଲିଛି । ପୂର୍ବାହ୍ନରେ ବିଧିବଦ୍ଧ ଭାବେ ଷୋଡ଼ଶ ପୂଜା ବିଧିରେ ଆରମ୍ଭ ହେବ ।
Read More...

ମା’ ରାମଚଣ୍ଡୀଙ୍କ ପୀଠରେ ଆୟୋଜିତ ବାସନ୍ତିକ ଦୁର୍ଗା ପୂଜା ମଙ୍ଗଳବାର ଉଦ୍‌ଯାପିତ ହେବ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରଠାରୁ ମାତ୍ର ୭କିମି ଦୂରରେ ଅବସ୍ଥିତ ଗଞ୍ଜାମ ବ୍ଲକର କରପଡା ଗ୍ରାମ ପଞ୍ଚାୟତ ଅଧିନସ୍ଥ ନୀଳାଦ୍ରିପୁର ଗ୍ରାମର ଧଡ଼ା ପାହାଡ଼ ଶୀର୍ଷରେ ଅବସ୍ଥାନ କରିଥିବା ମା' ରାମଚଣ୍ଡୀଙ୍କ ପୀଠରେ ବାସନ୍ତିକ ଦୁର୍ଗା ପୂଜା ପବିତ୍ର ମହାବିଷୁବ
Read More...

ରାଜନୀତି ବିଜ୍ଞାନ ବିଭାଗରେ ଆମ୍ବେଦକର ଜୟନ୍ତୀ ପାଳିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଅଧୀନ ରାଜନୀତି ବିଜ୍ଞାନ ବିଭାଗ ଓ ଲୋକ ପ୍ରଶାସନ ବିଭାଗର ମିଳିତ ଆନୁକୂଲ୍ୟରେ ସମ୍ବିଧାନର ଜନକ ଭୀମ ରାଓ ରାମଜୀ ଆମ୍ବେଦକରଙ୍କ ୧୩୩ତମ ଜନ୍ମ ବାର୍ଷିକ ପାଳିତ ହୋଇଯାଇଛି । ରାଜନୀତି ବିଜ୍ଞାନ ବିଭାଗର ମୁଖ୍ୟ ପ୍ରଫେସର
Read More...

ନବୀନ ସମ୍ବାଦପତ୍ରର ପ୍ରତିଭା ପୂଜା ପରମ୍ପରା ଉଦାହରଣୀୟ : ନବୀନ ପାଠାଗାର ଓ ସାହିତ୍ୟ ପ୍ରତିଷ୍ଠାନର ୨୬ତମ ବିଷୁବ ମିଳନ…

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ୧୯୩୦ ମସିହାରୁ ନିରବଚ୍ଛିନ୍ନ ଭାବେ ପ୍ରକାଶ ପାଇ ଆସୁଥିବା ନବୀନ କେବଳ ସମ୍ବାଦପତ୍ର ନୁହଁ ବରଂ ଓଡ଼ିଶାର କବି, ଲେଖକ, କଳାକାରମାନଙ୍କୁ ସମ୍ମାନ ଦେବାର ଅନନ୍ୟ ପରମ୍ପରା ବଜାୟ ରଖିପାରିଛି ବୋଲି ବିଶିଷ୍ଟ ବକ୍ତାମାନେ ମତବ୍ୟକ୍ତ କରିଛନ୍ତି । ସ୍ଥାନୀୟ ନବୀନ
Read More...

ରିକାପଲ୍ଲୀ ସାହିରେ ମହାବୀରଙ୍କ ଜୟନ୍ତୀ ପାଳିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସହରାଞ୍ଚଳର ୧୨ ନମ୍ୱର ୱାର୍ଡ଼ ରିକାପଲ୍ଲୀ ସାହିରେ ଚଳିତ ମାସ ୩ ତାରିଖରେ ଯଜ୍ଞାନୁଷ୍ଠାନ ସହକାରେ ପ୍ରତିଷ୍ଠିତ ନବନିର୍ମିତ ଶ୍ରୀ ହନୁମାନ ଜୀଉଙ୍କ ମଣ୍ଡପରେ ମଧ୍ୟ ଚଳିତ ବର୍ଷ ପବିତ୍ର ମହାବିଷୁବ ସଂକ୍ରାନ୍ତି ଦିନ ମହାବୀରଙ୍କ ଜୟନ୍ତୀ
Read More...

ଛତ୍ରପୁର ରାଜାଘର ଜଗନ୍ନାଥ ମନ୍ଦିରରେ ହନୁମାନ ଜୟନ୍ତୀ ପାଳିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସହରର ବହୁ ପୁରାତନ ପ୍ରତିଷ୍ଠିତ ରାଜାଘର ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିରରେ ପବନପୁତ୍ର ହନୁମାନଙ୍କ ଜୟନ୍ତୀ ଉତ୍ସବ ବର୍ଣ୍ଣାଢ଼୍ୟ ସମାରୋହରେ ପାଳିତ ହୋଇଯାଇଛି । ମହାବିଷୁବ ସଂକ୍ରାନ୍ତି ଅବସରରେ ସମୂହ ୧୦୮ ହନୁମାନ ଚାଳିଶା ପାଠ, ହୋମଯଜ୍ଞ,
Read More...

ସମାଜସେବୀ ଭାସ୍କର ଆଚାର୍ଯ୍ୟଙ୍କ ପରଲୋକ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦର ମହକୁମ୍ମା ଛତ୍ରପୁର ସହରରେ ଥିବା ସମବାୟ ବ୍ୟାଙ୍କର ଅବସରପ୍ରାପ୍ତ ଅଧିକାରୀ ତଥା ସମାଜସେବୀ ଭାସ୍କର ଆଚାର୍ଯ୍ୟ (୭୨)ଙ୍କ ଶୁକ୍ରବାର ମଧ୍ୟରାତ୍ରିରେ ପରଲୋକ ଘଟିଛି । ଶନିବାର ପୂର୍ବାହ୍ନରେ ପାଲିଆ ଛତ୍ରପୁର ଶ୍ମଶାନରେ
Read More...

ଛତ୍ରପୁରର ପୂର୍ବତନ ବିଧାୟକ ଅଶୋକ ଚୌଧୁରୀଙ୍କ ମାତୃ ବିୟୋଗ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରର ପୂର୍ବତନ ବିଧାୟକ ଅଶୋକ ଚୌଧୁରୀଙ୍କ ମାତା ହରପ୍ରିୟା ଚୌଧୁରୀ (୯୪)ଙ୍କ ଶୁକ୍ରବାର ପରଲୋକ ହୋଇଯାଇଛି । ସ୍ୱର୍ଗତା ଚୌଧୁରୀ ଅନସ୍ଲୋ ହାଇସ୍କୁଲର ଜଣେ ପ୍ରଥମ ଛାତ୍ରୀ ଥିଲେ । ସ୍ଵାମୀ ସ୍ୱର୍ଗତ ତ୍ରିନାଥ ଚୌଧୁରୀଙ୍କ ଗାନ୍ଧୀବାଦୀ ଆଦର୍ଶରେ
Read More...