Browsing Tag

boudh news

ନିର୍ମାଣଧୀନ ଗୋଷ୍ଠୀ ଶୌଚାଳୟକୁ ଭାଙ୍ଗିଲା ଦୁର୍ବୃତ୍ତ

ବୌଦ୍ଧ, (ବଂଶୀଧର ମାଝୀ) : କଣ୍ଟାମାଳ ବ୍ଲକ ଜଳ ଓ ପରିମଳ ବିଭାଗ ଏବଂ ଘଣ୍ଟାପଡ଼ା ସେବା ସମବାୟ ସମିତି ତରଫରୁ ନିର୍ମାଣଧୀନ ଗୋଷ୍ଠୀ ଶୌଚାଳୟକୁ ଗତ ରାତିରେ କେଉଁ ଦୁର୍ବୃତ୍ତ ଭାଙ୍ଗି ଦେଇଥିବା ଜଣାଯାଇଛି । ଏହା ଜଳ ଓ ପରିମଳ ବିଭାଗ ତରଫରୁ ୨ ଲକ୍ଷ ୧୦ ହଜାର ଓ ସମବାୟ ସମିତି ତରଫରୁ ୯୦ ହଜାର
Read More...

ବିଶ୍ୱ ପାଇଖାନା ଦିବସ ପାଳିତ

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ସାମ୍ବାଦିକ ସଂଘ(କବ୍ଜା) କାର୍ୟ୍ୟାଳୟ ଠାରେ କଣ୍ଟାମାଳ ଜଳ ଓ ପରିମଳ ବିଭାଗରେ କାର୍ୟ୍ୟରତ ଜିପି ମନିଟର ସଂଘ ତରଫରୁ ବିଶ୍ୱ ପାଇଖାନା ଦିବସ ପାଳିତ ହୋଇ ଯାଇଛି । କବ୍ଜାର ସଭାପତି ଦୁର୍ବାକ୍ଷ ବସ୍ତିଆ ଓ ଜଳ ପରିମଳ ବିଭାଗର ବିଆରସି
Read More...

ନୂତନ ଭାରତ ନିର୍ମାଣରେ ନେହେରୁଙ୍କ ଭୂମିକାକୁ ନେଇ ଆଲୋଚନା ଚକ୍ର

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲା କଂଗ୍ରେସ କମିଟି ଆନୁକୂଲ୍ୟରେ ମଙ୍ଗଳବାର କଣ୍ଟାମାଳ କଲ୍ୟାଣ ମଣ୍ଡପ ଠାରେ ନୂତନ ଭାରତ ନିର୍ମାଣରେ ପଣ୍ଡିତ ଜବାହାରଲାଲ ନେହେରୁଙ୍କ ଭୂମିକା ବିଷୟକୁ ନେଇ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ବୌଦ୍ଧ ଜିଲ୍ଲା କଂଗ୍ରେସ କମିଟି ସଭାପତି ନବ କୁମାର
Read More...

ଦୁର୍ଘଟଣାରେ ବାଇକ ଆରୋହୀ ଗୁରୁତର

ବୌଦ୍ଧ, (ବଂଶୀଧର ମାଝୀ) : ରାସ୍ତା କଡରେ ରହିଥିବା ଗୋଟିଏ ମିକ୍ସର ମେସିନକୁ ପଛ ପାଖରୁ ଧକ୍କା ଦେଇ ଜଣେ ବାଇକ ଆରୋହୀ ଗତ ରାତିରେ ଗୁରୁତର ଆହତ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ମନମୁଣ୍ଡା ଥାନା ସାହୁପଡା ଗ୍ରାମର ବାଇକ ଆରୋହୀ କୌଶିକ ପ୍ରଧାନ ସେ କୌଣସି କାମରେ ରେଢାଖୋଲ ଯାଇ ରାତି
Read More...

ଇନୋଭାକୁ ଧକ୍କା ଦେଲା ଯାତ୍ରୀବାହୀ ବସ୍‌ : ୨ ଜଣ ମୃତ ,୨୫ରୁ ଅଧିକ ଆହତ

ଅନୁଗୁଳ/ବୌଦ୍ଧ, (ବଂଶୀଧର ମାଝୀ) : ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି । ଗତରାତି ପ୍ରାୟ ୧ଟା ସମୟରେ ଦୁର୍ଘଟଣା ଘଟିଛି ଅନୁଗୁଳ ଜିଲା ଆଠମଲ୍ଲିକ ବ୍ଲକ କିଆକଟା ଥାନା ଅନ୍ତର୍ଗତ ବୌଦ୍ଧ ଛକ ପାଖରେ । ରାସ୍ତା କଡେ ଅଟକିଥିବା ଏକ ଇନୋଭା ଗାଡିକୁ ସମ୍ବଲପୁରରୁ ଭଞ୍ଜନଗର ଯାଉଥିବା ଏକ
Read More...

ଭାଲୁ ଆକ୍ରମଣରେ ଚାଷୀ ଗୁରୁତର

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଅନ୍ତର୍ଗତ ତଳଗାଁ ଗ୍ରାମପଞ୍ଚାୟତ ଡାକପଦର ଗାଁରେ ଫସଲ ଜଗିବାକୁ ଯାଇଥିବା ଜଣେ ଚାଷୀ ଭାଲୁ ଆକ୍ରମଣରେ ଗୁରୁତର ଆହତ ହୋଇଥିବା ଖବର ମିଳିଛି । ସୂଚନା ଅନୁଯାୟୀ, ଡାକପଦର ଗ୍ରାମର ଚମ୍ପେଶ୍ୱର ଜାନୀ (୫୫) ନାମକ ଜଣେ ଚାଷୀ ଗୁରୁବାର
Read More...

କଣ୍ଟାମାଳ ବ୍ଲକର ଶାନ୍ତିଲତା ସ୍ନାତକୋତ୍ତରରେ ଟପ୍ପର

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକ ବିଳାସପୁର ପଞ୍ଚାୟତ ପଦରପଡା ଗାଁର ମେଧାବୀ ଛାତ୍ରୀ ସୁଶ୍ରୀ ଶାନ୍ତିଲତା ସାହୁ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗରେ ସ୍ନାତକୋତ୍ତର ପରୀକ୍ଷା ଦେଇ ମୋଟ ୭୧.୮୦ ପ୍ରତିଶତ ନମ୍ବର ରଖି ବିଶ୍ୱବିଦ୍ୟାଳୟର
Read More...

ଜମି ଜବରଦଖଲ ବିରୋଧରେ ଅଣ୍ଟା ଭିଡିଲେ ଗ୍ରାମବାସୀ

ବୌଦ୍ଧ, (ବଂଶୀଧର ମାଝୀ) : କଣ୍ଟାମାଳ ତହସିଲ ଅଧୀନ ବରଗାଁ ପଞ୍ଚାୟତ ମଲିକୁଦ ଗ୍ରାମରେ ସରକାରୀ ଜମି ଓ ମନ୍ଦିର ଜମିକୁ ଜବରଦଖଲ ଅଭିଯୋଗ କରି ଚାଷଜମିରୁ ଧାନ କାଟିଲେ ଗ୍ରାମବାସୀ । ସୂଚନା ଅନୁସାରେ ମଲିକୁଦ ମୌଜାର ଶ୍ରୀଭଗବତ ଗୋସ୍ବାମୀ ଠାକୁରଙ୍କ ନାମରେ ଖତିୟାନ ନଂ.୨୬ ରେ ଥିବା ଏ.୨୫.୮୯
Read More...

ଶୋଚନୀୟ ହୋଇ ପଡିଛି ପୂର୍ତ୍ତ ବିଭାଗ ରାସ୍ତା

ବୌଦ୍ଧ, (ବଂଶୀଧର ମାଝୀ) : କଣ୍ଟାମାଳ ବ୍ଲକ ମଲିକୁଦ ଛକରୁ ନାରାୟଣପ୍ରସାଦ ପଞ୍ଚାୟତକୁ ସଂଯୋଗ କରିଥିବା ପ୍ରଧାନମନ୍ତ୍ରୀ ରାସ୍ତା ଗତବର୍ଷ ପୂର୍ତ୍ତବିଭାଗ ଦ୍ବାରା ହାତକୁ ନିଆଯାଇଛି । ନୂତନ ଭାବେ ନିର୍ମିତ ହୋଇଥିବା ରାସ୍ତା ବରଗାଁ ପଞ୍ଚାୟତର ତିଲିକାମାଲ ଠାରୁ ସେଲମାପଡା ମଧ୍ୟରେ ଅତି
Read More...

ବବୁଲ୍‌ ଗଛରୁ ଯୁବକର ମୃତଦେହ ଉଦ୍ଧାର

ବୌଦ୍ଧ (ବଂଶୀଧର ମାଝୀ) : ବୌଦ୍ଧ ବ୍ଲକ ବାଉଁଶୁଣୀ ଥାନା ଅନ୍ତର୍ଗତ ତାଲସରଡା ଗ୍ରାମ ପଞ୍ଚାୟତର ମାନେଶ୍ୱର ଗ୍ରାମର ଗୋଟିଏ ବବୁଲ୍‌ ଗଛରୁ ଜଣେ ଯୁବକଙ୍କ ମୃତ ଦେହ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି । ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳେ ସ୍ଥାନୀୟ ଲୋକେ ମାନେଶ୍ୱର ଗୋଟିଏ ବବୁଲ୍‌ ଗଛରେ
Read More...