Browsing Tag

boudh news

ଘଣ୍ଟାପଡା ଅଞ୍ଚଳରୁ ବାଘଛାଲ ଜବତ : ଜଣେ ଗିରଫ୍

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲାରେ ବନ୍ୟପ୍ରାଣୀ ଶିକାର ବଢି ଚାଲିଛି । ଲଗାତାର ବନ୍ୟପ୍ରାଣୀମାନଙ୍କୁ ଶିକାରୀମାନେ ଶିକାର କରୁଛନ୍ତି । ଏମିତି ଗୋଟିଏ ପରେ ଗୋଟିଏ ଘଟଣା ସାମ୍ନାକୁ ଆସୁଛି । ଏସବୁ ସତ୍ତ୍ବେ ବନବିଭାଗ କର୍ମଚାରୀଙ୍କ ଚେତା ପଶୁନି । ଫଳରେ ବିଭାଗୀୟ କାର୍ଯ୍ୟଦକ୍ଷତା
Read More...

ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ଉପଲକ୍ଷେ ସାମ୍ବାଦିକଙ୍କୁ ଶପଥ ପାଠ କରାଇଲେ ଜିଲ୍ଲା ଓ ଲୋକ ସମ୍ପର୍କ ଅଧିକାରୀ

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ପରିସରରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ଉପଲକ୍ଷେ ଏକ ଶପଥ ପାଠ ଉତ୍ସବ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ରୀତାକାନ୍ତି ବଳିୟାରସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି । ପ୍ରଥମେ ଜିଲ୍ଲା
Read More...

ନିଟ ପିଜିରେ ସର୍ବଭାରତୀୟ ସ୍ତରରେ ୧୨୯୧ ରାଙ୍କରେ ସଫଳତା

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲା ପଲସାଗୋରା ଶିକ୍ଷକ ନୀଳମଣି ପଣ୍ଡା ଓ ଶିକ୍ଷୟତ୍ରୀ ଜାହ୍ନବୀ ମିଶ୍ରଙ୍କ କନିଷ୍ଠ ପୁତ୍ର ଡ଼ା. ଶିଶିର କୁମାର ପଣ୍ଡା ସର୍ବଭାରତୀୟ ନିଟ ପରୀକ୍ଷାରେ ବିନା କୋଚିଙ୍ଗରେ ଭାରତୀୟ ରାଙ୍କ ୧୨୯୧ ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି । ଡା. ଶିଶିର ୨୦୧୪ ମସିହାରେ
Read More...

ଆଦିବାସୀ ସମନ୍ୱୟ ସମିତିର ନୂଆଁଖାଇ ଭେଟ୍‌ଘାଟ୍‌

ବୌଦ୍ଧ, (ବଂଶୀଧର ମାଝୀ) : ସଭାପତି ସାମନ୍ତମାଝୀଙ୍କ ଆହ୍ୱାନକ୍ରମେ କଣ୍ଟାମାଳ ବ୍ଲକ ଆମ୍ବଗାଁ ପଞ୍ଚାୟତର ଦେଢେଣମାଳ ଆଦିବାସୀ ପଡିଆରେ ଆଦିବାସୀ ସମନ୍ୱୟ ସମିତି ଦେଢେଣମାଳ ପକ୍ଷରୁ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସକାଳୁ ଆଦିବାସୀମାନେ ପାରଂପାରିକ ବେଶ ପୋଷାକରେ
Read More...

ଫ୍ରିଜ ତାର ସଂସ୍ପର୍ଶରେ ଆସି ୪ ବର୍ଷର ଶିଶୁପୁତ୍ରର ମୃତ୍ୟୁ

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲାର ପୁରୁଣାକଟକ ହରଭଙ୍ଗା ଥାନା ଅନ୍ତର୍ଗତ କଙ୍କଲା ଗାଁରେ ଫ୍ରିଜ ତାର ସଂସ୍ପର୍ଶରେ ଆସି ୪ ବର୍ଷର ଶିଶୁପୁତ୍ରର ମୃତ୍ୟୁ ହୋଇଥିବା ଖବର ମିଳିଛି । ମୃତ ଶିଶୁ ଜଣକ ହେଲେ ହରଭଙ୍ଗା ଥାନା ଧଳପୁର ପଞ୍ଚାୟତ କଙ୍କଲା ଗ୍ରାମର ଅରୁଣ ବେହେରାଙ୍କ ପୁଅ ରଜତ
Read More...

ଖଡଙ୍ଗ ନଦୀ ସେତୁ ଉପରେ ମର୍ମନ୍ତୁଦ ଦୁର୍ଘଟଣା, ୩ ଗୁରୁତର

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲା ଘଣ୍ଟାପଡା ଫାଣ୍ତି ଅଧିନ ଖୁଣ୍ଟିଗୋରା ପଞ୍ଚାୟତର ସିନ୍ଧୁଗୋରା ନିକଟ ଖଡଙ୍ଗ ନଦୀ ସେତୁରେ ବାଇକ ଓ ଟ୍ରାକ୍ଟର ମଧ୍ୟରେ ଧକ୍କା ହେବା ଫଳରେ ମର୍ମନ୍ତୁଦ ଦୂର୍ଘଟଣା ଘଟି ୩ ଗୁରୁତର ଆହତ । ଆହତ ବ୍ୟକ୍ତିଙ୍କୁ ଅଚେତ ଅବସ୍ଥାରେ ଆମ୍ବୁଲାନ୍ସ ଯୋଗେ
Read More...

ଲୋକନାଥ ରଣା ନିଖୋଜ ମାମଲା : ହତ୍ୟା ଆଶଙ୍କା, ସାନ ଭାଇ ଥାନାରେ ଅଟକ

ବୌଦ୍ଧ, (ବଂଶୀଧର ମାଝୀ) : କଣ୍ଟାମାଳ ବ୍ଲକ ଘଣ୍ଟାପଡା ଫାଣ୍ଡି ଅଧିନ କୁଲୁତାଜୋର୍ ପଞ୍ଚାୟତ ଦେଉଳୀ ଗ୍ରାମର ଲୋକନାଥ ରଣା (୩୦) ଗତ ୧୨ ତାରିଖ ସନ୍ଧ୍ୟାରୁ ଘରୁ କେଉଁ ଆଡେ ଗଲେ ଆଉ ଫେରି ନଥିଲେ । ପରିବାର ଲୋକେ ବହୁ ସ୍ଥାନରେ ଖୋଜାଖୋଜି କରିଥିଲେ ମଧ୍ୟ ନ ପାଇବାରୁ ନିଖୋଜ ବିଷୟରେ ପିତା
Read More...

ରାଜ୍ୟସ୍ତରୀୟ ଶିକ୍ଷକ ସମ୍ବିଳନୀ ଅନୁଷ୍ଠିତ : ନୂତନ ଜାତୀୟ ଶିକ୍ଷାନୀତି ସମ୍ପର୍କରେ ଆଲୋଚନା

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲାର ମାନମୁଣ୍ଡ। ଠାରେ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରାସନ ୫ ଖାରବେଳ ନଗର ଭୁବନେଶ୍ୱର ଓଡିଶା ଆନୁକୂଲ୍ୟରେ ଆଞ୍ଚଳିକ ସଂପାଦିକା ଅନିତା ମେହେରଙ୍କ ଉଦ୍ୟମରେ ଜାତୀୟ ଶିକ୍ଷାନୀତି ଉପରେ ଗତକାଲି ଏକ ରାଜ୍ୟସ୍ତରୀୟ ଆଲୋଚନା ଚକ୍ର ଅନୁଷ୍ଠିତ
Read More...

ଡୁଡୁନ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ଅସହାୟ ମହିଳାଙ୍କୁ ସହାୟତା ପ୍ରଦାନ

ବୌଦ୍ଧ, (ବଂଶୀଧର ମାଝୀ) : କଣ୍ଟାମାଳ ବ୍ଲକ ଖୁଣ୍ଟିଗୋରା ପଞ୍ଚାୟତ ମସିଣାଗୋରା ଗ୍ରାମରେ ରହନ୍ତି ସେବ ଭୋଇ । ସୂଚନା ଅନୁସାରେ ଗୋଟିଏ ପୁଅ ଏବଂ ଗୋଟିଏ ଝିଅକୁ ନେଇ ସଂସାର । ଦୁଇବର୍ଷ ହେବ ସ୍ବାମୀ ଆରପାରିକୁ ଚାଲିଯିବା ପରେ ଖୁବ ଅସହାୟ ହୋଇ ପଡିଛନ୍ତି । ସରକାରୀ ସହାୟତା କହିଲେ ବିଧବା
Read More...

ରାଜ୍ୟ ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତ ସିଂହାରଙ୍କ ଦୁଇ ଦିନିଆ ବୌଦ୍ଧ ଜିଲ୍ଲା ଗସ୍ତ

ବୌଦ୍ଧ, (ବଂଶୀଧର ମାଝୀ) : ବିଜେପି ରାଜ୍ୟ ସାଧାରଣ ସଂପାଦିକ ଲେଖାଶ୍ରୀ ସାମନ୍ତସିଂହାର ମଙ୍ଗଳବାର ଦୁଇ ଦିନିଆ ବୌଦ୍ଧ ଜିଲ୍ଲା ଗସ୍ତରେ ଆସି ପ୍ରଥମେ କଣ୍ଟାମାଳ ବ୍ଲକରେ ପହଞ୍ଚିଥିବା ଜଣାପଡିଛି । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା, ଲଣ୍ଡାଗାଁ ଠାରେ କାର୍ଯ୍ୟକ୍ରମ ସାରି ସିଧା ସଳଖ ଆମ୍ବଗାଁ ଠାରେ
Read More...