ଡକାୟତି ଯୋଜନା କରୁଥିବା ୫ ଜଣଙ୍କୁ ଗିରଫ କଲା ପୋଲିସ
ବୌଦ୍ଧ, (ବଂଶୀଧର ମାଝୀ) : ଡକାୟତି ଯୋଜନା କରୁଥିବା ୫ ଜଣଙ୍କୁ ଗିରଫ କରିଛି ପୋଲିସ । ସୂଚନା ଅନୁସାରେ ବୁର୍ଲା ଥାନା କଟାପାଲି ଗ୍ରାମର ରାଠୀ ରାସ୍ତାରେ ଚାଲିଥିଲା ଡକାୟତି ଯୋଜନା । ଏନେଇ ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇବା ପରେ ବୁର୍ଲା ଥାନା ପେଟ୍ରୋଲିଂ ଟିମ୍ ଉକ୍ତ ଅଞ୍ଚଳରେ ଚଢଉ!-->…
Read More...
Read More...