Browsing Tag

boudh news

ଶିକ୍ଷକ ବଦଳି ପ୍ରତିବାଦରେ ସ୍କୁଲରେ ତାଲା ପକାଇଲେ ଅଭିଭାବକ ଓ ଛାତ୍ରଛାତ୍ରୀ

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ଶିକ୍ଷକ ବଦଳି ପ୍ରସଙ୍ଗରେ ଇସ୍ତାହାର ପ୍ରକାଶ ପାଇବା ପରେ କଣ୍ଟାମାଳ ବ୍ଲକ ଉମା ସରକାରୀ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅସନ୍ତୋଷ ଦେଖାଦେଇଛି । ଆଜି ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ ଏବଂ ଅଭିଭାବକ ଓ
Read More...

ବଉଳସିଂହା ବିଦ୍ୟାଳୟରେ ବନ ମହୋତ୍ସବ ପାଳିତ

ବୌଦ୍ଧ, (ବଂଶୀଧର ମାଝୀ) : କଣ୍ଟାମାଲ ବ୍ଲକ ଦପଲା କ୍ଲଷ୍ଟର ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବଉଳସିଂହାଠାରେ ବନ ମହୋତ୍ସବ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ପୂର୍ବତନ ଏବିଇଓ ଫାଲଗୁନି ମାଝୀ ଏବଂ ସମ୍ମାନିତ ଅତିଥି ଭାବେ ପରିବେଶବିତ୍‌ ଖଗେଶ୍ୱର ବସ୍ତିଆ, ସିଆରସିସି
Read More...

କାର୍ଗିଲ ବିଜୟ ଦିବସ ପାଳିତ

ବୌଦ୍ଧ, (ମମତା ମହାକୁର) : କଣ୍ଟାମାଲ ବ୍ଲକ ଖଟଖଟିଆ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ରଂଜୁ ଅମାତଙ୍କ ଆବାହକତ୍ୱରେ ଅନୁଷ୍ଠିତ କାର୍ଗିଲ ବିଜୟ ସଭାରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସମୀର କୁମାର ପ୍ରଧାନ ଅଧ୍ୟକ୍ଷତା କରିଥିବା ବେଳେ ଦେଶ ମାତୃକାର ସେବାରେ ପ୍ରାଣବଳି ଦେଇଥିବା
Read More...

ଜିଲ୍ଲା ପ୍ରେସକ୍ଲବର ୫ମ ପ୍ରତିଷ୍ଠା ଦିବସ

ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ପ୍ରେସ ତାର ମର୍ଯ୍ୟାଦା ଅକ୍ଷୁର୍ଣ୍ଣ ରକ୍ଷା କରିପାରିଛି ବୌଦ୍ଧ, (ବଂଶୀଧର ମାଝୀ) : ଭାରତ ଗଣତନ୍ତ୍ରରେ ସାମ୍ବାଦିକ ତାର କର୍ତ୍ତବ୍ୟ ପ୍ରତିପାଦନ କରି ଚତୁର୍ଥ ସ୍ତମର ମର୍ଯ୍ୟାଦା ଅକ୍ଷୁର୍ଣ୍ଣ ରଖିପାରିଛି । ବ୍ୟକ୍ତିଗତ ସ୍ୱାର୍ଥକୁ ଜଳାଞ୍ଜଳି ଦେଇ ସମାଜକୁ
Read More...

ଉଡଧରଠାରେ ଅବସ୍ଥିତ ମା’ ବନ୍ଧଖଣ୍ଡିଙ୍କର ଅଲୌକିକ କାହାଣୀ

ବୌଦ୍ଧ, (କେପିଏନ୍‌ଏସ୍‌) : ବୌଦ୍ଧ ଜିଲ୍ଲା କଣ୍ଟାମାଲ ବ୍ଲକ ଅନ୍ତର୍ଗତ ଶ୍ରୀମାଲ ଗାଁ ଦେଇ ବହିଯାଇ ଥିବା ତେଲ ନଦୀଠାରେ ଥିବା ଉଡଧର ଘାଟରେ ଅବସ୍ଥିତ ମା' ବନ୍ଧଖଣ୍ଡିଙ୍କର କିଛି ଅଲୌକିକ କାହାଣୀ ରହିଛି । ଚୋରି କିମ୍ବା କୌଣସି ହଜିଯାଇଥିବା ଜିନିଷର କେସ୍‌କୁ ନେଇ ଏହି ସ୍ଥାନକୁ ଲୋକେ
Read More...

କଣ୍ଟାମାଲର ଗଦ୍‌ଗଦା ଜଳପ୍ରପାତ ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର

ବୌଦ୍ଧ, (କେପିଏନ୍‌ଏସ୍‌) : ବୌଦ୍ଧ ଜିଲ୍ଲା କଣ୍ଟାମାଲ ବ୍ଲକ ଉମା ପଞ୍ଚାୟତ ଅନ୍ତର୍ଗତ ସମାଡାଙ୍କି ଗ୍ରାମ ନିକଟରେ ବାଉଁଶ ପାହାଡ ଉପରେ ଥିବା ଲତା ଝରଣା 'ଗଦ୍‌ଗଦା' ଜଳପ୍ରପାତ ନାମରେ ପରିଚିତ । ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ଏହି ଗଦ୍‌ଗଦା ଜଳପ୍ରପାତକୁ ଯିଏ ଥରେ ଆସିଛି ସେ କେବେ
Read More...

ଦଣ୍ଡମୁକ୍ତ ଅଞ୍ଚଳରେ ଛାତ୍ରଙ୍କୁ ଦଣ୍ଡିଲେ ପ୍ରଧାନ ଶିକ୍ଷକ

ବୌଦ୍ଧ, (ବଂଶୀଧର ମାଝୀ) : ସରକାର ପ୍ରତ୍ୟେକ ସ୍କୁଲକୁ ଦଣ୍ଡମୁକ୍ତ ଅଞ୍ଚଳ ଭାବେ ଘୋଷଣା କରିଛନ୍ତି । କୌଣସି ଶିକ୍ଷକ ଶିକ୍ଷୟିତ୍ରୀ ଛାତ୍ରଛାତ୍ରୀଙ୍କୁ କୌଣସି ପ୍ରକାର ମାନସିକ କିମ୍ବା ଶାରିରୀକ ଭାବେ ଦଣ୍ତ ଦେଇ ପାରିବେ ନାହିିଁ ବୋଲି ନିୟମ କରିଛନ୍ତି । କିନ୍ତୁ ସବୁ ନିୟମକୁ ଭଙ୍ଗ କରି
Read More...

ଆଦିବାସୀ ସମନ୍ୱୟ ସମିତି ପକ୍ଷରୁ ଦ୍ରୌପଦୀ ମୁର୍ମୁଙ୍କ ବିଜୟ ଉତ୍ସବ ପାଳିତ

ବୌଦ୍ଧ, (ବଂଶୀଧର ମାଝୀ) : କଣ୍ଟାମାଲ ବ୍ଲକ ଆମ୍ବଗାଁ ପଞ୍ଚାୟତ ଅନ୍ତର୍ଗତ ଆଦିବାସୀ ସମନ୍ୱୟ ସମିତି ଦେଢେଣମାଲ ପକ୍ଷରୁ ଅଧ୍ୟକ୍ଷ ସାମନ୍ତ ମାଝୀଙ୍କ ତତ୍ୱାବଧାନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ବିଜୟ ଉତ୍ସବ ପାଳିତ ହୋଇଯାଇଛି । ଦ୍ରୌପଦୀ ମୁର୍ମୁ ଓଡିଶା ପାଇଁ ଗର୍ବ ଓ ଗୌରବ ବୋଲି
Read More...

ଅଧ୍ୟାପକଙ୍କୁ ରେଡକ୍ରସର ସର୍ବୋଚ୍ଚ ଜାତୀୟ ପୁରସ୍କାର ପ୍ରଦାନ

ବୌଦ୍ଧ, (ମମତା ମହାକୁର) : ବୌଦ୍ଧ ପଂଚାୟତ ମହାବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନ ଅଧ୍ୟାପକ ତଥା ଯୁବ ରେଡକ୍ରସର ଜିଲ୍ଲା ସମ୍ପାଦକ ପ୍ରବୀର କୁମାର ଦାସଙ୍କୁ ୨୦୧୯-୨୦ ବର୍ଷ ପାଇଁ ତାଙ୍କର ଉଲ୍ଲେଖନୀୟ ସେବା କାର୍ଯ୍ୟ ପାଇଁ ଭାରତୀୟ ରେଡକ୍ରସ ତରଫରୁ ସର୍ବୋଚ୍ଚ ମେରିଟ୍‌ ଆୱାର୍ଡ଼ ପୁରସ୍କାର ପ୍ରଦାନ
Read More...

ଦୌପଦୀ ମୁର୍ମୁ ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ପରେ ଲଣ୍ତାଗାଁରେ ବିଜୟ ଉତ୍ସବ

ବୌଦ୍ଧ, (ବଂଶୀଧର ମାଝୀ) : ଓଡ଼ିଶାର ଝିଅ ଦ୍ରୌପଦୀ ମୁର୍ମୁ ଗୁରୁବାର ଦିନ ରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ହେବା ପରେ ବୌଦ୍ଧ ଜିଲ୍ଲାର ସୀମାନ୍ତ ତଥା ପଡୋସୀ ଜିଲ୍ଲା କନ୍ଧମାଳର ଲଣ୍ତାଗାଁ ପଞ୍ଚାୟତ ଉତ୍ସବ ମୁଖର ହୋଇପଡ଼ିଛି । ନିର୍ବାଚନର ଫଳାଫଳର ଅବ୍ୟବହିତ ପୂର୍ବରୁ ଏଠାରେ ଉତ୍ସବର ମାହୋଲ
Read More...