ଧରାପଡିଲା ଗଞ୍ଜେଇ ସହ ବାଇକ୍ : ଖସିଗଲେ ଅଭିଯୁକ୍ତ
ବୌଦ୍ଧ, (ବଂଶୀଧର ମାଝୀ) : ଚୋରା ଗଞ୍ଜେଇ ଚାଲାଣ ବେଳେ ପୋଲିସକୁ ଦେଖି ଅଭିଯୁକ୍ତମାନେ ଗଞ୍ଜେଇ ଓ ବାଇକ ଛାଡି ଫେରାର ହୋଇଯିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ବୌଦ୍ଧ ପୁଲିସ ସୁତ୍ରରୁ ମିଳିଥିବା ସୂଚନା ମୁତାବକ ଗତ ମଙ୍ଗଳବାର ଦିନ ଏକ ବାଇକରେ ବଘିଆପଡା ଅଞ୍ଚଳରୁ ଗଞ୍ଜେଇ ଚାଲାଣ!-->…
Read More...
Read More...