Browsing Tag

belpada news

ଓଡ଼ିଶା ଡ୍ରାଇଭର ମହାସଂଘ ତରଫରୁ ରାଜ୍ୟ ବ୍ୟାପି ଅନିର୍ଦ୍ଦିଷ୍ଟ କାଳ ପାଇଁ ଧର୍ମଘଟ

ବେଲପଡା, (ଭୋଜରାଜ ଦଣ୍ଡସେନା) : ଡ୍ରାଇଭର ମହାସଂଘର ସଭାପତି ଡୋଳାମଣି ମେହେରଙ୍କ ନେତୃତ୍ୱରେ ଓଡ଼ିଶା ଡ୍ରାଇଭର ମହାସଂଘ ତରଫରୁ ଆଜିଠାରୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ଚକା ବନ୍ଦ ଡାକରା ଦେବା ସହ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣା ଦିଆଯାଇଛି । ଜରୁରୀକାଳୀନ ସେବା ଯେପରିକି ସ୍କୁଲ ବସ,
Read More...

ବନମାଲ ଗ୍ରାମର ଦୁଇ ଜଣ ଦାଦନ ସର୍ଦ୍ଦାରଙ୍କୁ ଗିରଫ କଲା ବେଲପଡା ପୋଲିସ

ବେଲପଡା, (ଭୋଜରାଜ ଦଣ୍ଡସେନା) : କିଛିଦିନ ତଳେ ବନମାଲ ଗ୍ରାମର ମୃତ ଦାଦନ ଶ୍ରମିକ ଶୁକଦେବ ପରାଭୁଏ ତାଙ୍କର ପରିବାରକୁ ନେଇ ତେଲେଙ୍ଗାନା କାମ କରିବା ପାଇଁ ଯାଇଥିଲେ । କିନ୍ତୁ ସେଠାରେ ଚାରି ମାସ କାମ କଲାପରେ ତାଙ୍କର ଦେହ ଖରାପ ହୋଇଥିଲା । ତାଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ନେଇଥିଲେ
Read More...

ବେଲପଡା ପୋଲିସ ଦ୍ୱାରା ଜନ ସମ୍ପର୍କ ଏବଂ ମାଗଣା ଚିକିତ୍ସା ଶିବିର ଅନୁଷ୍ଠିତ

ବେଲପଡା, (ଭୋଜରାଜ ଦଣ୍ଡସେନା) : ଆଜି ବଲାଙ୍ଗିର ଜିଲ୍ଲାର ବେଲପଡା ବ୍ଲକ ବାଗଦୋର ଗ୍ରାମ ପଞ୍ଚାୟତର କୁମ୍ଭାରଖୁନ ଗ୍ରାମ ଖେଳ ପଡ଼ିଆଠାରେ ବେଲପଡା ପୋଲିସ ଦ୍ୱାରା ଜନ ସମ୍ପର୍କ ଏବଂ ମାଗଣା ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ପୋଲିସ ଓ ଜନସାଧାରଣମାନଙ୍କ ମଧ୍ୟରେ ସୁସମ୍ପର୍କ ସ୍ଥାପନ
Read More...

ଝାଂକ୍ରିପାଲି ଗ୍ରାମରେ ଆନନ୍ଦ ଉଲ୍ଲାସର ସହିତ ଷୋହଳ ପ୍ରହର ନାମଯଜ୍ଞ ଅନୁଷ୍ଠିତ

ବେଲପଡା, (ଭୋଜରାଜ ଦଣ୍ଡସେନା) : ବଲାଙ୍ଗିର ଜିଲ୍ଲାର ବେଲପଡା ବ୍ଲକ ଝାଂକ୍ରିପାଲି ଗ୍ରାମ ମହାମନ୍ତ୍ର ନାମଯଜ୍ଞରେ କମ୍ପି ଉଠିଛି । ପ୍ରଥମେ ଝିଅ ଓ ମହିଳାମାନଙ୍କ ଦ୍ଵାରା କଳସ ଶୋଭାଯାତ୍ରା କରି ନିକଟସ୍ଥ ପୋଖରୀରୁ ଜଳ ଆଣି ମନ୍ଦିରରେ ସ୍ଥାପନ କରି ମହାମନ୍ତ୍ର ଆରମ୍ଭ ହୋଇଥିଲା । ଏଥିରେ
Read More...

ବେଲପଡା ଅଞ୍ଚଳକୁ ନିଶାମୁକ୍ତ କରିବା ପାଇଁ ଥାନରେ ଧାରଣା

ବେଲପଡା, (ଭୋଜରାଜ ଦଣ୍ଡସେନା) : ବେଲପଡା ବ୍ଲକ ତଥା ଆଖପାଖ ଅଞ୍ଚଳରେ ନିଶା ସେବନ ଦିନକୁ ଦିନ ଅତ୍ୟଧିକ ମାତ୍ରାରେ ବ୍ୟାପୀ ଚାଲିଛି । ମଦ୍ୟପମାନେ ମଦ୍ୟପାନ କରି ଅଶାନ୍ତ ପରିବେଶ ସୃଷ୍ଟି କରୁଥିବା ବେଳେ ବେଲପଡା ପୋଲିସ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇପଡିଛି ବୋଲି କହି ଅଞ୍ଚଳବାସୀ କ୍ଷୋଭ
Read More...

ତେନ୍ତୁଳିମୁଣ୍ଡା ଦୁଇ ନମ୍ବର ଅଙ୍ଗନୱାଡି ସେଣ୍ଟରରୁ ତାଲା ଭାଙ୍ଗି ଚୋରି

ବେଲପଡା, (ଭୋଜରାଜ ଦଣ୍ଡସେନା) : ଆଜି ବଲାଙ୍ଗିର ଜିଲ୍ଲାର ବେଲପଡା ଥାନା ଅନ୍ତର୍ଗତ ତେନ୍ତୁଳିମୁଣ୍ଡା ଗ୍ରାମରେ ଥିବା ୨ ନମ୍ବର ଅଙ୍ଗନୱାଡି ସେଣ୍ଟରରୁ ଚୋର ମାନେ ତାଲା ଭାଙ୍ଗି ବିଭିନ୍ନ ସାମଗ୍ରୀ ଚୋରି କରି ନେଇଛନ୍ତି । ସୂଚନାଯୋଗ୍ୟ ଯେ, ଆଜି ସକାଳ ସମୟରେ ସେଣ୍ଟରର ହେଲପର ଶକୁନ୍ତଳା ନାଗ
Read More...

ଛେଲିଆମାଲ ଶୈବପୀଠଠାରେ ମହାଆଡମ୍ବର ସହିତ ଜାଗର ଯାତ୍ରା ଓ ନାମଯଜ୍ଞ ଅନୁଷ୍ଠିତ

ବେଲପଡା, (ଭୋଜରାଜ ଦଣ୍ଡସେନା) : ଦେବ ଦେବ ମହାଦେବଙ୍କ ଜାଗର ଯାତ୍ରା ପ୍ରତ୍ୟେକ ଶୈବପୀଠମାନଙ୍କରେ ପାଳିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ବଲାଙ୍ଗିର ଜିଲ୍ଲାର ବେଲପଡା ବ୍ଲକ ବାଗଦୋର ଗ୍ରାମ ପଞ୍ଚାୟତ ନିକଟସ୍ଥ ଗଞ୍ଜାଧାର ପ୍ରକଳ୍ପ ନିକଟରେ ଥିବା ଛେଲିଆମାଲ ଶୈବପୀଠଠାରେ ବହୁ ଆନନ୍ଦ
Read More...

କୁମ୍ଭାରଖୁନ ଓ ବନମାଲ ଗ୍ରାମର ମଝି ରାସ୍ତାରେ ସଡକ ଦୁର୍ଘଟଣାର ଶିକାର ହେଲେ ବାଇକ ଆରୋହୀ

ବେଲପଡା, (ଭୋଜରାଜ ଦଣ୍ଡସେନା) : ଆଜି ବଲାଙ୍ଗିର ଜିଲ୍ଲାର ବେଲପଡା ବ୍ଲକ ବାଗଦୋର ଗ୍ରାମ ପଞ୍ଚାୟତର କୁମ୍ଭାରଖୁନ ଓ ବନମାଲ ଗ୍ରାମର ମଝି ରାସ୍ତାରେ ଏକ ସଡକ ଦୁର୍ଘଟଣା ଦୁର୍ଘଟଣା ଘଟିଥିବା ଜଣାପଡିଛି । ସୂଚନା ଅନୂସାରେ ଏକ ସିଟି ୧୦୦ ବାଇକ ଯୋଗେ ଜଣେ ବ୍ୟକ୍ତି ଆସୁଥିବା ସମୟରେ କୁମ୍ଭାରଖୁନ
Read More...

ବେଲପଡା ଦ୍ୱାରିକା ଭୋଜନାଳୟର ଖାଦ୍ୟରେ ବିରାଟ ପୋକ : ଜିଲ୍ଲା ଖାଦ୍ୟ ନିରୀକ୍ଷକ ନୀରବ ଦ୍ରଷ୍ଟା, ସାଧାରଣରେ ଅସନ୍ତୋଷ

ବେଲପଡା, (ଅଶୋକ ବାଗ) : ଅନେକ ଜାଗାରେ ଖାଦ୍ୟର ଗୁଣବତ୍ତା ଯାଞ୍ଚ କରିବା ପାଇଁ ଦିନକୁ ଦିନ ପ୍ରଶାସନ ତରଫରୁ ଅନେକ ହୋଟେଲମାନଙ୍କୁ ଚଢ଼ାଉ କରି ଖାଦ୍ୟର ଗୁଣବତ୍ତା ଯାଞ୍ଚ କରାଯାଉଛି । ଯେଉଁଠି ଅଳ୍ପ ମାତ୍ରାରେ ମଧ୍ୟ ଖାଦ୍ୟର ଗୁଣବତ୍ତା ଖରାପ ବାହାରୁଛି ସେହି ହୋଟେଲକୁ ସିଲ କରୁଛି ପ୍ରଶାସନ ।
Read More...

ବେଲପଡା ନୋଡାଲ ବାଳିକା ଉଚ୍ଚ ବିଦ୍ୟାଳୟଠାରେ ବାର୍ଷିକ ଉତ୍ସବ ଅନୁଷ୍ଠିତ

ବେଲପଡା, (ଭୋଜରାଜ ଦଣ୍ଡସେନା) : ଆଜି ବଲାଙ୍ଗିର ଜିଲ୍ଲାର ବେଲପଡା ନୋଡାଲ ବାଳିକା ଉଚ୍ଚ ବିଦ୍ୟାଳୟଠାରେ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଶ୍ୱମ୍ବର ବୁଡେକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉକ୍ତ ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ବେଲପଡା ଏବିଇଓ
Read More...