Browsing Tag

bargarh news

ଶ୍ରୀମତ ଜଗତ ଗୁରୁ ଶଙ୍କରାଚାର୍ଯ୍ୟ ଶିଷ୍ୟ ମଣ୍ଡଳୀର ପ୍ରକାଟ୍ୟ ଦିବସ ପାଳନ

ବରଗଡ଼, (କେପିଏନ୍‌ଏସ୍‌) : ପୂଜ୍ୟପୂଜା ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀଙ୍କ ୮୦ ତମ ପ୍ରକାଟ୍ୟ ଦିବସ ବରଗଡ଼ ସହର ସ୍ଥିତ ଶ୍ରୀ ଶ୍ରୀ ବଟେଶ୍ୱର ବାବାଙ୍କ ମନ୍ଦିର ପ୍ରାଙ୍ଗଣରେ ଆୟୋଜିତ ହୋଇଯାଇଛି । ପୀଠ ପରିଷଦ, ଆଦିତ୍ୟ ବିହିନୀ ଓ ଆନନ୍ଦ ବାହିନୀ ବରଗଡ଼ ଶାଖା ଆନୁକୁଲ୍ୟରେ
Read More...

ନିଷ୍ଠା ପରିବାର ଓ କେୟାର ହସ୍ପିଟାଲ ମିଳିତ ଆନୁକୂଲ୍ୟରେ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର

ବରଗଡ, (ନିରୋଜ କୁମାର ପାଣୀ) : ଜନ ସାଧାରଣଙ୍କ ଉତ୍ତମ ସ୍ୱାସ୍ଥ୍ୟ ହିଁ ନିଷ୍ଠା ପରିବାରର ପ୍ରାଥମିକତା । ଆଜି ଅଗ୍ରଗାମୀ ଯୁବକ ସଂଘ, ବରଗଡଠାରେ ନିଷ୍ଠା ପରିବାର ଓ କେୟାର ହସ୍ପିଟାଲର ମିଳିତ ଆନୁକୂଲ୍ୟରେ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିଥି ଭାବରେ
Read More...

୫ଟି ସ୍କୁଲର ଶିକ୍ଷକମାନଙ୍କର ନେତୃତ୍ୱ ଓ ଡିଜିଟାଲ କୌଶଳ ବିକାଶ ପ୍ରଶିକ୍ଷଣ ଶିବିର

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲାର ୫ଟି ସ୍କୁଲର ପ୍ରଧାନ ଶିକ୍ଷକ ଓ ଶିକ୍ଷକମାନଙ୍କର ନେତୃତ୍ୱ ଓ ଡିଜିଟାଲ କୌଶଳର ବିକାଶ ନିମିତ୍ତ ଏକ ପ୍ରଶିକ୍ଷଣ ଶିବିର ଯାହାକି ୫ଟି ସ୍କୁଲ ଗୁଡ଼ିକର ପରିଚାଳନା ପାଇଁ ଅତ୍ୟନ୍ତ ଆବଶ୍ୟକ ଅଟେ । ବରଗଡ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ତଥା ବରଗଡ
Read More...

ବୁଦେଲପାଲିରେ ରକ୍ତଦାନ ଶିବିର

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ ଜିଲ୍ଲା କଳାପାଣି ପଞ୍ଚାୟତ ଅନ୍ତର୍ଗତ ବୁଦେଲପାଲି ଗାଁରେ ଆଜି ବୀର ସୁଭାଷ ଯୁବକ ସଂଘ ପକ୍ଷରୁ ଏକ ରକ୍ତଦାନ ଶିବିରର ଆୟୋଜନ ହୋଇଯାଇଛି । ଏହି ଶିବିରକୁ ବରଗଡ ଥାନା ଅଧିକାରୀ ସଦାନନ୍ଦ ପୂଜାରୀ ଉଦ୍‌ଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବରେ ଡ଼.
Read More...

ଅଗ୍ନିପଥ ଯୋଜନା ବାତିଲରେ ପ୍ରତିବାଦ ବିକ୍ଷୋଭ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଅଗ୍ନିପଥ ଯୋଜନା ବାତିଲର ପ୍ରତିବାଦରେ ଆଜି ଜୟ କିଷାନ ଆନ୍ଦୋଳନ ଓ ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ବରଗଡ଼ ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ତଳେ (ଗାନ୍ଧୀ ଛକରେ) ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଲିଙ୍ଗରାଜଙ୍କ ନେତୃତ୍ୱରେ ସଭ୍ୟମାନେ ବିଭିନ୍ନ ସ୍ଲୋଗାନ
Read More...

ଜିଲ୍ଲା ପରିଷଦ ଷ୍ଟାଣ୍ଡିଂ କମିଟିର ବୈଠକ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲା ପରିଷଦ ଷ୍ଟାଣ୍ଡିଂ କମିଟିର ଏ'ର ବୈଠକ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ସଂସ୍ଥାର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା । ଏଥିରେ ପରିଷଦର ଅଧ୍ୟକ୍ଷା ମାମିନୀ ଭୋଇଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଥିଲା । ପ୍ରାରମ୍ଭରେ
Read More...

ଧରାପଡ଼ିଲେ ଡକାୟତ ଦଳ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ବରପାଲି ଥାନା ପୋଲିସ ଏକ ଡକାୟତ ଗ୍ୟାଙ୍ଗକୁ ଧରିବାରେ ସକ୍ଷମ ହୋଇଛନ୍ତି । ଗିରଫ ଅଭିଯୁକ୍ତମାନେ ହେଲେ ବରପାଲି ଥାନା ବନ୍ଧପାଲି ଗ୍ରାମର ଅକ୍ଷୟ ମହାନନ୍ଦ(୨୨), ଗୁପେ ଓରଫ ପୂର୍ଣ୍ଣଚନ୍ଦ୍ର ସାହୁ(୨୨) ଏବଂ ବିଶ୍ୱନାଥ ମହାନନ୍ଦ(୧୯) । ସେମାନଙ୍କ ବିରୋଧରେ
Read More...

ବରଗଡ଼ ଜିଲ୍ଲାରେ ୪୧ ମିମି ବର୍ଷା

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ଗତକାଲି ରାତିଠାରୁ ଆଜି ପର୍ଯ୍ୟନ୍ତ ୪୧.୪ ମିମି ବର୍ଷା ହୋଇଥିବା ରେକର୍ଡ ହୋଇଛି । ପାଣି ପାଗ ବିଭାଗ ଆକଳନରୁ ଜଣାପଡିଛି ଯେ, ଦିନର ଆଦ୍ରତା ୮୧ ଶତକଡା ରହିଥିବା ବେଳେ ପାଗ ମେଘୁଆ ରହିଛି । ଆଜିର ତାପମାତ୍ରା ସର୍ବାଧିକ
Read More...

ବରିଷ୍ଠ ନାଗରିକ ସେବା ସମିତିର ନୂତନ ଘରର ଶିଳାନ୍ୟାସ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ବ୍ଲକ ଅନ୍ତର୍ଗତ କଟାପାଲି ଗ୍ରାମଠାରେ ବରିଷ୍ଠ ନାଗରିକ ସେବା ସମିତିର ନୂତନ କୋଠାର ଶିଳାନ୍ୟାସ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନୂତନ ଘରର ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ । ଏହି
Read More...

ରାଜନୀତି ଓ କେନ୍ଦ୍ର ପୋଲିସର ବର୍ବରତା ବିରୁଦ୍ଧରେ ବରଗଡ ବ୍ଲକ ଏବଂ ନଗର କଂଗ୍ରେସ କମିଟି ପକ୍ଷରୁ ବ୍ଲକ୍ ଅଫିସ…

ବରଗଡ, (ସତ୍ୟ ନାରାୟଣ ପ୍ରଧାନ) : ନ୍ୟାସନାଲ ହେରାଲ୍ଡ ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ଵାରା ବାରମ୍ବାର ଡକାଇ ହଇରାଣ କରିବା ଓ ଆନ୍ଦୋଳନରତ କଂଗ୍ରେସ ଦଳର ବରିଷ୍ଠ ନେତାମାନଙ୍କୁ ପୋଲିସ ଗୋଡ଼ାଇ ପିଟିିବା, ଦୁର୍ବ୍ୟବହାର ପ୍ରଦର୍ଶନ କରିବା ସହ
Read More...