ଛାତ୍ରଛାତ୍ରୀଙ୍କ ପ୍ରତିଭା ବିକାଶ ପାଇଁ ସୁବର୍ଣ୍ଣଦୀପ ପତ୍ରିକାର ସମ୍ପାଦକ ସମ୍ବର୍ଦ୍ଧିତ
ବରଗଡ, (ନିରୋଜ କୁମାର ପାଣୀ) : ବରଗଡରୁ ପ୍ରକାଶିତ ଯୁଗ ଉପଯୋଗୀ ଶିଶୁ-କିଶୋର ପତ୍ରିକା ସୁବର୍ଣ୍ଣଦୀପ ପତ୍ରିକା ଦୀର୍ଘ ୨୮ ବର୍ଷରୁ ଅଧିକ ହେଲା ନିରବଚ୍ଛିନ୍ନ ଭାବେ ପ୍ରକାଶ ପାଇ ଆସୁଛି । ଏଭଳିକି ମହାମାରୀ କରୋନା ସମୟରେ ମଧ୍ୟ ନିୟମିତ ପ୍ରକାଶ ପାଇଛି । ପତ୍ରିକାର ସମ୍ପାଦକ ପ୍ରଦୀପ୍ତ ଭାନୁ!-->…
Read More...
Read More...